ଓଡ଼ିଶା 365 (ବ୍ୟୁରୋ): ରେଳବିଭାଗର ଖାମଖିଆଲ କାମ ପାଇଁ ଆଜି ଗୋଟିଏ ରେଳ ଲାଇନରେ ଗଡ଼ିଲା ୨ ଟି ମାଲଗାଡ଼ି ଟ୍ରେନ୍। ଲୋକୋ ପାଇଲଟଙ୍କ ଉପସ୍ଥିତ ବୃଦ୍ଧି ଯୋଗୁ ଗାଡ଼ି ଅଟକାଇ ଦେବାରୁ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଚ୍ରେନ୍। ରାଉରକେଲା ବାସନ୍ତୀ କଲୋନୀ ବସ୍ତ୍ର ନିକଟରେ ଘଟିଛି ଏଭଳି ଘଟଣା ।
ଏବେ ଗୋଟିଏ ଲାଇନରେ ଅଟକିଛି ଦୁଇଟି ମାଲଗାଡି। ଘଟଣା ସ୍ଥଳରେ ରେଳ ବିଭାଗର ଅଧିକାରୀ ପହଞ୍ଚି ଘଟଣାର ଯାଞ୍ଚ କରୁଛନ୍ତି।