ଓଡ଼ିଶା 365 (ବ୍ୟୁରୋ): ସ୍ଥଗିତ ରହିଲା ଓଡ଼ିଶା ଷ୍ଟେଟ୍ ବାର୍ କାଉନସିଲ ସଦସ୍ୟ ପ୍ରତିନିଧି ନିର୍ବାଚନ । ବାର୍ କାଉନସିଲ ଅଫ୍ ଇଣ୍ଡିଆ ଏହି ନିର୍ବାଚନକୁ ସ୍ଥଗିତ ରଖିଛି। ଆସନ୍ତାକାଲି ହୋଇଥାନ୍ତା ବାର୍ କାଉନସିଲ ସଦସ୍ୟ ପ୍ରତିନିଧି ନିର୍ବାଚନ। ପୂର୍ବରୁ ବାର୍ ଆସୋସିଏସନ୍ ନିର୍ବାଚନ ନେଇ ଧାର୍ଯ୍ୟ କରାଯାଇଥିଲା ତାରିଖ । ରାଜ୍ୟ କାଉନସିଲ୍ ପକ୍ଷରୁ ଜାରି ହୋଇଥିଲା ବିଧିବଦ୍ଧ ବିଜ୍ଞପ୍ତି । ହେଲେ ଆଜି ଏହାକୁ ସ୍ଥଗିତ ରଖିଛି ବାର୍ କାଉନସିଲ ଅଫ୍ ଇଣ୍ଡିଆ ।