ଓଡ଼ିଶା 365 (ବ୍ୟୁରୋ): ଅବସ୍ଥାରେ ଜିଲ୍ଲା ମୁଖ୍ୟ ଆଇରନ୍ ଟ୍ରକ୍କୁ ପଛପଟୁ ଧକା ଚୁରମାର ଅତ୍ୟାଧୁନିକ ଓମବାଡିସି ଆମ୍ବୁଲାନ୍ସ। ଘଟଗାଁ ଥାନା ପିପିଳିଆ ନିକଟରେ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଆଇରନ୍ ଟ୍ରକ୍କୁ ପଛପଟୁ ଧକା ଦେଲା ଅତ୍ୟାଧୁନିକ ଓମବାଡିସି ଆମ୍ବୁଲାନ୍ସ ଚୁରମାର ହୋଇଯାଇଛି । ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଅନ୍ୟ ଜଣେ କର୍ମଚାରୀକୁ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ମଙ୍ଗଳବାର ରାତି ଢେଙ୍କିକୋଟ ନିକଟବର୍ତ୍ତି ଏକ ଗାଁରୁ ଜଣେ ରୋଗୀକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଛାଡି କେନ୍ଦୁଝରରୁ ଘଟଗାଁ ଫେରୁଥିଲା । ଏହି ସମୟରେ ଦୁର୍ଘଟଣା ଘଟିଥିବା ସୁଚନା ମିଳିଛି । ଘଟଣାସ୍ଥଳରେ ପୋଲିସ୍ ପହଂଚି ତଦନ୍ତ କରୁଛି ।