Monday, May 12, 2025
No Result
View All Result
Odisha 365

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଆନ୍ତର୍ଜାତୀୟ

ନାଗାସାକି ଦିବସ: ମନରୁ ଲିଭିନି ମହାବିନାଶର ଭୟଙ୍କର ଚିତ୍ର

param by param
Aug 9, 2023, 06:32 pm GMT+0530
FacebookTwitterWhatsAppTelegram

ନ୍ୟୁଜ 365 (ବ୍ୟୁରୋ): ଚାରିଆଡେ ଧ୍ବସଂର ବିଭୀଷିକା, ଶବ ହିଁ ଶବ, ଗର୍ବ ଅହଂକାରର ଏହାଥିଲା କରୁଣ ପରିଣତି। ଜୀବନ୍ତ ମଣିଷ ପାଲଟିଯାଇଥିଲା ଶବ,ଚାରିଆଡେ ଶୁଭୁଥିଲା ବୁକୁଫଟା ଚିତ୍କାର, ଇତିହାସ ପୃଷ୍ଠାରେ ଆଜିର ଦିନ ପାଲଟିଯାଇଥିଲା କଳାଦିନ। ଫ୍ୟାଟମ୍ୟାନ୍ ନାମକ ଏକ ଭୟଙ୍କର ପରମାଣୁ ବୋମା ବିସ୍ଫୋରଣ ହୋଇଥିଲା ଜାପାନର ନାଗାସାକି ସହରରେ। ଚାଲିଯାଇଥିଲା ୮୦ ହଜାରରୁ ଊର୍ଦ୍ଧ୍ୱ ନୀରିହଙ୍କ ଜୀବନ। ଆଜି ବି ଇତିହାସ ପୃଷ୍ଠାରେ ଏହି ଦିନଟି କଳା ଅକ୍ଷରରେ ନାଗାସାକି ଦିବସ ରୂପେ ଲିପିବଦ୍ଧ ହୋଇ ରହିଛି । ଆଜିବି ସେଠାରେ ଜନ୍ମ ହେଉଥିବା କିଛି ପିଲା ବିକଳାଙ୍ଗ ହୋଇ ଜନ୍ମ ହେଉଛନ୍ତି। ଆମେରିକା ଅଗଷ୍ଟ ୯ ତାରିଖରେ ଦକ୍ଷିଣ ଜାପାନର ବନ୍ଦରଗାହ ନଗର ନାଗାସାକିରେ ୧୧ ଟା ୧ ମିନିଟ୍ ସମୟରେ ୬.୪ କିଲୋର ଏକ ପ୍ଲୁଟୋନିୟମ୍ ୨୩୯ ର “ଫ୍ୟାଟମ୍ୟାନ୍” ନାମକ ବୋମା ପକାଇଥିଲା।

ଏହା ପୂର୍ବରୁ ଅଗଷ୍ଟ ୬ରେ ଆମେରିକା ଜାପାନର ହିରୋସିମା ସହରରେ “ଲିଟିଲ୍ ବଏ” ନାମକ ୟୁରେନିୟମ୍ ବୋମା ପକାଇଥିଲା। ଦୁଇଟି ବୋମା ନେଇଥିଲା ପ୍ରାୟ ଏକ ଲକ୍ଷ ଚାଳିଶ ହଜାର ଲୋକଙ୍କ ଜୀବନ। ୧୯୪୫ ଶେଷ ବେଳକୁ ଏହି ବୋମା ବିସ୍ପୋରଣରେ ମୃତକଙ୍କ ସଂଖ୍ୟା ୮୦ ହଜାର ପହଁଚିଥିଲା। ହତ୍ୟା ପଛରେ ଥିଲା ବିଶ୍ବବିଜୟୀ ହେବାର ଅହଙ୍କାର। ଆମେରିକାର ଏଭଳି ଆକ୍ରମଣ ସଭ୍ୟ ସମାଜର ବର୍ବରତାର ସବୁ ସୀମା ଡେଇଁ ଯାଇଥିଲା। ସମଗ୍ର ମାନବଜାତିକୁ କଳଙ୍କିତ ମଧ୍ୟ କରିଥିଲା। ଏହି ପରମାଣୁର ପ୍ରଭାବ ଆଜି ଯାଏ ଏହି ସହର ଉପରେ ଦେଖିବାକୁ ମିଳେ। ଏଠାରେ ଏବେ ବି ଘାସ କଅଁଳୁ ନାହିଁ। ପରମାଣୁ ଶକ୍ତିର ଭୟଙ୍କର ରୂପ ପୃଥୀବାସୀଙ୍କୁ ହତଚକିତ କରିଥିଲା । ଜାପାନ ସହିତ ସାରା ବିଶ୍ବ ପାଇଁ ଆଜିର ଦିନ ଥିଲା ଏକ କଳଙ୍କିତ ଅଧ୍ୟାୟ। ଏଥିରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇବା ସହିତ ଅନେକ ଲୋକ ପଙ୍ଗୁ ହୋଇଗଯାଇଥିଲେ। ସେହି ଦୁଃଖଦ ମୁହୂର୍ତ୍ତକୁ ମନେ ପକାଇବା ସହ ମୃତକଙ୍କୁ ସମବେଦନା ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୬ରେ ହିରୋସିମା ଓ ଅଗଷ୍ଟ ୯ରେ ନାଗାସାକି ଦିବସ ପାଳିତ କରାଯାଏ ।

ଏହା ପଛରେ ରହିଛି ଇତିହାସ । ସବୁ ଶକ୍ତିଶାଳୀ ଦେଶ ଚାହୁଥିଲେ ବିଶ୍ୱବିଜୟୀ ହେବାକୁ। ଏହି ସ୍ୱପ୍ନ ହିଟଲର୍ ମଧ୍ୟ ଦେଖିଥିଲେ । ୧୯୩୯ ସେପ୍ଟେମ୍ବର ୧ତାରିଖରେ ପୋଲେଣ୍ଡରେ ହଠାତ୍ ଆକ୍ରମଣ କରି ହିଟଲର୍ ନିଜ ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଥିଲେ। ଯାହାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧର ଆରମ୍ଭ ବୋଲି ମଧ୍ୟ କୁହାଯାଏ। ଉତ୍ସାହରେ ଆସି ହିଟଲର୍ ୨୨ ଜୁନ୍ , ୧୯୪୧ ରେ ସୋଭିଏତ୍ ସଂଘ ବା ଋଷ୍ ସହ ଆକ୍ରମଣ କରିବାକୁ ଅଗ୍ରସର ହୋଇଥିଲେ । ଜାପାନ ମଧ୍ୟ ଡିସେମ୍ବର ୭, ୧୯୪୧ ରେ ପ୍ରଶାନ୍ତ ମହାସାଗର ସ୍ଥିତ “ପର୍ଲ ହାର୍ବର” ଉପରେ ଲଗାତାର ଫାୟାରିଙ୍ଗ୍ କରି ଆମେରିକାକୁ ଯୁଦ୍ଧ ପାଇଁ ରଣହୁଙ୍କାର ଦେଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୧୯୪୫ ଅଗଷ୍ଟ ୬ଓ ୯ରେ ଜାପାନର ହିରୋସିମା ସହର ଉପରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ପରମାଣୁ ବୋମା ପକାଇଥିଲା। ଜାପାନ ସହିତ ସାରାବିଶ୍ବ ପାଇଁ ଆଜିର ଦିନ ଏକ କଳଙ୍କିତ ଅଧ୍ୟାୟ ପାଲଟିଯାଇଛି।

ଜାପାନବାସୀଙ୍କ ମନରୁ ଲିଭିନି ସେହି ମହାବିନାଶର ଭୟଙ୍କର ଚିତ୍ର,ସେହି ଦୁଃଖଦ ମୁହୂର୍ତ୍ତକୁ ମନେ ପକାଇବା ସହ ମୃତକଙ୍କୁ ସମବେଦନା ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ହିରୋସିମା ଓ ନାଗାସାକି ଦିବସ ପାଳିତ କରାଯାଉଛି । ଏହି ଦିବସ ଅବସରରେ ହିରୋସିମାରେ ଥିବା ଶାନ୍ତି ସ୍ମାରକୀ ପାର୍କରେ ମହମବତି ଜଳାଇ ସାମୂହିକ ପ୍ରାର୍ଥନାସଭା କରିଥାନ୍ତି ଜାପାନବାସୀ। ବିଶ୍ବକୁ ପରମାଣୁ ଆତଙ୍କରୁ ମୁକ୍ତ ରଖିବା ପାଇଁ ଆହ୍ବାନ ଦେଇଥାନ୍ତି। ପରମାଣୁ ବୋମାର ଭୟାବହତାକୁ ଅତିପାଖରୁ ଦେଖିଥିବା ଜାପାନବାସୀ କିନ୍ତୁ ଏଥିରେ ଭାଙ୍ଗି ପଡିନଥିଲେ। ମହାବିନାଶର ଅଳ୍ପ କେହି ବର୍ଷ ମଧ୍ୟରେ ଜାପାନ ବିଶ୍ବର ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ନିଜକୁ ପ୍ରମାଣିତ କରିଛି । ଯେତେଥର ଆମେ ଭାଙ୍ଗିଲେ ମଧ୍ୟ ପୁଣି ଥରେ ଆମକୁ ଗଢିତୋଳିବାକୁ ହେବ, ଆଗକୁ ଯିବାକୁ ହେବ,ଆମ ଚେଷ୍ଟା ଆମକୁ ମଝବୁତ କରି ଛିଡା କରିବ,ଏକଥା ବିଶ୍ବକୁ ଶିଖାଇଛି ଜାପାନ। ତେବେ ଏହି ଦିବସ ପାଳନର ଲକ୍ଷ୍ୟ ଯୁଦ୍ଧ ନୁହେଁ,ଲକ୍ଷ୍ୟ ବିଶ୍ବରେ ଶାନ୍ତି ପ୍ରତିଷ୍ଠା,ରକ୍ତପାତ ନୁହେଁ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ବନ୍ଧୁତ୍ବପୂଣ୍ଣ ସମ୍ପର୍କ ସ୍ଥାପନ କରିବା।

Tags: NULL
ShareTweetSendShare

RelatedNews

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ
Latest News

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?
Latest News

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?

ପାକିସ୍ତାନରେ ଭୂକମ୍ପର ଝଟକା
Latest News

ପାକିସ୍ତାନରେ ଭୂକମ୍ପର ଝଟକା

ଆଜି ବିଶ୍ୱ ଶ୍ରମିକ ଦିବସ
Latest News

ଆଜି ବିଶ୍ୱ ଶ୍ରମିକ ଦିବସ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ
Latest News

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.