ଅନୁଭବଙ୍କ
ମହାନ୍ତିଙ୍କ ନାଁରେ ଜାରି ହେଲା ଏନବିଡ଼ବ୍ଲୁ । କଟକ ଜେଏମଏଫସି କୋର୍ଟ ପକ୍ଷରୁ ଏନବିଡ଼ବ୍ଲୁ ଜାରି ହୋଇଛି
। ବର୍ଷା ପ୍ରିୟଦର୍ଶିନୀ ଅଭିଯୋଗ ଆଧାରରେ ଏହି ଏନବିଡ଼ବ୍ଲୁ ଜାରି ହୋଇଛି । ଅନୁଭବଙ୍କ ନାଁରେ
ଚାର୍ଜଫ୍ରେମ ହୋଇଥିଲା , ହେଲେ ହାଜର ନହୋଇ ବାରମ୍ବାର ସମୟ ମାଗୁଥିଲେ । ଚାର୍ଜଫ୍ରେମ
ପାଇଁ ହାଜର ନହେବାରୁ ଏନବିଡ଼ବ୍ଲୁ ଜାରି କଲେ କୋର୍ଟ । 23 ତାରିଖ ସୁଦ୍ଧା ଓ୍ବାରେଣ୍ଟ
କାର୍ଯ୍ୟକାରୀ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ପୁରୀଘାଟ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।