ଓଡ଼ିଶା 365 (ବ୍ୟୁରୋ): ବିରୋଧି ଇଣ୍ଡିଆ ମେଣ୍ଟକୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର । ସେ କହିଛନ୍ତି,ବିରୋଧି ଦଳ ନିଜ ନା କୁ ନେଇ ଲଜ୍ଜିତ ଥିଲେ ବୋଲି ଏକ ନୂଆ ନା ବାଛିଲେ । କିନ୍ତୁ ନା ପରିବର୍ତ୍ତନ କରିଦେଲେ ନୀତି ଆଦର୍ଶ ପରିବର୍ତ୍ତନ ହୁଏନା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, ବିରୋଧି ଦଳ ଆଗରୁ ବି ବଂଶବାଦ ରାଜନୀତି କରୁଥିଲେ, ଦୂର୍ନୀତି କରୁଥିଲେ, ଭଷ୍ଟାଚାର କରୁଥିଲେ ଓ ଆଜି ବି ସେଇ କାମ ହିଁ କରୁଛନ୍ତି । ଏଭଳି କହି ବରୋଧିଙ୍କ ଉପରେ କଡ଼ା ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ।