ରାତି ପାହିଲେ ରାଜ୍ୟରେ ପ୍ରଥମ
ପର୍ଯ୍ୟାୟ ନିର୍ବାଚନ ପାଇଁ ପଡ଼ିବ ଭୋଟ । 4 ଲୋକସଭା ଏବଂ 28 ଟି ବିଧାନସଭା ପାଇଁ ହେବ ମତଦାନ । ନିର୍ବାଚନ
ପ୍ରସ୍ତୁତି ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି
ପୋଲିସ ଡ଼ିଜି ଅରୁଣ ଷଡ଼ଙ୍ଗୀ । ସୁରକ୍ଷା ସହ ନରପେକ୍ଷ ମତଦାନ ପାଇଁ 17 ହଜାର ପୋଲିସ 107
କମ୍ପାନୀ ଅଦ୍ଧ ସାମରିକ ବାହିନୀ ମୁତୟନ ହୋଇଛିନ୍ତି । 600 ୟୁନିଟ ମୋବାଇଲ ୟୁନିଟ ପର୍ଟି
ନୁଯୁକ୍ତି କରାଯାଇଛି । 51 ଟି ଇଂଟର ଷ୍ଟେଟ ବର୍ଡ଼ରକୁ ସିଲ କରାଯାଇଛି । ସିସିଟିଭି କ୍ୟାମରାରେ
ପ୍ରତି ଟି ଗତିବିଧିର ନଜର ରଖାଯାଉଥିବା କହିଛନ୍ତି ଡ଼ିଜିପି ।