Wednesday, May 14, 2025
No Result
View All Result
Odisha 365

Latest News

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଆନ୍ତର୍ଜାତୀୟ

କେଶ ସମସ୍ୟା ଦୂର କରିବ ଲୁଣ ପାଣି

param by param
Nov 1, 2023, 11:05 pm GMT+0530
FacebookTwitterWhatsAppTelegram

ଓଡ଼ିଶା 365 (ବ୍ୟୁରୋ): ନାରୀ ହୁଅନ୍ତୁ କି ପୁରୁଷ କେଶ ପାଇଁ ସମସ୍ତେ ଚିନ୍ତିତ । ନାରୀର ସୌନ୍ଦର୍ଯ୍ୟ ବୃଦ୍ଧି କ୍ଷେତ୍ରରେ ମୁଖ୍ୟ ଭୁମିକା ଗ୍ରହଣ କରିଥାଏ କେଶ । ଆଜିକାଲି ଅଧିକାଂଶ ଝିଅବୋହୁମାନଙ୍କ କ୍ଷେତ୍ରରେ କେଶ ସମସ୍ୟା ବେଶି ଦେଖାଯାଇଥାଏ । ତେବେ ଆପଣ ଯଦି ନିଜ କେଶକୁ ସୁସ୍ଥ ଏବଂ ସୁନ୍ଦର କରିବାକୁ ଚାହୁଁଛନ୍ତି ତାହେଲେ ପ୍ରଥମେ ମନେ ରଖିବା ଉଚିତ୍ ଯେ, ଆପଣ ନିଜ କେଶରେ ଯାହା ବି ବ୍ୟବହାର କରୁଛନ୍ତି ତାହା ସଠିକ୍ ଭାବରେ ହେବା ଆବଶ୍ୟକ । ଯଦି ଆପଣ ତାକୁ ସଠିକ୍ ଭାବରେ ବ୍ୟବହାର କରନ୍ତି ତେବେ କେଶ ନିଶ୍ଚିନ୍ତ ଭାବେ ସୁସ୍ଥ ଓ ସୁନ୍ଦର ରହିବ । ସମସ୍ତେ ନିଜ ନିଜର ତ୍ୱଚା ପାଇଁ ବେଶ ସଜାଗ ରୁହନ୍ତି । କାହିଁକି ନାଁ ତ୍ୱଚାରେ ବ୍ୟବହୃତ ହେଉଥିବା ଯେ କ୍ୟୈଣସି ପ୍ରଡକ୍ଟର ସଠିକ୍ ବ୍ୟବହାର ନକରାଗଲେ ତ୍ୱଚା ଖରାପ୍ ହେବାରେ ଲାଗେ । ସେଥିପାଇଁ ସେସବୁ ପ୍ରଡକ୍ଟର ବ୍ୟବହାର ପାଇଁ ସଠିକ୍ ଉପାୟ ରହିଥାଏ । ଠିକ୍ ସେମିତି କେଶ ପାଇଁ ଯାହାବି ବ୍ୟବହାର କରୁଛନ୍ତି ତାହାର ସଠିକ୍ ଉପାୟ ରହିଛି ନା ନାହିଁ ନଚେତ୍ ସେସବୁ କେଶକୁ କ୍ଷତି ପହଁଚାଇଥାଏ ।

ସେହିପରି ଗୋଟେ ଉପାଦାନ ହେଉଛି ଲୁଣ। ଲୁଣ କେବଳ ଆମ ଖାଦ୍ୟର ସ୍ୱାଦକୁ ବଢ଼ାଇ ନଥାଏ । ଏହା ଆମର ଅନେକ ପ୍ରକାରର କାର୍ୟ୍ୟକୁ ସହଜ କରିବାରେ ମଧ୍ୟ ସାହାଯ୍ୟ କରେ। ଉଦାହରଣ ସ୍ୱରୂପ, ଗଳା ଯନ୍ତ୍ରଣା ଦୂର କରିବା,ଓଜନ କମାଇବାରେ, ଡିହାଇଡ୍ରେସନ୍ ରୋକିବା ଇତ୍ୟାଦି । ସେହିଭଳି ଆମେ ଆମର କେଶର ଯତ୍ନ ପାଇଁ ଲୁଣ ମଧ୍ୟ ବ୍ୟବହାର କରିପାରିବା । ଯଦି କେଶରେ ଅତ୍ୟଧିକ ଝାଳ ବା ରୁପି ସମସ୍ୟା ଦେଖାଯାଏ, ତେବେ ଲୁଣ ଆପଣଙ୍କ ପାଇଁ ବହୁତ ଉପଯୋଗୀ ହୋଇପାରେ । ଏହା ବ୍ୟତୀତ ଅନେକ ସମସ୍ୟା ମଧ୍ୟ ଅଛି ଯାହାକୁ ଆପଣ କେଶକୁ ଯତ୍ନ ନେବାରେ ଲୁଣ ବ୍ୟବହାର କରିପାରିବେ । ଆସନ୍ତୁ ଏହାର ଲାଭ ଜାଣିବା ।

ଲୁଣ ପାଣିରେ କେଶ ଧୋଇବାର ଉପକାର:

ଯଦି ଆପଣଙ୍କର କେଶରେ କୁଞ୍ଚନ, ଶୁଷ୍କତା, ରୁପି ଭଳି ସମସ୍ୟା ଥାଏ, ତେବେ ଆପଣ ଲୁଣ ସାହାଯ୍ୟରେ ସେଗୁଡ଼ିକୁ ସଫା କରିପାରିବେ । ଲୁଣ ସ୍ଫଟିକଗୁଡିକ ଅପାଙ୍କର ନଷ୍ଟ ହୋଇଥିବା ତ୍ୱଚାକୁ ଭଲ କରିଥାଏ ଏବଂ ଏହି ସମସ୍ୟାଗୁଡ଼ିକୁ ହ୍ରାସ କରିଥାଏ । ଯଦି ଆପଣଙ୍କର କେଶ ଝଡ଼ୁଛି ତେବେ ଏହାର କାରଣ ହେଉଛି କେଶ ଅସ୍ୱାସ୍ଥ୍ୟକର ହୋଇଯାଇଛି । ଏପରି ପରିସ୍ଥିତିରେ, ଯେତେବେଳେ ଆପଣ କେଶର ଯତ୍ନ ପାଇଁ ଲୁଣ ବ୍ୟବହାର କରନ୍ତି, ଏଥିରେ ଥିବା ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଏବଂ ସେଲେନିୟମ୍ ମିନେରାଲ୍ସ କେଶକୁ ସୁସ୍ଥ କରିବାରେ ସାହାଯ୍ୟ କରିଥାଏ ।

Tags: NULL
ShareTweetSendShare

RelatedNews

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର
Latest News

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ
Latest News

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
Latest News

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?
Latest News

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ
Latest News

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ

Latest News

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.