Monday, May 12, 2025
No Result
View All Result
Odisha 365

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଆନ୍ତର୍ଜାତୀୟ

ବିଭାଜନର କଳା କାହାଣୀ: ଆଜିର ଦିନରେ ଭାଗ ଭାଗ ହୋଇଥିଲା ଅଖଣ୍ଡ ଭାରତ

param by param
Aug 14, 2023, 06:09 pm GMT+0530
FacebookTwitterWhatsAppTelegram

ନ୍ୟୁଜ୍ 365(ବ୍ୟୁରୋ): ୧୯୪୭ ଅଗଷ୍ଟ ୧୪ । ଆଜିର ଦିନରେ ଭାଗ ଭାଗ ହୋଇଥିଲା ଅଖଣ୍ଡ ଭାରତ । ଦୁଇ ଖଣ୍ଡରେ ପରିଣତ ହୋଇଥିଲା ବିଶାଳ ଭାରତୀୟ ଭୂଖଣ୍ଡ । ସ୍ବାଧୀନତାର ଠିକ୍‌ ଦିନକ ପୂର୍ବରୁ ହୋଇଥିଲା ଦେଶ ବିଭାଜନ । କୁହାଯାଏ, ସ୍ୱତନ୍ତ୍ର ପାକିସ୍ତାନ ଗଠନ ଲାଗି ମୁସଲିମ୍ ଲିଗର ଦାବିକୁ ମାନି ନେଇଥିଲେ ତତ୍କାଳୀନ କଂଗ୍ରେସ ମୁଖିଆ । ଫଳରେ ମୁସଲିମ ବହୁଳ ସମ୍ପ୍ରଦାୟ ଅଞ୍ଚଳକୁ ନେଇ ପୃଥକ ଭାବେ ଆତ୍ମପ୍ରକାଶ କରିଥିଲା ନୂତନ ଇସଲାମିକ ରାଷ୍ଟ୍ର ପାକିସ୍ତାନ ।

ତେବେ ଏହି ବିଭାଜନ ପ୍ରକ୍ରିୟା ଏତେ ସହଜ ନଥିଲା । ବିଭାଜନରେ ସାମ୍ପ୍ରଦାୟିକ ଦଙ୍ଗା, ଅସ୍ଥିରତା ଓ ଅରାଜକତା ସୃଷ୍ଟି ହୋଇଥିଲା । ଏଥିରେ ଲକ୍ଷାଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଆଜି ଦେଶ ପାଳୁଛି ବିଭାଜନ ବିଭିଷୀକା ସ୍ମୃତି ଦିବସ ।

ମୁସଲମାନ ବହୁଳ ଅଞ୍ଚଳକୁ ନେଇ ପାକିସ୍ତାନ ନାମରେ ଏକ ସ୍ବତନ୍ତ୍ର ତଥା ନୂତନ ଦେଶ ଗଠନ ଲାଗି ଚାପ ପ୍ରୟୋଗ କରିଥିଲା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ନେତୃତ୍ବାଧୀନ ‘ମୁସଲିମ ଲିଗ’ । ପରେ ଦେଶ ବିଭାଜିତ ହେବାରେ ସହମତି ପ୍ରକାଶ କରିଥିଲେ ବ୍ରିଟିଶ ସରକାର। ଅଖଣ୍ଡ ଭାରତର ଉତ୍ତର-ପଶ୍ଚିମକୁ ପାକିସ୍ତାନ ଭାବେ ନାମିତ କରିବାର ନିଷ୍ପତ୍ତି ହୋଇଥିଲା ।

ଦେଶ ବିଭାଜନ ହେବା ସମୟରେ ମୁସଲିମ ସମ୍ପ୍ରଦାୟ ପାକିସ୍ତାନ ଚାଲିଯିବାବେଳେ ସେଠାରେ ଥିବା କିଛି ହିନ୍ଦୁ ଭାରତ ଫେରିଥିଲେ । କିନ୍ତୁ ଏହି ବିଭାଜନ ପ୍ରକ୍ରିୟା ଅତ୍ୟନ୍ତ ଦୁର୍ଦ୍ଦଶାପୂର୍ଣ୍ଣ ଥିଲା । ଅସ୍ଥିରତା, ଅରାଜତକତା ଓ ଦଙ୍ଗାରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ମିଳିଥିବା ତଥ୍ୟ ଅନୁଯାୟୀ, ଭାରତ ବିଭାଜନରେ ପ୍ରାୟ ୨ ନିୟୁତ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏହାସହ ପ୍ରାୟ ୧୪ ନିୟୁତ ଲୋକ ନିଜ ମାତୃଭୂମିରୁ ବିସ୍ଥାପିତ ହୋଇଥିଲେ। କୃଷକ, ବ୍ୟବସାୟୀ, ଶିକ୍ଷକ ଏବଂ ଆଇନଜୀବୀ ସମସ୍ତେ ସେମାନଙ୍କର ସାଧାରଣ ଜୀବନ, ଜମି, ଘର, ଜିନିଷପତ୍ର, ଛାଡିବାକୁ ବାଧ୍ୟ ହୋଇଥିଲେ।

ଏହାସହ ଅନେକ ଲୋକ, ଯେଉଁମାନେ ନିଜ ଘର ଛାଡି ଗନ୍ତବ୍ୟ ସ୍ଥଳକୁ ଯାଇଥିଲେ, ସେଠାରେ କେବେ ମଧ୍ୟ ପହଞ୍ଚି ନଥିଲେ । ହିସାବ ଅନୁଯାୟୀ ଭାରତ ଛାଡିଥିବା ୧.୩ ନିୟୁତ ମୁସଲମାନ କେବେ ପାକିସ୍ତାନରେ ପହଞ୍ଚି ନଥିଲେ। ଏଥିସହ ୦.୮ ମିଲିୟନ ହିନ୍ଦୁ ଏବଂ ଶିଖ ପାକିସ୍ତାନ ଛାଡିବା ପରେ ଭାରତରେ ପହଞ୍ଚି ନଥିଲେ।

ବିଭାଜନର ଏକ ଘୃଣ୍ୟ ସତ୍ୟ ହେଉଛି ଯେ ୭୫,୦୦୦ ରୁ ୧,୦୦,୦୦୦ ମଧ୍ୟରେ ମହିଳା ଅପହରଣ ହୋଇ ବଳାତ୍କାର ହୋଇଥିଲେ।

ମହିଳାମାନଙ୍କୁ ଉଲଗ୍ନ କରି ସର୍ବସାଧାରଣରେ ବଳାତ୍କାର କରାଯାଇଥିଲା। ଅନେକ ମହିଳା ନିଜର ସମ୍ମାନ ବଞ୍ଚାଇବା ଏବଂ ପରିବର୍ତ୍ତନକୁ ଏଡାଇବା ପାଇଁ କୂଅକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଶେଷରେ ୧୯୪୭ ଅଗଷ୍ଟ ୧୪ ତାରିଖ ମଧ୍ୟରାତ୍ରୀରେ ପାକିସ୍ତାନ ଏକ ଇସଲାମିକ ଦେଶ ଭାବେ ଆତ୍ମପ୍ରକାଶ କରିଥିବାବେଳେ, ପରଦିନ ଅର୍ଥାତ ୧୫ ତାରିଖରେ ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବେ ଆତ୍ମପ୍ରକାଶ କରିଥିଲା ଭାରତ ।

ତତକାଳୀନ କ୍ଷମତାଶୀନ କଂଗ୍ରେସ ସରକାର ନିଜସ୍ୱ ସ୍ୱାର୍ଥ ସାଧନ ପାଇଁ ଭାରତ ବର୍ଷକୁ ଭାଗ ଭାଗ କରିଦେଇଥିଲେ । ଅଖଣ୍ଡ ଭାରତକୁ ଖଣ୍ଡ ଖଣ୍ଡ କରିଦେଇଥିଲେ । ଯାହା ଫଳରେ ଭାରତ ବର୍ଷରୁ ଅଲଗା ହୋଇଥିଲା ପାକିସ୍ତାନ ଓ ପରେ ବାଂଲାଦେଶ ସୃଷ୍ଟି ହୋଇଥିଲା । ଯେଉଁ ପାକିସ୍ତାନର ମୂଳ ପରିଚୟ ହେଉଛି ଭାରତ, ସେହି ପାକିସ୍ତାନ ଆଜି ଭାରତ ବିରୋଧରେ କରୁଛି ଷଡ଼ଯନ୍ତ୍ର ଆଉ ଭାରତର ବରବାଦୀ ପାଇଁ ଯୋଜନା କରୁଛି । ତେବେ ଆଜିବି ସେ ଦିନର ସ୍ମତିକୁ ମନେ ପକାଇଲେ ଲୋମ ଟାଙ୍କୁରି ଉଠେ । ଦେଶ ବିଭାଜନରେ ଲକ୍ଷ ଲକ୍ଷ ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ।

Tags: NULL
ShareTweetSendShare

RelatedNews

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ
Latest News

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?
Latest News

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?

ପାକିସ୍ତାନରେ ଭୂକମ୍ପର ଝଟକା
Latest News

ପାକିସ୍ତାନରେ ଭୂକମ୍ପର ଝଟକା

ଆଜି ବିଶ୍ୱ ଶ୍ରମିକ ଦିବସ
Latest News

ଆଜି ବିଶ୍ୱ ଶ୍ରମିକ ଦିବସ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ
Latest News

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.