Saturday, June 28, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ବିଜ୍ଞାନ ଏବଂ ବ tech ଷୟିକ ଜ୍ଞାନ |

ଲଞ୍ଚ ହୋଇଛି Realme C55 ସ୍ମାର୍ଟଫୋନ: ଅନଲାଇନ ସପିଂ ପ୍ଲାଟଫର୍ମରୁ କେମିତି ଶସ୍ତାରେ କିଣିବେ ଜାଣନ୍ତୁ..

param by param
Aug 1, 2023, 05:51 pm GMT+0530
FacebookTwitterWhatsAppTelegram

ନ୍ୟୁଜ୍ 365(ବ୍ୟୁରୋ): କିଛି ମାସ ପୂର୍ବରୁ ଭାରତରେ ଲଞ୍ଚ ହୋଇଛି Realme C55 ସ୍ମାର୍ଟଫୋନ । ଅନଲାଇନ ସପିଂ ପ୍ଲାଟଫର୍ମରୁ ଏହି ଫୋନକୁ ଶସ୍ତାରେ କିଣିବାର ସୁଯୋଗ ମିଳୁଛି । କମ୍ପାନୀ ଦ୍ୱାରା 64MP କ୍ୟାମେରା, 8GB RAM, 5000mAh ବ୍ୟାଟେରୀ, 33W ଫାଷ୍ଟ ଚାର୍ଜିଂ ସହିତ ଏହି Realme ଫୋନ ଆରମ୍ଭ କରାଯାଇଛି । ତେବେ ଅନଲାଇନ ସପିଂ ପ୍ଲାଟଫର୍ମରୁ କେମିତି ଶସ୍ତାରେ କିଣିବେ ଜାଣନ୍ତୁ..

Realme C5 ସ୍ମାର୍ଟଫୋନ ତିନୋଟି ଭାରିଆଣ୍ଟରେ ଲଞ୍ଚ କରାଯାଇଛି । ଆପଣ ବେସ ମଡେଲକୁ ୧୦,୯୯୯ ଟଙ୍କାରେ କିଣି ପାରିବେ । ଅନ୍ୟପଟେ 6GB + 64GB ମଡେଲକୁ ୧୧,୯୯୯ ଟଙ୍କାରେ ଏବଂ 8GB + 128GB ମଡେଲକୁ ୧୩,୯୯୯ ଟଙ୍କାରେ କିଣାଯାଇପାରିବ । ଅନଲାଇନ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟରେ Realme C5 ସ୍ମାର୍ଟଫୋନରେ ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କ କାର୍ଡ ରେ କିଣିବା ଦ୍ୱାରା ୫% କ୍ୟାସବ୍ୟାକ ଦିଆଯାଉଛି । ଏହା ସହିତ Realme ଫୋନରେ ଏକ୍ସଚେଞ୍ଜ ଡିସକାଉଣ୍ଟ ମଧ୍ୟ ମିଳୁଛି । ଗ୍ରାହକମାନେ ପୁରୁଣା ଫୋନ ଏକ୍ସଚେଞ୍ଜ କରି ଆଡିସନାଲ ଡିସକାଉଣ୍ଟର ଲାଭ ମଧ୍ୟ ପାଇପାରିବେ । ଏହା ଆପଣଙ୍କ ପୁରୁଣା ଫୋନର ଅବସ୍ଥା ଉପରେ ନିର୍ଭର କରିବ । ଯଦି ଆପଣଙ୍କର ଏକ ପୁରୁଣା ଫୋନ ଅଛି, ଆପଣ ଏହାକୁ ଏକ୍ସଚେଞ୍ଜ କରି ୧୦,୪୫୦ ଟଙ୍କା ପର୍ଯ୍ୟନ୍ତ ବଞ୍ଚାଇ ପାରିବେ । ଅର୍ଥାତ ଏକ୍ସଚେଞ୍ଜ ଅଫର ବ୍ୟବହାର କରି ଆପଣ ଏହି ଫୋନକୁ ମାତ୍ର ୫୪୯ ଟଙ୍କାରେ କିଣି ପାରିବେ । Realme C55 ର ଫିଚର କଣ ରହିଛି ଆସନ୍ତୁ ଜାଣିବା । ୬.୭୨ ଇଞ୍ଚର ଫୁଲ HD ଡିସପ୍ଲେ ସହିତ Realme C55 ଲଞ୍ଚ କରାଯାଇଛି । MediaTek Helio G88 ଚିପସେଟ ସହିତ ଫୋନ ଆସିଛି । ତିନୋଟି ର‍୍ୟାମ ଅପ୍ସନ ସହିତ କମ୍ପାନୀ ସ୍ମାର୍ଟଫୋନକୁ ଲଞ୍ଚ କରିଛି । Realme C55 ର ବେସ ଭାରିଆଣ୍ଟ 4 GB RAM ଏବଂ 64 GB ଇଣ୍ଟରନାଲ ଷ୍ଟୋରେଜ ସହିତ ଆସିଥାଏ । Realme ନୂଆ ଫୋନର ବ୍ୟାକ ପ୍ୟାନେଲକୁ ଏକ ସନସାଓ୍ଵାର ଫିନିଶ ଦିଆଯାଇଛି ଏବଂ ଏହା ଏକ ପ୍ଲାଷ୍ଟିକ ବଡିରେ ରହିଛି । କମ୍ପାନୀ 64 ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ସହିତ Realme C55 କୁ ଲଞ୍ଚ କରିଛି । ସେଲଫି କ୍ଲିକ କରିବା ପାଇଁ ଏବଂ ଭିଡିଓ କଲିଂ ପାଇଁ ଏକ 8 ମେଗାପିକ୍ସେଲର କ୍ୟାମେରା ମିଳୁଛି । ଫୋନରେ 5000mAh ବ୍ୟାଟେରୀ ଦିଆଯାଇଛି, ଏହା 33W ଚାର୍ଜିଂ ସ୍ପିଡ୍ ଫିଚର ରହିଛି ।

Tags: NULL
ShareTweetSendShare

RelatedNews

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା
Latest News

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

ଅପରେସନ୍ ସିନ୍ଦୂର’ ଓ ଆଇଏମଏଫ ସର୍ତ୍ତ: ପାକିସ୍ତାନର ଆର୍ଥିକ ଓ ରାଜନୈତିକ ସଙ୍କଟ
Latest News

ଅପରେସନ୍ ସିନ୍ଦୂର’ ଓ ଆଇଏମଏଫ ସର୍ତ୍ତ: ପାକିସ୍ତାନର ଆର୍ଥିକ ଓ ରାଜନୈତିକ ସଙ୍କଟ

କୌଣସି ବି ପରମାଣୁ ଅସ୍ତ୍ର ଭଣ୍ଡାରରୁ ବିକିରଣ ହୋଇନାହିଁ – ଆଇଏଇଏ
ବିଜ୍ଞାନ ଏବଂ ବ tech ଷୟିକ ଜ୍ଞାନ |

କୌଣସି ବି ପରମାଣୁ ଅସ୍ତ୍ର ଭଣ୍ଡାରରୁ ବିକିରଣ ହୋଇନାହିଁ – ଆଇଏଇଏ

ସେନ୍‌ସେକ୍ସ ରେକର୍ଡ ବୃଦ୍ଧି: ଆର୍ଥିକ ବୃଦ୍ଧିରେ ଆତ୍ମବିଶ୍ୱାସର ପ୍ରତିବିମ୍ବ
Business

ସେନ୍‌ସେକ୍ସ ରେକର୍ଡ ବୃଦ୍ଧି: ଆର୍ଥିକ ବୃଦ୍ଧିରେ ଆତ୍ମବିଶ୍ୱାସର ପ୍ରତିବିମ୍ବ

ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ଧରା ନିଷେଧ
Latest News

ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ଧରା ନିଷେଧ

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.