ନ୍ୟୁଜ 365 (ବ୍ୟୁରୋ) : ୨୭ ଜୁଲାଇ ପର୍ଯ୍ୟନ୍ତ ‘ଗୋ ଫାଷ୍ଟ’ ବିମାନ ଉଢ଼ାଣ ବାତିଲ କରିଛି । ସୂଚନା ଅନୁସାରେ, ପରିଚାଳନାଗତ ତ୍ରୁଟି କାରଣରୁ ୨୭ ଜୁଲାଇ ପର୍ଯ୍ୟନ୍ତ ‘ଗୋ ଫାଷ୍ଟ’ ଉଡାଣ ବାତିଲ ହୋଇଛି। ବିମାନ ବାତିଲ ହେତୁ ଘଟିଥିବା ଅସୁବିଧା ପାଇଁ ଆମେ କ୍ଷମା ମାଗୁଛୁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଗୋ ଫାଷ୍ଟ ଏୟାରଲାଇନ୍ସ ଟ୍ବିଇଟ୍ କରି ସୂଚନା ଦେଇଛି । ସମସ୍ୟାର ସମାଧାନ ହେଲା ପରେ ପୁଣି ଉଡାଣ ଆରମ୍ଭ ବୋଲି ଜଣାପଡିଛି ।