ଓଡ଼ିଶା ୩୬୫(ବ୍ୟୁରୋ): ବଲିଉଡ ଅଭିନେତା ରଣବୀର କପୁରଙ୍କୁ ଇଡି ସମନ ଜାରି କରିଛି । ସୂଚନାନୁସାରେ, ସେ ଅନଲାଇନ୍ ଗେମିଂ ମାମଲାରେ ଏହି ନୋଟିସ୍ ଗ୍ରହଣ କରିଛନ୍ତି। ତାଙ୍କୁ ୬ ଅକ୍ଟୋବରରେ ଇଡି କାର୍ୟ୍ୟାଳୟରେ ହାଜର ହେବାକୁ ଏହି ସମନ ଜାରି କରାଯାଇଛି।
କୁହାଯାଉଛି ଯେ ରଣବୀରଙ୍କ ବ୍ୟତୀତ ମହାଦେବ ଅନଲାଇନ୍ ଗେମିଂ ମାମଲାରେ ଅନ୍ୟ କେତେକ କଳାକାର ଏବଂ ଗାୟକଙ୍କ ନାମ ଦେଖାଦେଇପାରେ।