ଓଡ଼ିଶା 365 (ବ୍ୟୁରୋ): ବଜାରରେ ଅନେକ ବ୍ରାଣ୍ଡର ଗାଡି ରହିଛି । ପ୍ରତ୍ୟେକ ବ୍ରାଣ୍ଡର ଭିନ୍ନ ଭିନ୍ ଗାଡି ସହ ସେମାନଙ୍କ ନାମ ବି ଅଲଗା ରହିଥାଏ । ତେବେ ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସିଥିବ ଗାଡି ଗୁଡିକର ନାମକରଣ କିପରି କରାଯାଏ? ନାମକରଣ ପଛରେ ଗାଡିର କାର୍ୟ୍ୟଦକ୍ଷତା ଜଡିତ କି ? ଆସନ୍ତୁ ଜାଣିବା
ହୁଣ୍ଡାଇ : ଏହା ପ୍ରାୟ ସବୁ ଭାରତୀୟଙ୍କ ପସନ୍ଦର ଗାଡି । ଟ୍ରେଣ୍ଡି, ଷ୍ଟାଇଲିସ୍ ଏବଂ ଭିନ୍ନ ଦେଖାଯିବା ଲକ୍ଷ୍ୟରେ ଏହାର ନାମକରଣ ହୋଇଛି ।
ଟାଟା ମୋଟର୍ସ: ଟାଟା ମୋଟର୍ସ ଏକ ଲୋକପ୍ରିୟ କାର । SUV କାର । ଏହାର ନାମ କରଣ ନେପାଳି ଭାଷାରୁ କରାଯାଇଛି । ଅଳଙ୍କାର ଏବଂ ହୀରା ପରି ମୁଲ୍ୟବାନ ଜିନିଷ ପାଇଁ ନକ୍ସନ୍ କୁ ଏଠାରେ ବ୍ୟବହୃତ ହୁଏ ।
କିଆ ମୋଟର୍ସ: କିଆ ସୋନେଟ୍ ଇଂରାଜୀ ଭାଷାରୁ ନିଆଯାଇଥାଏ । ଏହା ୧୪ ଟି ଧାଡିର ଏକ କ୍ଷୁଦ୍ର କବିତା । ଏଥିରେ ଯାତ୍ରା କରିବା ବହୁତ ସହଜ ଓ ଆରମ ଦାୟକ ହୋଇଥାଏ ।
ସ୍କୋଡା କୁଶୋକ: ଲୋକମାନେ କୁଶକଙ୍କୁ ଏକ ଇଂରାଜୀ ଶବ୍ଦ ବୋଲି ଭାବନ୍ତି କିନ୍ତୁ ଏହା ପ୍ରକୃତରେ ଏକ ସଂସ୍କୃତ ଶବ୍ଦ । କୁଶକ୍ ଯାହା ସମ୍ରାଟ କିମ୍ବା ରାଜାଙ୍କ ପାଇଁ ବ୍ୟବହୃତ ହୁଏ । ଏହି ଯାନ ଅଧିକ ଶକ୍ତିଶାଳୀ ଏବଂ ରାଜକୀୟ ବୋଲି ବିବେଚନା କରାଯାଏ ।