ନ୍ୟୁଜ୍365(ବ୍ୟୁରୋ); ମା’ବି ସାଜିପାରେ ରାକ୍ଷାସୀ ଏକଥା ବିଶ୍ବାସ କରି ନହେଲେବି କଥାଟା କିନ୍ତୁ ସତ । ମାକୁ ନେଇ କେତେ ବେଦ, ପୁରାଣ ରେ ନିଶ୍ବାର୍ଥ ପ୍ରେମର ହୋଇଛି ବର୍ଣ୍ଣନା । ହେଲେ ମାର ମମତାରେ କଳଙ୍କ ଲଗାଇଛି ଏମିତି ଏକ ମା ରୂପକ ରାକ୍ଷସୀ । ନିଜର ଜନ୍ମକଲା ଦୁଇ ଯାଆଁଳା ଛୁଆର ନେଇଛି ଜୀବନ । ଯାହାଙ୍କୁ ଜନ୍ମ ଦେଇଥିଲା, ତାଙ୍କୁ କଲବଲ କରି ମାରିବାକୁ ପଛାଇଲା ନାହିଁ । ତାଙ୍କୁ କଲବଲ କରି ମାରିବାକୁ ପଛାଇଲା ନାହିଁ।ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ହରିଆଣାରେ ଘଟିଛି ହରିୟାଣାର ଦନୌଦା ଖୁର୍ଦ ଗାଁରେ ।
ମହିଳାଜଣଙ୍କ ନିଜ ସ୍ୱାମୀଙ୍କ ସହ ସର୍ମ୍ପ ଭଲ ନ ଥିଲା ବିଳମ୍ବିତ ରାତ୍ରିରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଭୀଷଣ ଝଗଡା ହୋଇଥିଲା, ତେବେ ସେହି ସମୟରେ ଛୁଆ ଉଠି କାନ୍ଦିଥିଲେ । ଯାହାକୁ ରାଗିଯାଇ ମା ଦୁଇଛୁଆଙ୍କ ମୁହଁରେ ତକିଆ ପକାଇ ଘଟଣାସ୍ଥଳରେ ହି ଉଭୟଙ୍କୁ ହତ୍ୟାକରିଛି । ଖାଲି ସେତିକି ନୁହେଁ ସେତିକିରେ ରାଗ ଶାନ୍ତି ପଡିନଥିଲା ବରଂ ମହିଳାଜଣକ ନିଜ ଘର ପାଖରେ ଗାତ ଖୋଲି ୨ ଶିଶୁଙ୍କୁ ପୋତି ଦେଇଥିଲେ। ପରିବାର ଲୋକେ ପିଲାଙ୍କୁ ନ ପାଇ ଚାରିଆଡ଼େ ଖୋଜାଖୋଜି କରିଥିଲେ। ପରେ ଏନେଇ ସେମାନେ ଥାନାର ଦ୍ବାରସ୍ତ ହୋଇଥିଲେ । ପପରେ ପୋଲିସ ପହଞ୍ଚିବା ପରେ ଅସତ ସତ ସାମ୍ନାକୁ ଆସିଥିଲା