ଓଡ଼ିଶା 365 (ବ୍ୟୁରୋ): ଆଜି କାଲି ସମୟରେ ଚୁଟି ପାଚିବା ଗୋଟେ ସାଧାରଣ କଥା ହୋଇଗଲାଣି । ଛୋଟପିଲାଟି ଠାରୁ ବଡ ଲୋକ ପର୍ଯ୍ୟନ୍ତୁ ସମସ୍ତଙ୍କ ଚୁଟି ପାଟିବା ଆଜିକାଲି ସାଧାରଣ କଥା ହୋଇଗଲାଣି ।କିନ୍ତୁ ଆଜିକାଲି ଏ ସମସ୍ୟା କମ ବୟସରେ ହିଁ ବେଶି ଦେଖାଯାଛି । ମୁଖ୍ୟତଃ ପ୍ରଦୂଷଣ,ଖରା ଓ ଖାଦ୍ୟ ପେୟର ଠିକ ଭାବରେ ଧ୍ୟାନ ନଦେବା କାରଣରୁ ଏହା ହୋଇଥାଏ ଯେଉଁମାନଙ୍କର ଚୁଟି କମ ବୟସରେ ଧଳା ହୋଇଥାଏ ସେମାନେ ସେଥିରୁ ବ୍ୟସ୍ତ ବିବ୍ରତ ହୋଇ ରାସାୟନିକ ବା ହାନି କାରକ କୃତ୍ରିମ ରଙ୍ଗ ଓ ଡାଇ ଆଦି କରାଇ ଥାଆନ୍ତି ଜାହାଫଳରେ ସେଗୁଡିକ ଆପଣଙ୍କ ଚୁଟିକୁ ଆହୁରି ଧଳା କରିବାରେ ଲାଗିଥାଏ ଓ ଚୁଟିର ଗଠନ କୁ ମଧ୍ୟ ଖରାପ କରିଥାଏ । ତେବେ ଜାଣନ୍ତୁ ଘରେ ଆଉ କମ୍ ଖର୍ଚ୍ଚରେ କିପରି କଳା ଚୁଟିକୁ ଧଳା କରିପାରିବେ ।ସେଥିପାଇଁ ଆପଣ ପ୍ରଥମେ ଭେସଲିନ ନିଅନ୍ତୁ ।
ଏହା ଆପଣଙ୍କର ଶୁଖିଲା ଚୁଟିକୁ ପୋଷଣ ଦେବାରେ ସାହାର୍ଯ୍ୟ କରେ ତାସହିତ ଧଳା ଚଟିକୁ କଳା କରିବାରେ ସାହାର୍ଯ୍ୟ କରେ କଣପାଇଁ ନା ଏହିରେ ପେଟ୍ରୋଲିୟମ ଜେଲି ଓ ଗ୍ରୀସ ଥାଏ ଯାହା ଆପଣଙ୍କ ଚୁଟିକୁ ନରମ କରିଥାଏ ଯାହା ଧଳା ଚୁଟିର ସମସ୍ୟାକୁ ଦୁର କରିବାରେ ସାହାଯ୍ୟ କରିଥାଏ। ଆପଣ ଗୋଟେ ଚାମୁଚ ସାହାଯ୍ୟରେ ଅଧା ଚାମୁଚ ଭେସଲିନ ନେବା ତାପରେ ନେବା ଲେମ୍ବୁ ତାକୁ ଦୁଇଫାଳ କରି ନେବା ତାପରେ ଅତି ବେଶୀରେ ସେ ଭେସଲିନ ଭିତରେ ଆପଣଙ୍କୁ ୨-୪ ବୁନ୍ଦା ନେବାର ଅଛି। ଲେମ୍ବୁ ଆପଣଙ୍କ ଚୁଟିରୁ ସବୁ ପ୍ରକାର ଫଙ୍ଗଲ ଇନଫେକ୍ସନ ଓ କୁଣ୍ଡେଇ କାଣ୍ଡେଇ ପଣକୁ ଦୁର କରିଥାଏ ଓ ଆପଣଙ୍କ ଚୁଟି ମୂଳକୁ ସଫା କରିଥାଏ କାରଣ ଚୁଟି ମୂଳ ସଫା ରହିଲେ କୌଣସିବି ପ୍ରକାର ଉପାୟ ପ୍ରୟୋଗ କଲେ ତାହା କାମ କରିବ।ଏଇଟା ଧ୍ୟାନଦେବେ କି ଆପଣ ଲେମ୍ବୁର ଅଳ୍ପ ମାତ୍ରା ହିଁ ନେବା।ତାପରେ ଏମିତି ଏକ ଜିନିଷ ଆମେ ନେବା ଯାହା ଆମ ଚୁଟିକୁ କଳା କରିବାରେ ସମ୍ପୂର୍ଣ୍ଣ ବିଶ୍ୱାସନୀୟ ଜିନିଷ ଅଟେ।ଯାହା ହେଉଛି ନଡ଼ିଆ ତେଲ ଏ ତେଲ ଆପଣଙ୍କ ଚୁଟିର ମୂଳରେ ସିଧାସଳଖ ପଶି ତଅଭିତରେ ତାକୁ ପୋଷଣ ଯୋଗାଇଥାଏ ଓ ତାକୁ ଲମ୍ବା କରିଥାଏ ଓ ଧଳା ଚଟିକୁ କଳା କରିବାରେ ସାହାଯ୍ୟ କରିଥାଏ ।
ଏହି ତେଲକୁ ଆପଣଙ୍କୁ ମାତ୍ର ଗୋଟେ ଚାମୁଚ ନେବାର ଅଛି।
ଏହାପରେ ଆପଣ ଯେଉଁ ଜିନିଶ ବ୍ୟବହାର କରିବା ସେହଉଛି ଆଳତି କରାଯାଉଥିବା କର୍ପୂର ଏହାର ଏଠାରେ ବହୁତ ବଡ଼ ଭୂମିକା ରହିଛି କାରଣ ଏହାର ମଧ୍ୟରେ ଏମିତି କିଛି ଉପାଦାନ ଥାଏ ଯାହା ଆମ ଚୁଟିକୁ କଳା କରିବାରେ ଓ କଳା ରଖିବାରେ ସାହାର୍ଯ୍ୟ କରେ ତାସହିତ ଏ ଚୁଟିକୁ ଭିତରୁ ପୋଷଣ ପ୍ରଦାନ କରିଥାଏ ଓ ଏହା ସାହାର୍ଯ୍ୟରେ ଆପଣ ଆପଣଙ୍କ ରୂପିକୁ ମଧ୍ୟ ଠିକ କରି ପାରିବେ ମାତ୍ର ୧-୨ ଟା କର୍ପୁର ନେବା ତାର ଚୂର୍ଣ୍ଣ ପ୍ରସ୍ତୁତ କରି ସେ ମିଶ୍ରଣରେ ପକାଇବା ତାପରେ ଏ ସବୁ ଜିନିଷକୁ ଆପଣ ଭଲଭାବରେ ମିସେଇନେବା ତାପରେ ଆକୁ ଖରାରେ ୧୫ ମିନିଟ ପାଇଁ ରଖନ୍ତୁ ଯାହାଦ୍ୱାରା ସେ ଭେସଲିନକୁ ତରଳିଜୀଵ ଆପଣ ଏହାକୁ ବ୍ୟବହାର କରିପାରିବେ