ଓଡ଼ିଶା 365 ( ବ୍ୟୁରୋ) : ଆଜି ହେଉଛି ରକ୍ଷାବନ୍ଧନ । ରକ୍ଷା ବନ୍ଧନକୁ ଭାଇ ଓ ଭଉଣୀଙ୍କ ପବିତ୍ର ଡୋରର ବନ୍ଧନ ବୋଲି କୁହାଯାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍କୁଲର କୁନି କୁନି ଛାତ୍ରୀମାନେ ରାକ୍ଷି ବାନ୍ଧିଛନ୍ତି । ଦିଲ୍ଲୀ ସ୍କୁଲର ଏନେକ କୁନି କୁନି ଛାତ୍ରୀମାନେ ମୋଦିଙ୍କୁ ରାକ୍ଷି ବାନ୍ଧିଛନ୍ତି । ଜଣେ ପରେ ଜଣେ ଆସି ମୋଦିଙ୍କୁ ରାକ୍ଷି ବାନ୍ଧିଛନ୍ତି । ଏହି ସମୟରେ ଛାତ୍ରୀ ମାନେ ବେସ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।