100 ୟୁନିଟରୁ କମ ବିଜୁଳି ବ୍ୟବହାର କଲେ ମିଳିବ
ମାଗଣା ବିଜୁଳି । ସେହିପରି 100ରୁ 150 ୟୁନିଟ ବ୍ୟବହାର କରୁଥିଲେ 50 ୟୁନିଟ ରିହାତି । ଗ୍ରମାଞ୍ଚଳର ମଧ୍ୟବତ୍ତ ପରିବାର ବି ଲାଭବାନ ହେବେ ବୋଲି ନବୀନ
ପଟ୍ଟନାୟକ ଆଜି ବିଜେଡ଼ି ଘୋଷଣାପତ୍ରରେ କହିଛନ୍ତି । ଓଡ଼ିଶାର 75 ପ୍ରତିଶତ ପରିବାରରେ 100 ୟୁନିଟ କମ ବ୍ୟବହାର ଏବଂ
ଅନ୍ୟ ଦଶ ପ୍ରତିଶତ 100ରୁ 150 ୟୁନିଟ ବ୍ୟବହାର କରୁଛନ୍ତି । ଶକ୍ତି ସୁରକ୍ଷା ସହିତ ଏହି 85 – 90 ପ୍ରତିଶତ ଜନସଂଖ୍ୟାକୁ ଆଚ୍ଛାଦିନ କରିବା
ପାଇଁ ଶହେ ୟୁନିଟ ପର୍ଯ୍ୟନ୍ତ ପଚାଶ ୟୁନିଟ ପାଇଁ ରିହାତି ପାଇବେ । ଏହା କେବଳ ରାଜ୍ୟରେ ଶକ୍ତି
ସୁରକ୍ଷା ବୃଦ୍ଧି କରିବ ନାହିଁ ବରଂ ବିଦୁତର ଦାୟିତ୍ବପୂଣ୍ଣ ବ୍ୟବହାରକୁ ମଧ୍ୟ ଉସାହିତ କରିବ ।
ଏହା ସ୍ଥାୟୀ ଅଭିବୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ କାରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି
।