Friday, May 9, 2025
No Result
View All Result
Odisha 365

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ବ୍ୟବସାୟ

ନୂଆ ଫର୍ମୁଲାରେ ଲୁଟୁଛନ୍ତି ସାଇବର ଠକ

param by param
Aug 12, 2023, 08:56 pm GMT+0530
FacebookTwitterWhatsAppTelegram

ନ୍ୟୁଜ୍ 365(ବ୍ୟୁରୋ): IRCTCରୁ ବନ୍ଦେ ଭାରତର ଏକ୍ସପ୍ରେସର ଟିକେଟ୍‌ କ୍ୟାନ୍ସେଲ ସମୟରେ ଠକେଇର ଶିକାର ହେଲେ ଯାତ୍ରୀ । ତେବେ ଭାରତୀୟ ରେଳବାଇ ଦ୍ବାରା ପରିଚାଳିତ ୱେବସାଇଟରେ କିପରି ହେଲା ଲୁଟ । ଅନେକ ଯାତ୍ରୀ ରେଳ ଟିକେଟ୍‌ ବୁକ୍‌ କରିବା ଲାଗି ଭାରତୀୟ ରେଳବାଇ ଦ୍ବାରା ପରିଚାଳିତ IRCTCରେ ବୁକିଂ କରିଥାନ୍ତି । ହେଲେ ଏହି ସାଇଟ୍‌ରେ ବନ୍ଦେ ଭାରତ ଏକ୍ସପ୍ରେସରେ କରିଥିବା ଟିକେଟ୍‌ର କ୍ୟାନ୍ସେଲ କରିବା ସମୟରେ ଠକେଇର ଶିକାର ହୋଇଛନ୍ତି ଜଳେ ଲୋକ । ଠକମାନେ ତାଙ୍କ ଆକାଉଣ୍ଟ୍‌ରୁ ପ୍ରାୟ ୩.୫ ଲକ୍ଷ ଟଙ୍କା ଚତୁରତାର ସହ ଲୁଟି ନେଇଛନ୍ତି । ଏଭଳି ଏକ ସାଇବର ଠକେଇ କେରଳର କୋଝିକୋଡ ନିକଟ ନାଡାକାଭୁ ବନ୍ଦିପେଟ୍ଟା ଅଧିବାସୀଙ୍କ ସହିତ ଘଟିଛି । ମିଳିଥିବା ସୂଚନା ଅନୁସାରେ କୋଝିକୋଡ ଅଧିବାସୀ ଜଣକ ସରକାରୀ ୱେବ୍‌ସାଇଟ IRCTCରୁ ବନ୍ଦେ ଭାରତ ଏକ୍ସପ୍ରେସରେ ଟିକେଟ କରିଥିଲେ । ହେଲେ ଏହାକୁ ସେ ପରବର୍ତ୍ତୀ ସମୟରେ କ୍ୟାନ୍ସଲ କରିଥିଲେ । ଆଉ ଯେତେବେଳେ ଟିକେଟ୍‌ କ୍ୟାନ୍ସଲ କରିବା ଲାଗି ସେ ୱେବସାଇଟ ଖୋଲିଥିଲେ, ଠିକ୍‌ ସେହି ସମୟରେ ଅବିକଳ ଅନ୍ୟ ଏକ ୱେବସାଇଟ୍‌ ତାଙ୍କ ମୋବାଇରଲେ ଖୋଲିଥିଲା ।

ଏହାପରେ ସେ ୩ଟି ସିକ୍ରେଟ ନୋଟିଫିକେସନ ଓ ୨ଟି OTP ଦେଇଥିଲେ । ଆଉ ଏହାପରେ ଆଖି ପିଛୁଳାକେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଉଡ଼ି ଯାଇଥିଲା ୩.୫ ଲକ୍ଷ ଟଙ୍କା । ପ୍ରଥମେ ସାଇବର ଠକମାନେ ତାଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା ହଡ଼ପ କରିଥିଲେ । ଏହାପରେ ପୁଣି ଆଉ ୫୦ ହଜାର ଟଙ୍କା କଟିଥିଲା । ଆଉ ଏହାପରେ ସଙ୍ଗେ ସଙ୍ଗେ ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଣକ ବ୍ୟାଙ୍କ ମ୍ୟାନେଜରଙ୍କ ନିକଟରେ ଅଭିଯୋଗ କରିଥିଲେ । ଆଉ ବ୍ୟାଙ୍କ ଯାଞ୍ଚ କରିବା ବେଳକୁ ପର୍ଯ୍ୟାୟକ୍ରମେ ତାଙ୍କ ଆକାଉଣ୍ଟରୁ ଉଡି଼ଯାଇଥିଲା ୩.୫ ଲକ୍ଷ ଟଙ୍କା । ରାଧାକ୍ରିଷ୍ଣନ ଜଣେ ସରକାରୀ କର୍ମଚାରୀ ଥିବା ବେଳେ ସେ ଚାକିରିରୁ ଅବସର ନେଇସାରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ସାଇବର ପୋଲିସ ଏକ ଠକେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Tags: NULL
ShareTweetSendShare

RelatedNews

ସେନ୍‌ସେକ୍ସ ରେକର୍ଡ ବୃଦ୍ଧି: ଆର୍ଥିକ ବୃଦ୍ଧିରେ ଆତ୍ମବିଶ୍ୱାସର ପ୍ରତିବିମ୍ବ
Business

ସେନ୍‌ସେକ୍ସ ରେକର୍ଡ ବୃଦ୍ଧି: ଆର୍ଥିକ ବୃଦ୍ଧିରେ ଆତ୍ମବିଶ୍ୱାସର ପ୍ରତିବିମ୍ବ

ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ଧରା ନିଷେଧ
Latest News

ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ଧରା ନିଷେଧ

LPG ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ
ଜାତୀୟ

LPG ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ

ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ସୁନାର ବୃହତ ଭଣ୍ଡାର ଠାବ
ଜାତୀୟ

ରାଜଧାନୀରେ 90ହଜାର ହେଲା ସୁନା ଦର

ହୋଲିରେ ଜମିବ ବେପାର: ଦେଶରେ ହେବ 60 ହଜାର କୋଟି
ବ୍ୟବସାୟ

ହୋଲିରେ ଜମିବ ବେପାର: ଦେଶରେ ହେବ 60 ହଜାର କୋଟି

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.