ଓଡ଼ିଶା 365(ବ୍ୟୁରୋ): କାଜୁ ସମସ୍ତଙ୍କର ପସନ୍ଦ । ବର୍ତ୍ତମାନ ସମୟରେ କାଜୁର ଚାହିଦା ବି ଅଧିକ ରହିଛି । କାଜୁ ଏମିତି ଏକ ଖାଦ୍ୟ,ପିଲା ଠୁ ବୟସ୍କ ସମସ୍ତଙ୍କର ପ୍ରିୟ ହୋଇଥାଏ । ହେଲେ ଏହା ଶରୀର ପ୍ରତି ଯେତିକି ଲାଭବାନ ହୋଇଥାଏ ସେତିକି କ୍ଷତିକାରକ ମଧ୍ୟ । କିନ୍ତୁ ଆପଣ ଦିନକୁ କେତେଟା କାଜୁ ଖାଉଛନ୍ତି ? କିଛି ଲୋକ ଦିନକୁ ୨୦ରୁ ୨୫ଟି କାଜୁ ଖାଇଥାନ୍ତି । ଅଧିକ କାଜୁ ଖାଇବା ଦ୍ୱାରା ଆମ ଶରୀର ମୋଟା ହେବା ସହ ମୁଣ୍ଡବ୍ୟଥା , ବାଣ୍ଟି ,ଆଲର୍ଜି, ପେଟନ୍ତ୍ରଣା ଆଦି ଅନେକ ରୋଗ ଶରୀରରେ ସୃଷ୍ଟି ହୋଇଥାଏ । ଅଧିକ କାଜୁ ଖାଇବା ଶରୀର ପ୍ରତି ବିପଦ। ତେବେ ଦିନକକୁ ମାତ୍ର ୫ରୁ ୧୦ଟି କାଜୁ ଖାଆନ୍ତୁ। ସୁସ୍ଥ ଓ ନିରାମୟ ଜୀବନ ଅତିବାହିତ କରନ୍ତୁ।