Saturday, May 10, 2025
No Result
View All Result
Odisha 365

Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home କ୍ରୀଡା

ବର୍ଷା ଯୋଗୁଁ ଦ୍ୱିତୀୟ ମ୍ୟାଚ୍ ଡ୍ର 

param by param
Jul 25, 2023, 08:18 pm GMT+0530
FacebookTwitterWhatsAppTelegram

ନ୍ୟୁଜ 365 (ବ୍ୟୁରୋ): ବର୍ଷା ଯୋଗୁଁ ଦ୍ୱିତୀୟ ମ୍ୟାଚ୍ ଡ୍ର ରହିଲା । ଚତୁର୍ଥ ଆସେସ୍
ଟେଷ୍ଟ ପରି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଟେଷ୍ଟ ମଧ୍ୟ ସମାନ ପରିସ୍ଥିତିରେ ଶେଷ ‌
ହୋଇଛି । । ଫଳରେ ଦ୍ୱିତୀୟ ଟେଷ୍ଟ
ମ୍ୟାଚ୍‌ ଡ୍ର  ହୋଇଛି। ପୂର୍ବରୁ ପ୍ରଥମ ଟେଷ୍ଟ
ମ୍ୟାଚ୍ ୧୪୧ ରନ୍‌ରେ ବିଜୟୀ ହୋଇଥିଲା ଭାରତ । ଫଳରେ ବାରମ୍ବାର ସ୍ଥିତି ଅନୁଧ୍ୟାନ କରିବା ପରେ
ଅମ୍ପାୟାର ଉଭୟ ଅଧିନାୟକଙ୍କ ସହ ଆଲୋଚନା କରି ମ୍ୟାଚ୍‌କୁ ଅମୀମାଂସିତ ଘୋଷଣା କରିଥିଲେ।
ଏହାଫଳରେ ଉଭୟ ଦଳଙ୍କ ମଧ୍ୟରେ ଖେଳାଯାଉଥିବା ଏହି ୧୦୦ ତମ ମ୍ୟାଚ୍ ବିନା କୌଣସି ହାର୍‌ଜିତ୍‌ରେ
ଶେଷ ହୋଇଛି। ୩୬୫ରନ୍‌କୁ ପିଛା କରି ଶେଷ ଦିନରେ ୱେଷ୍ଟଇଣ୍ଡିଜ୍‌କୁ ଜିତିବା ପାଇଁ ୨୮୯ ରନ୍
ଆବଶ୍ୟକ ହେଉଥିଲା ବେଳେ ଭାରତକୁ ୮ ୱିକେଟ୍ ପାଇବା ଅପେକ୍ଷାରେ ଥିଲା। କିନ୍ତୁ ମ୍ୟାଚ୍
ଅମୀମାଂସିତ ହୋଇଥିଲେ ବି ପ୍ରଥମ ମ୍ୟାଚ୍‌କୁ ଭାରତ ଜିତିଥିବାରୁ ରୋହିତ ଶର୍ମାଙ୍କ ଦଳ
ଶୃଙ୍ଖଳା ବିଜେତା ହୋଇଥିଲା। ମହମ୍ମଦ ସିରାଜ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ‌ହୋଇଛନ୍ତି
।  ମ୍ୟାଚ୍‌ ଜିତିବା ପରେ ପ୍ରତି ଟିମ୍‌କୁ ୧୨
ପଏଣ୍ଟ
, ମ୍ୟାଚ୍‌ ଡ୍ର ହେବା ଲାଗି ଟିମ୍‌କୁ ୪ ପଏଣ୍ଟ, ଟାଇ ହେବା ଲାଗି ୬ ପଏଣ୍ଟ ମିଳିବ ।

ସେହିପରି
ମ୍ୟାଚ୍‌ ଜିତିବା ପରେ ଟିମ୍‌କୁ ୧୦୦ ପ୍ରତିଶତ
, ଟାଇ ହେବା ପରେ
୫୦ ପ୍ରତିଶତ
, ଡ୍ର ହେବା ପରେ ୩୩.୩୩ ପ୍ରତିଶତ ଏବଂ ହାରିବା ପରେ
କୌଣସି ପ୍ରତିଶତ ମାର୍କ ଦିଆଯିବନାହିଁ । ପ୍ରଥମ ଟେଷ୍ଟ ମ୍ୟାଚ୍‌କୁ ଭାରତ ଗୋଟିଏ ଏବଂ ୧୪୧ ରନ୍‌ରେ
ବିଜୟୀ ହୋଇଥିଲା । ବିରାଟ କୋହଲିଙ୍କ ୧୨୧ ରନ୍ ସହାୟତାରେ ଭାରତ ପ୍ରଥମ ପା‌ଳିରେ ୪୩୮ ରନ୍
ସଂଗ୍ରହ କରିଥିଲା। ଏହାକୁ ପିଛା କରି ୱେଷ୍ଟଇଣ୍ଡିଜ୍ ମାତ୍ର ୨୫୫ ରନ୍‌ରେ ପାଳି ଶେଷ କରିଥିଲା।
ଭାରତ ପାଇଁ ମହମ୍ମଦ ସିରାଜ ୬୦ ରନ୍ ବିନିମୟରେ ୫ ୱିକେଟ୍ ଅକ୍ତିଆର କରିଥିଲେ। ଭାରତ ଦ୍ବିତୀୟ
ପାଳିରେ ‌୨ ୱିକେଟ୍ ବିନିମୟରେ ୧୮୧ ରନ୍ କରିଥିଲା ବେଳେ ପାଳି ଘୋ‌ଷଣା କରିଥିଲା। ଯଶସ୍ବୀ
ଜୟସ୍ବାଲ୍ ୩୮ ଓ ରୋହିତ ଶର୍ମା ୫୭ ରନ୍ କରି ଆଉଟ୍ ହୋଇଥିଲା ବେଳେ ଶୁବମନ ଗିଲ୍ ୨୯ଞ୍ଚ ଓ ଈଶନ
କିଶାନ ୫୨ଞ୍ଚ ରନ୍ କରି ଅପରାଜିତ ଥିଲେ। ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି ୧୨୮ ଓଭରରେ
୪୩୮। ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି ୧୧୫.୪ ଓଭର ୨୫୫ (କ୍ରେଗ୍ ବ୍ରାଥୱେଟ୍ ୭୫
, ଆଲିକ ଅଥାଞ୍ଜେ ୩୭, ଟାଗି ନାରାୟଣ ଚନ୍ଦରପଲ ୩୩, କିର୍କ ମ୍ୟାକେଞ୍ଜି ୩୨, ମହମ୍ମଦ ସିରାଜ ୫/୬୦, ମୁକେଶ କୁମାର ୨/୪୮, ରବୀନ୍ଦ୍ର ଜଦେଜା ୨/୩୭, ଆର. ଅଶ୍ବିନ ୧/୬୧)। ଭାରତ ଦ୍ବିତୀୟ ପାଳି ୨୪
ଓଭରରେ ୧୮୧/୨ (ଘୋଷଣା
, ରୋହିତ ଶର୍ମା
୫୭
, ଯଶସ୍ବୀ
ଜୟସ୍ବାଲ ୩୮
, ଶୁବମନ ଗିଲ
୨୯ଞ୍ଚ
, ଈଶାନ କିଶନ
୫୨ଞ୍ଚ
, ସାନନ
ଗାବ୍ରିଏଲ୍ ୧/୩୩
, ଜୋମେଲ ୱାରିକନ
୧/୩୬)। ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ୩୨ ଓଭରରେ ୭୬/୨ ପାଳି (କ୍ରେଗ୍ ବ୍ରାଥୱେଟ୍ ୨୮
, ଟାଗିନାରାୟଣ ଚନ୍ଦରପଲ୍ ୨୪ଞ୍ଚ, ଜର୍ମେନି ବ୍ଲାକଉଡ୍ ୨୦ଞ୍ଚ, ଆର ଅଶ୍ବିନ ୨/୩୩)।

Tags: NULL
ShareTweetSendShare

RelatedNews

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଚେନ୍ନାଇ ସୁପର କିଙ୍ଗସକୁ ହରାଇଲା ପଞ୍ଜାବ କିଙ୍ଗସ
Latest News

ଚେନ୍ନାଇ ସୁପର କିଙ୍ଗସକୁ ହରାଇଲା ପଞ୍ଜାବ କିଙ୍ଗସ

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ରବିଚନ୍ଦ୍ରନ ଅଶ୍ୱିନ
Latest News

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ରବିଚନ୍ଦ୍ରନ ଅଶ୍ୱିନ

ଆଇସିସି ମହିଳା ବିଶ୍ବକପ ଖେଳି ପାରିବନି ପାକିସ୍ତାନ
Latest News

ଆଇସିସି ମହିଳା ବିଶ୍ବକପ ଖେଳି ପାରିବନି ପାକିସ୍ତାନ

ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ହତ୍ୟା ଧମକ
Latest News

ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ହତ୍ୟା ଧମକ

Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.