Tuesday, May 13, 2025
No Result
View All Result
Odisha 365

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଆନ୍ତର୍ଜାତୀୟ

ହ୍ୱାଟ୍ସଆପରେ ମେସେଜ କଲେ ଦେବାକୁ ପଡ଼ିବ ଟଙ୍କା

param by param
Sep 19, 2023, 05:56 pm GMT+0530
FacebookTwitterWhatsAppTelegram

ଓଡ଼ିଶା365(ବ୍ୟୁରୋ):ଆଜିକା ଦିନରେ ବିନା ମୋବାଇଲରେ କିଛି ବି ହେଉନି । ହାତରେ ମୋବାଇଲ ଖଣ୍ଡେ ନଥିଲେ ସବୁ ଯେମିତି ଅଧା । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ମାୟାରେ ବାୟା । ତେବେ ପୂର୍ବରୁ ବ୍ୟବହାର ହେଉଖିବା କି ପ୍ୟାଡ ମୋବାଇଲ ଆଉ ଏବେ ଦେଖିବାକୁ ମିଳୁନି । ସମସ୍ତଙ୍କ ଲୋଡ଼ା ସ୍କ୍ରିନଟଚ୍ ମୋବାଇଲ । ଯେଉଁଥିରେ ସମସ୍ତ ସୁବିଧା ଥିବ । ଆଉ ଯଦି କିଏ ମେସେଜ ପାଇଁ ବେଶି ବ୍ୟବହାର କରୁଛନ୍ତି କୋଉ ଆପ୍‌, ତେବେ ତାହା ହେଲା ହ୍ୱାଟସଆପ୍ । ମୋବାଇଲ ଟିଏ ଆଣୁ ଆଣୁ ଆଉ କେଉଁ ଆପ୍ ଇନଷ୍ଟଲ ହେଉ କି ନ ହେଉ ଆଗ କିନ୍ତୁ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସଆପ୍ ଇନଷ୍ଟଲ ହେବା ଦରକାର । ନହେଲେ ଯେମିତି ସବୁକିଛି ବିଗିଡ଼ିଯିବ । ଏମିତିରେ ଦେଖିବାକୁ ଗଲେ ପ୍ରାୟତଃ ସବୁକାମ ବର୍ତମାନ ସମୟରେ ବେଶି କାମ ଏହି ହ୍ୱାଟସଆପରେ । ଜୀବନର ପ୍ରତିଟି ଘଟଣାକୁ ସମସ୍ତେ ମେସେଜ ଜରିଆରେ ଆଉ ଜଣଙ୍କ ସହ ସେୟାର କରନ୍ତି ଏହି ହ୍ୱାଟସଆପ ମାଧ୍ୟମରେ । ବର୍ତମାନ ଏହି ପ୍ଲାଟଫର୍ମରେ ପ୍ରାୟ ୨୦୦ କୋଟିରୁ ଅଧିକ ଆକ୍ଟିଭ ବ୍ୟବହାରକାରୀ ରହିଛନ୍ତି, ଯିଏ ନିଜ ପରିବାର ସମେତ ବନ୍ଧୁଙ୍କ ସହ ଚାଟ୍ କରୁଛନ୍ତି । ଯେ କୌଣସି ବ୍ୟକ୍ତିଙ୍କ ନିକଟକୁ କିଛି ମେସେଜ ହେଉ କିମ୍ବା ଡକ୍ୟୁମେଣ୍ଟ ପଠାଇବାକୁ ହେଲେ ସମସ୍ତେ ହ୍ଵାଟ୍ସଆପର ବ୍ୟବହାର କରିଥାନ୍ତି ।

ମେଟା ଏହି ପ୍ଲାଟଫର୍ମକୁ ୧୯ ଅରବ ଡଲାରରେ କିଣିଥିଲା । ସେତେବେଳେ ଲୋକପ୍ରିୟ ଥିଲା ହ୍ୱାଟସଆପ । ହେଲେ ଏତେ ମାତ୍ରାରେ ଆୟ ହେଉନଥିଲା । ଏବେ ଯାଏ ବି କମ୍ପାନୀ ଏଥିରୁ ଅଧିକ କିଛି ଲାଭ ପାଉନି । ମାର୍କ ଜୁକରବର୍ଗଙ୍କ ଇନକମର ମୁଖ୍ୟସ୍ରୋତ ହେଉଛି ବିଜ୍ଞାପନ । ଯାହା ହ୍ୱାଟସଆପରେ ଦୃଶ୍ୟମାନ ହୁଏନି । ଜୁନ ୨୦୨୨ରେ ମାର୍କ କହିଥିଲେ, ହ୍ୱାଟସଆପ ତାଙ୍କ କମ୍ପାନୀ ମେଟର ପରବର୍ତୀ ଚାପଟର । ହେଲେ ଏବେ ହ୍ୱାଟସଆପ ଉପଭୋକ୍ତାଙ୍କୁ ହୁଏତ ଲାଗିପାରେ ଝଟକା । କାରଣ ଏବେ ହ୍ଵାଟ୍ସଆପରେ ମେସେଜ୍ ପଠାଇବାକୁ ହେଲେ ଆପଣଙ୍କୁ ଟଙ୍କା ଦେବାକୁ ପଡ଼ିବ।

ରିପୋର୍ଟ ହିସାବରେ, ମେଟା ଏହି ପ୍ଲାଟଫର୍ମରୁ ଟଙ୍କା ଇନକମ କରିବା ପାଇଁ ଏକ ନୂଆ ତରିକା ଆପଣାଇପାରେ। କମ୍ପାନୀଙ୍କୁ ୪୦ ପଇସା ଯାଏ ଚାର୍ଜ ଚାଟିଂ ଉପରେ ଦେବାକୁ ପଡୁଛି । ଏହି ଚାର୍ଜ ସଂପୂର୍ଣ୍ଣ ଭାବେ ଚାଟର ନେଚର ଏବଂ ଆପଣ କେଉଁ ଦେଶରେ ଚାଟିଂ କରୁଛନ୍ତି, ତା ଉପରେ ନିର୍ଭର କରେ । ସରଳ ଭାଷାରେ କହିଲେ, ହ୍ୱାଟସଆପରେ ନର୍ମାଲ ଚାଟସ ପାଇଁ ଟଙ୍କା ଦେବାକୁ ପଡିବନି, ବରଂ ଏଥିରେ ଥିବା ବିଜନେସ ଆକାଉଣ୍ଟକୁ ଚାଟିଂ ପାଇଁ ଦେବାକୁ ପଡିବ ଟଙ୍କା ।

ହ୍ୱାଟସଆପ ବ୍ୟବହାରକାରୀମାନେ ଜାଣିରଖିବା ଜରୁରୀ କି ଏହି ଚାର୍ଜ କେବଳ ବିଜ୍‌ନେସ୍ ଆକାଉଣ୍ଟ ପାଇଁ ଲାଗୁ ହୋଇପାରେ । ସାଧାରଣ ଭାବେ ମେସେଜ କଲେ ଏହି ଦେୟ ଦେବାକୁ ପଡ଼ିବ ନାହିଁ । କାରଣ ହ୍ଵାଟ୍ସଆପ ରେ ବିଜିନେସ୍ ପାଇଁ କମ୍ପାନୀ ପକ୍ଷରୁ କନଭରସେସନ୍ ମେସେଜ୍ ଫିଜର ଜାରି କରିଛି । ଏଥିରେ ୟୁଜର୍ସଙ୍କୁ ପ୍ରଥମେ ଫ୍ରି ମିଳିଥାଏ ୧୦୦୦ ମେସେଜ୍ । ପରେ ମେସେଜ୍ କଲେ ଲାଗୁ କରାଯିବ ଚାର୍ଜ । ଅଲଇସ ନ୍ୟୁଟନ ରେକ୍ସ ଏକ ଇଣ୍ଟରଭ୍ୟୁରେ ରଖିଛନ୍ତି ତାଙ୍କର ପ୍ରତିକ୍ରିୟା । ସେ କହିଛନ୍ତି ଯବି ଆମେ ଭାରତ ଓ ବ୍ରାଜିଲକୁ ଦେଖିବା ସେଠାରେ ହ୍ଵାଟ୍ସଆପ ମାଧ୍ୟମରେ ବିଜିନେସ୍ କରାଯାଉଛି । ଉବର ରାଇଡ୍ସ ବୁକ୍ ଠାରୁ ଆରମ୍ଭ କରି ଅନେକ କିଛି ବିଜିନେସ୍ କରାଯାଉଛି । ହେଲେ ବର୍ତ୍ତମାନ ସୁଦ୍ଧା ଭାରତରେ ହ୍ଵାଟ୍ସଆପର ପେଡ୍ ଭର୍ସନ ଲଞ୍ଚ କରାଯାଇନାହିଁ ।

Tags: NULL
ShareTweetSendShare

RelatedNews

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ
Latest News

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?
Latest News

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?

ପାକିସ୍ତାନରେ ଭୂକମ୍ପର ଝଟକା
Latest News

ପାକିସ୍ତାନରେ ଭୂକମ୍ପର ଝଟକା

ଆଜି ବିଶ୍ୱ ଶ୍ରମିକ ଦିବସ
Latest News

ଆଜି ବିଶ୍ୱ ଶ୍ରମିକ ଦିବସ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ
Latest News

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.