ଆଜିକାଲି ସୁନ୍ଦର ଦେଖାଯିବା ପାଇଁ କିଏ ବା ନଚାହେଁ । ସୁନ୍ଦର ଚେହେରା ପାଇଁ ସମସ୍ତେ ପାଗଳ । ସୁନ୍ଦର ଦେଖାଯିବା ପାଇଁ ଯୁବତୀ ମାନେ ଅନେକ ଉପାୟ ଆଣେଇଥାନ୍ତି । ଏଥିପାଇଁ ଝିଅମାନେ ପ।ର୍ଲର ଠାରୁ ଆରମ୍ଭ କରି ବଡ଼ ବଡ଼ ମେକଅପ ଆର୍ଟିଷ୍ଟଙ୍କ ପାଖକୁ ଯାଇ ନିଜ ମୁହଁର ମେକଅପଇଁ ବିଭିନ୍ନ ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି । ପାର୍ଟି ହେଉ ବା କ୍ଲବ ମେକ ବିନା ସବୁ ଅଧୁରା ଲାଗିଥାଏ । ହେଲେ ମେକପରେ ସବୁଠୁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଲିପଷ୍ଟିକ । ଏହାକୁ ଲଗାଇବା ଦ୍ୱାରା ଆମ ମୁହଁ ସୁନ୍ଦର ଦିଶିଥାଏ । ମେକଅପ ପାଇଁ ଲିପଷ୍ଟିକ୍ ଯେତିକି ଜରୁରୀ ହୋଇଥାଏ, ଶରୀର ପାଇଁ ସେତିକି କ୍ଷତିକାରକ ହୋଇଥାଏ । କାଲିଫର୍ଣ୍ଣିଆ ୟୁନିଭରସିଟିର ବର୍କଲେ ସ୍କୁଲ ଅଫ ପବ୍ଲିକ ହେଲଥ୍ର ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଲିପ୍ଷ୍ଟିକ୍ରେ କ୍ରୋମିୟମ, ସୀସା , ଆଲୁମିନିୟମ, କାଡେମିୟମ ଭଳି ରାସାୟନିକ ପଦାର୍ଥ ରହିଥାଏ । କ’ଣ ଆପଣମାନେ ଲି୍ଷ୍ଟିକ୍ ବ୍ୟବହାର କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ !
ଲିପଷ୍ଟିକରେ ଯେଉଁ ସୁଗନ୍ଧ ଏବଂ ରଙ୍ଗ ଥାଏ ତାହା ମହିଳା ମାନଙ୍କ ପାର୍ଶ୍ୱ ପ୍ରତିକିୟା ହେବାର ଯଥେଷ୍ଟ ସମ୍ଭାବନା ଥାଏ । ଏହାଦ୍ୱାରା ଆପଣଙ୍କ ଓଠ ୋଡିବା ସହିତ ଓଠ ଫୁଲିବା ଏବଂ ଲାଲ ପଡିବା ଭଳି ସମସ୍ୟା ଦେଖାଯାଇଥାଏ । ଲିପଷ୍ଟିକରେ ଥିବ। ପିଗମେଣ୍ଟସ ଗୁଡ଼ିକ ଓଠକୁ ଡ୍ର।ଏ କରିଥ।ଏ । ଏଥିପ।ଇଁ ମଏଶ୍ଚର।ଇଜର ବିନ। ଲିପଷ୍ଟିକ ଲଗ।ନ୍ତୁ ନ।ହିଁ ।
ସୂଚନା ଅନୁଯାୟୀ , ଅଧିକ ରଙ୍ଗ ଏବଂ ଦୀର୍ଘ ସମୟ ଧରି ରହୁଥିବ। ଲିପଷ୍ଟିକ ବ୍ୟବହ।ର କରିବ। ଦ୍ୱ।ର। ଆପଣଙ୍କ ଓଠ ପ୍ର।କୃତିକ ରଙ୍ଗ ହରାଇଥାଏ । ଖାଲି ସେତିକି ନୁହେଁ ଏଭଳି ସମସ୍ୟ। ସେତେବେଳେ ହୋଇଥ।ଏ ଯେତେବେଳେ ଦିନରେ ଲଗ।ଇଥିବ। ଲିପଷ୍ଟିକକୁ ଆପଣ ର।ତିରେ ସଫ। ନକରି ଶୋଇଥ।ନ୍ତି । ଆପଣ ଜ।ଣିଲେ ଆଶ୍ଚର୍ୟ୍ୟ ହେବେ ଲିପଷ୍ଟିକ ଲଗ।ତ।ର ବ୍ୟବହ।ର କରିବ। ଦ୍ୱ।ର। ଆମ ମସ୍ତିଷ୍କ ଉପରେ ଗଭୀର ପ୍ରଭ।ବ ପଡ଼ିଥ।ଏ । କ।ରଣ ଲିପଷ୍ଟିକରେ ଥିବ। ଲେଡ ନ।ମକ କେମିକ।ଲ ମସ୍ତିଷ୍କ ସମ୍ବନ୍ଧୀୟ ହେଉଥିବ। କ୍ଷତିର କ।ରଣ ହୋଇଥ।ଏ । ଲେଡ ସ୍ମୃତିଶକ୍ତି ହ୍ର।ସ କରିବ।ରେ ଏବଂ ନର୍ଭ ଟ୍ରନ୍ସମିଶନକୁ ପ୍ରଭ।ବିତ କରିଥ।ଏ । ଏହ।ଦ୍ୱ।ର। ଏକ।ଗ୍ରତ। ରେ ମଧ୍ୟ ସମସ୍ୟ। ହୋଇଥ।ଏ ।