ଓଡ଼ିଶା 365 (ବ୍ୟୁରୋ): ଆସିଲା ବହୁଚର୍ଚ୍ଚିତ ASI ଏଲିଶା ଲୁଗୁନଙ୍କ ଶବ ବ୍ୟବଛେଦ ରିପୋର୍ଟ। ଅତ୍ୟଧିକ ଉତ୍ତେଜିତ ହୋଇ ଅତ୍ୟଧିକ ପ୍ରଳାପ କାରଣରୁ ଶ୍ୱାସରୁଦ୍ଧରୁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ । ଉକ୍ତ ଘଟଣାରେ ପୂର୍ବରୁ ୨ ଜଣଙ୍କୁ ଗିରଫ କରାଯାଇଛ । ଆବଶ୍ୟକ ପଡିଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ । ଏନେଇ ସୂଚନା ଦେଇଛନ୍ତି ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର ।