ଓଡ଼ିଶା 365 (ବ୍ୟୁରୋ) : ଚୀନ ଜାରି କରିଥିବା ଅରୁଣାଚଳ ମାନଚିତ୍ରକୁ କଡ଼ା ନିନ୍ଦା କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ଚୀନ ଜାରି କରିଥିବା ଅରୁଣାଚଳ ମାନଚିତ୍ରକୁ କଡ଼ା ନିନ୍ଦା କରିବା ସହ ଚୀନର ଦାବୀକୁ ଖଣ୍ଡନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଷି ଏକ ବୟାନ ଦେଇ କଂଗ୍ରେସକୁ କଡ଼ା ସମଲୋଚନା ମଧ୍ୟ କରିଛନ୍ତି । ପ୍ରହଲ୍ଲାଦ ଯୋଷି କହିଛନ୍ତି, ରାହୁଲ ଗାନ୍ଧିଙ୍କୁ ଇତିହାସ ସମ୍ପର୍କରେ କିଛି ଜଣା ନାହିଁ ।