Friday, May 16, 2025
No Result
View All Result
Odisha 365

Latest News

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା

 ପାକିସ୍ତାନ ଭାରତଠାରୁ ଯୁଦ୍ଧରେ ହାରିବା ତାର ଅଭ୍ୟାସ

ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଆନ୍ତର୍ଜାତୀୟ

ଥମିବାର ନାଁ ଧରୁନି ଚୀନର ସୀମା ବିବାଦ

param by param
Aug 29, 2023, 10:00 pm GMT+0530
FacebookTwitterWhatsAppTelegram

ଓଡ଼ିଶା 365 (ବ୍ୟୁରୋ): ପୁଣି ସାମ୍ନାକୁ ଆସିଲା ଚୀନର ବଦମାଶୀ । ନୂଆ ମାନଚିତ୍ର ଜାରି କରି ଅରୁଣାଚଳ ପ୍ରଦେଶକୁ ନିଜର କହିଲା ବଦମାସ ଚୀନ । ସୋମବାର ଦିନ ଚୀନ ଆନୁଷ୍ଠାନିକ ଭାବେ ୨୦୨୩ ସଂସ୍କରଣର ମାନଚିତ୍ର ଜାରି କରିଛି । ଯାହା ଏବେ ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ହଁ ଆଜ୍ଞା ଜି-୨୦ ସମ୍ମିଳନୀ ପୂର୍ବରୁ ପୁଣିଥରେ ନିଜର ଚାଲିକି ଦେଖାଇଛି ଚୀନ । ଯେଉଁଥିରେ, ଅରୁଣାଚଳ ପ୍ରଦେଶ ସାମିଲ ଅଛି । ମାନଚିତ୍ରରେ ଅରୁଣାଚଳ ସହ ଅକ୍ସାଇ ଚୀନ ଅଞ୍ଚଳ, ତାଇୱାନ ଓ ବିବାଦୀୟ ଦକ୍ଷିଣ ଚୀନ ସାଗରକୁ ନିଜ ଅଞ୍ଚଳ ଭାବେ ଦାବି କରିଛି । ଅନ୍ୟପଟେ ଭାରତ ବାରମ୍ବାର କହିଆସୁଛି ଯେ, ଅରୁଣାଚଳ ପ୍ରଦେଶ ଏହାର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ସବୁବେଳେ ରହିବ । ଚୀନର ସରକାରୀ ଖବରକାଗଜ ଗ୍ଲୋବଲ ଟାଇମ୍ସ ‘X’ ପୂର୍ବର ଟ୍ବିଟର ରେ ଲେଖିଛି, ଚୀନର ମାନକ ମାନଚିତ୍ରର ୨୦୨୩ ସଂସ୍କରଣ ଆନୁଷ୍ଠାନିକ ଭାବେ ସୋମବାର ଜାରି ହୋଇଛି ଏବଂ ପ୍ରାକୃତିକ ସମ୍ବଳ ମନ୍ତ୍ରଣାଳୟର ଷ୍ଟାଣ୍ଡାର୍ଡ ମ୍ୟାପ ସର୍ଭିସ୍‌ ୱେବସାଇଟ୍‌ରେ ଲଞ୍ଚ୍‌ କରାଯାଇଛି । ଗ୍ଲୋବାଲ ଟାଇମ୍ସ ପକ୍ଷରୁ ଦର୍ଶାଯାଇଥିବା ଏହି ମାନଚିତ୍ରରେ ଅରୁଣାଚଳ ପ୍ରଦେଶକୁ ଚୀନର ଦକ୍ଷିଣ ତିବ୍ଦତ ଭାବେ ଦାବି କରାଯାଇଛି । ଏହାସହିତ ତାଇୱାନର ଏକ ଦ୍ବୀପ ଓ ଦକ୍ଷିଣ ଚୀନ ସାଗରର ଏକ ବଡ଼ ଅଂଶକୁ ମାନଚିତ୍ରରେ ସାମିଲ କରିଛି । ଏହାପୂର୍ବରୁ ଡ୍ରାଗନ ଅରୁଣାଚଳ ପ୍ରଦେଶର ଅନେକ ସ୍ଥାନର ନାମକରଣ କରିଥିଲା । ତେବେ ବ୍ରିକ୍ସରେ ମୋଦି-ଜିନପିଙ୍ଗ କଥାବାର୍ତ୍ତା, ସୀମାରେ ଉତ୍ତେଜନା ହ୍ରାସ ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ ଯଦିଓ ଚୀନ ଓ ଭାରତ ମଧ୍ୟରେ ସୀମା ବିବାଦ ବହୁ ପୁରୁଣା ।

ଚୀନ ସୀମା ସହିତ ଭାରତର ଲଦ୍ଦାଖ ଓ ଅରୁଣାଚଳ ପ୍ରଦେଶର ସୀମା ଲାଗି ରହିଛି । ଯେଉଁଠି ଅନେକ ସମୟରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥାଆନ୍ତି । ଚୀନ୍‌ ଭାରତର ଭୂଖଣ୍ଡ ଉପରେ ନିଜର ଦାବି ଜାହିର କରି ନୂଆ ମାନଚିତ୍ର ଜାରି କରିଥାଏ । ହେଲେ ଭାରତ ବାରମ୍ବାର ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଏବଂ ସବୁବେଳେ ରହିବ ବୋଲି ଚୀନକୁ ଚେତାଇ ଆସୁଛି । ଯଦିଓ ମୋଦୀଙ୍କ ସହ ସି ଜିନ୍‌ ପିଙ୍ଗ୍ ଙ୍କ ସହ ସମ୍ପର୍କ ଭଲ ରହିଛି ତଥାପି ଚୀନ ଦ୍ୱାରା ପ୍ରସାରିତ ଏହି ନୂଆ ମାନଚିତ୍ରକୁ ଅଣଦେଖା କରାଯାଇ ପାରିବ ନାହିଁ ।
୧୯୬୨ ଯୁଦ୍ଧ ପରେ ଅରୁଣାଚଳ ପ୍ରଦେଶର ସୀମାରେ ଚୀନ ସେନା ମାଡି ଆସିଥିଲା । ସେହି ଅଞ୍ଚଳକୁ ଚୀନ ନିଜର ବୋଲି ଦାବି କରି ଆସୁଛି । ଗତ ୫ ବର୍ଷ ମଧ୍ୟରେ ଚୀନ ତୃତୀୟ ଥର ପାଇଁ ନୂଆ ମାନଚିତ୍ର ଜାରି କରିଛି । ଏହା ପୂର୍ବରୁ ୨୦୨୧ରେ ୧୫ଟି ସ୍ଥାନ ଏବଂ ୨୦୧୭ରେ ୬ଟି ସ୍ଥାନର ନାମ ପରିବର୍ତ୍ତନ କରିଥିଲା ଚୀନ । ନିକଟରେ ବ୍ରିକ୍ସ ସମ୍ମିଳନୀରେ ମୋଦି-ଜିନପିଙ୍ଗଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା । ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ସୀମା ସୁରକ୍ଷା ନେଇ ଆଲୋଚନା ହୋଇଥିଲା । କିନ୍ତୁ ଭେଟଘାଟର କିଛି ଦିନ ପରେ ଚୀନ ପୁଣି ଥରେ ନୂଆ ବିବାଦ ସୃଷ୍ଟି କରିଛି ।
ବ୍ରିକ୍ସ ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କ ସହ ଆଲୋଚନା କରିଥିଲେ ।

ଉଭୟଙ୍କ ବାର୍ତ୍ତାଳାପର ମୁଖ୍ୟ ପ୍ରସଙ୍ଗ ଥିଲା ଭାରତ-ଚୀନ ସୀମା ବିବାଦ ମାମଲାରେ ଉତ୍ତେଜନା ହ୍ରାସ କରିବା । ପ୍ରଧାନମନ୍ତ୍ରୀ ମୋଦି ଏବଂ ପ୍ରତିପକ୍ଷ ସି.ଜିନପିଙ୍ଗ ଦୁଇ ଦେଶର ସୀମାବର୍ତ୍ତୀ ପୂର୍ବ-ଲଦାଖ କ୍ଷେତ୍ରରେ ଉତ୍ତେଜନା ହ୍ରାସ ଉପରେ ସହମତ ହୋଇଥିବା ନେଇ ସୂଚନା ମିଳିଥିଲା । ତେବେ ବୈଦେଶିକ ସଚିବ ବିନୟ କ୍ୱାତ୍ରା କହିବା ମୁତାବକ , ପ୍ରଧାନମନ୍ତ୍ରୀ ମୋଦି ଚୀନ୍ ରାଷ୍ଟ୍ରପତିଙ୍କ ସହ ଆଲୋଚନାରେ ପ୍ରକୃତ ନିୟନ୍ତ୍ରଣ ରେଖା ଏଲଏସି ଉତ୍ତେଜନା ହ୍ରାସ ଓ ଶାନ୍ତି ନିଶ୍ଚିତ କରିବା ପ୍ରସଙ୍ଗ ଉଠାଇଥିଲେ । ଉଭୟ ନେତା ଏହି ଦିଗରେ ସହମତ ମଧ୍ୟ ହୋଇଥିଲେ । ତେବେ ବିଦେଶ ସଚିବ ଏହା ମଧ୍ୟ ସ୍ପଷ୍ଚ କରିଥିଲେ ଯେ, ସମ୍ମିଳନୀର ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହି କଥାବାର୍ତ୍ତା କୌଣସି ଆନୁଷ୍ଠାନିକ ଦ୍ୱିପାକ୍ଷିକ କଥାବାର୍ତ୍ତା ନୁହେଁ, ବରଂ ବ୍ରିକ୍ସ ନେତାଙ୍କ ସହ ମୁଖ୍ୟ ଆଲୋଚନା ଜାରି ରହିଥିବା ବେଳେ ଚୀନ ରାଷ୍ଟ୍ରପତିଙ୍କ ସହ ପାର୍ଶ୍ବ ଆଲୋଚନା ଅବସରେ ପ୍ରଧାନମନ୍ତ୍ରୀ ଏଲଏସି ପ୍ରସଙ୍ଗ ଉଠାଇଥିଲେ । ତେବେ ଆସନ୍ତା ମାସରେ ଭାରତରେ ଜି-୨୦ ସମ୍ମିଳନୀ ହେବାକୁ ଯାଉଥିବା ବେଳେ । ଏଥିରେ ଚୀନ ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗ ମଧ୍ୟ ସାମିଲ ହେବେ । ତେବେ
ଏହାପୂର୍ବରୁ ବ୍ରିକ୍ସ ସମ୍ମିଳନୀରେ ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା ଏବଂ ସୀମା ବିବାଦ ଉପରେ ଆଲୋଚନା କରାଯାଇଥିଲା । ଏହାସତ୍ତ୍ବେ ଚୀନ ନୂଆ ମାନଚିତ୍ର ଜାରି କରି ନିଜ ବଦମାଶୀ ଦେଖାଇବା ବାସ୍ତବରେ ଚିନ୍ତା ଜନକ । ଏହା ଉପରେ ସମୟ ଥାଉ ଯଦି କୌଣସି ପଦକ୍ଷପ ନିୟା ନଯାଏ ତେବେ ସ୍ଥିତି ବହୁ ଭୟଙ୍କର ହୋଇପାରେ ବେଲି ବହୁ ବୁଦ୍ଧିଜୀବି ମତ ବାଢିଛନ୍ତି ।

Tags: NULL
ShareTweetSendShare

RelatedNews

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ
Latest News

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?
Latest News

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?

ପାକିସ୍ତାନରେ ଭୂକମ୍ପର ଝଟକା
Latest News

ପାକିସ୍ତାନରେ ଭୂକମ୍ପର ଝଟକା

ଆଜି ବିଶ୍ୱ ଶ୍ରମିକ ଦିବସ
Latest News

ଆଜି ବିଶ୍ୱ ଶ୍ରମିକ ଦିବସ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ
Latest News

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ

Latest News

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

 ପାକିସ୍ତାନ ଭାରତଠାରୁ ଯୁଦ୍ଧରେ ହାରିବା ତାର ଅଭ୍ୟାସ

ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର

ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.