ଅଗଷ୍ଟ ୩କୁ ପ୍ରତିବର୍ଷ ଜାତୀୟ ହୃଦୟ ପ୍ରତିରୋପଣ ଦିବସ ଭାବରେ ପାଳନ କରାଯାଉଛି। ବିଶ୍ୱର ପ୍ରଥମ ମାନବ ହୃଦୟ ପ୍ରତିରୋପଣ ଦକ୍ଷିଣ ଆଫ୍ରିକାର ସର୍ଜନ ଖ୍ରୀଷ୍ଟିଆନ ବର୍ଣ୍ଣାର୍ଡଙ୍କ ଠାରେ ୧୯୬୭ ଡିସେମ୍ବର ୩ ତାରିଖରେ କେପଟାଉନର ଗ୍ରୁଟ୍ ସ୍କୁର୍ ହସ୍ପିଟାଲରେ କରାଯାଇଥିଲା। ୨୦୧୭ ମସିହାରେ ଆମେ ପ୍ରଥମଥର ମାନବ ହୃଦୟ ପ୍ରତିରୋପଣର ୫୦ ତମ ବାର୍ଷିକୀ ପାଳନ କରାଯାଇଥିଲା। ଯାହାର ଲକ୍ଷ୍ୟ ଥିଲା ଅନ୍ୟମାନଙ୍କୁ ହୃଦୟ ପ୍ରତିରୋପଣ କରିବାକୁ ପ୍ରବର୍ତ୍ତାଇବା ଓ ଜନସାଧାରଣଙ୍କୁ ଏଦିଗରେ ସଚେତନ କରିବା। ଯେଉଁମାନେ ତୃତୀୟ ଥର ହୃଦଘାତରେ ପୀଡିତ ହୋଇଥାନ୍ତି ସେମାନଙ୍କ ଏକ ନୂତନ ଅଙ୍ଗ ଆବଶ୍ୟକ ପଡେ । ହୃଦୟ ପ୍ରତିରୋପଣ ଫଳରେ ଜଣେ ବ୍ୟକ୍ତି ୧୫ବର୍ଷରୁ ଉର୍ଦ୍ଦ ସମୟ ବଞ୍ଚିରହିଥାନ୍ତି। ହାର୍ଟ ଟ୍ରାନ୍ସପ୍ଲାଣ୍ଟ, କହିଲେ ଶେଷ ପର୍ଯ୍ୟାୟରେ ହୃଦଘାତରେ ପୀଡିତ କିମ୍ବା ଗୁରୁତର ଧମନୀ ରୋଗରେ ପୀଡିତ ଏକ ସର୍ଜିକାଲ୍ ପଦ୍ଧତି । ଏହା କରିବାର ସବୁଠାରୁ ସାଧାରଣ ଉପାୟ ହେଉଛି ତତକ୍ଷଣାତ୍ ମୃତ ବ୍ୟକ୍ତିଙ୍କ ଶରୀରରୁ ହୃଦୟକୁ କାଢି ନେଇ ଯିଏ ଅନ୍ୟ ଜଣଙ୍କୁ ହୃଦୟ ଦାନ କରିଥାନ୍ତି । ତେଣୁ ଆମେ ମାନେ ମଧ୍ୟ ସଚେତନ ହେବା ଆବଶ୍ୟକ ।