ନିର୍ବାଚନୀ ଇସ୍ତାହରକୁ ନେଇ ବିଜେଡ଼ିର ପ୍ରେସମିଟ
। ପ୍ରେସମିଟେର ବିଜେଡ଼ି କହିଲା ଘୋଷଣାପତ୍ରରେ ସବୁ ବର୍ଗର ଲୋକଙ୍କୁ ଗୁରୁତ୍ବ । 100
ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ବ୍ୟବସ୍ଥା । 2034 ସୁଦ୍ଧା ଓଡ଼ିଶା ହେବ ଏକ ନମ୍ବର
ରାଜ୍ୟ । ଏହା ଏକ ଯୁଗାନ୍ତକାରୀ ଘୋଷଣା ପତ୍ର ।
ଅନ୍ୟ ରାଜ୍ୟ ତୁଳନାରେ ବିଜେଡ଼ି ଇସ୍ତାହାର ସବୁଠୁ ଭଲ । ଯୁବ ଶକ୍ତି ପାଇଁ ବିଶେଷ ବଜେଟ
ଆସିବ । 10 ବର୍ଷ ଭିତରେ 1 ଲକ୍ଷ କୋଟି ଟଙ୍କା ବ୍ୟୟ ହେବ । ଯୁବ ବଜେଟ କୌଣସି ରାଜ୍ୟରେ ନାହିଁ
। ସେହିପରି ଝିଅଙ୍କୁ 14 ଓ ପୁଅଙ୍କୁ 12 ହଜାର
ଟଙ୍କା ମିଳିବ । 2 ଲକ୍ଷ ନୂଆର ନିଯୁକ୍ତି ବ୍ୟବସ୍ଥା କରିବୁ । ରାଜ୍ୟକୁ ଦେଶର ବିକଶିତ ରାଜ୍ୟରେ
ପରିଣତ କରାଯିବ । ଓଡ଼ିଶା ପୂର୍ବ ଭାରତର ଆଇଟି ରାଜଧାନୀ ହେବ । ମଧ୍ୟବିତ୍ତଙ୍କ ପାଇଁ 20 ଲକ୍ଷ
ଟଙ୍କା ଯାଏଁ ଗୃହଋଣ ବ୍ୟବସ୍ଥା କରାଯିବ ।