Friday, May 9, 2025
No Result
View All Result
Odisha 365

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ବ୍ୟବସାୟ

ପେଟ୍ରୋଲ ପମ୍ପରେ ନଜର ପକାନ୍ତୁ ଏହି ଜିନିଷ ଉପରେ, ନ ହେଲେ ହୋଇପାରନ୍ତି ଠକାମିର ଶିକାର

param by param
Jul 22, 2023, 09:22 pm GMT+0530
FacebookTwitterWhatsAppTelegram

ଗାଡିରେ ପେଟ୍ରୋଲ ଭରିବାବେଳେ ସମସ୍ତେ ପ୍ରାଇସ୍ ମିଟରକୁ ଦେଖନ୍ତି । ହେଲେ ଯେଉଁ ଜିନିଷ ଉପରେ ନଜର ଦେବା କଥା ଦିଅନ୍ତି ନାହିଁ, ଯାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ।  ଆପଣଙ୍କ ଇଚ୍ଛା ମୁତାବକ ଟଙ୍କାରେ ପେଟ୍ରୋଲ ଭରନ୍ତି ।  ହେଲେ ପେଟ୍ରୋଲ କ୍ୱାଲିଟି ଠିକ ଅଛି କି ନାହିଁ ତାହା ଉପରେ କେହି ନଜର କରନ୍ତି ନାହିଁ ।  ପେଟ୍ରୋଲ ପମ୍ପ ଡିସପେନ୍ସର ମେସିନରେ ପେଟ୍ରୋଲ ରେଟ୍ ସହ ଡେନ୍ସିଟିକୁ ବି ଦର୍ଶାଯାଇଥାଏ । ପେଟ୍ରୋଲ ଭରୁଥିବା କର୍ମଚାରୀ ଆପଣଙ୍କୁ ମିଟରରେ ୦.୦୦ ଲେଖାଥିବା ଦେଖିବାକୁ କୁହନ୍ତି । କିନ୍ତୁ ଡେନ୍ସିଟି ଦେଖିବାକୁ କେବେବି କୁହନ୍ତି ନାହିଁ  କିମ୍ବା ଅପଣ ମଧ୍ୟ ନଜର କରନ୍ତି ନାହିଁ । ଏହି ମିଟରକୁ ନଦେଖିଲେ ଠକେଇର ଶିକାର ହେବାର ଅନେକ ସମ୍ଭାବନା ଥାଏ ।  ଖୁବ କମ୍ ଲୋକ ଡେନ୍ସିଟି ମିଟର ବାବଦରେ ଜାଣନ୍ତି । 



ଜାଣିରଖନ୍ତୁ ପେଟ୍ରୋଲ ପମ୍ପ ଡିସପେନ୍ସର ମେସିନରେ ଡେନ୍ସିଟି ଦର୍ଶାଉଥିବା ମିଟର ଅପଣଙ୍କୁ ଇନ୍ଧନର ଶୁଦ୍ଧତା ଜଣାଇଥାଏ । ଏହାର ପାରିମାପକ ମିନିଷ୍ଟ୍ରି ଅଫ୍ ପେଟ୍ରୋଲିୟମ ଦ୍ୱାରା ନିର୍ଦ୍ଧାରଣ କରାଯାଇଥାଏ । ତେଣୁ ଆପଣ ଯଦି ଡେନ୍ସିଟି ମିଟର ଉପରେ ଆଖି ନଦେବେ ତାହେଲେ ହୁଏତ ଆପଣ ବଡ ଠକାମୀର ଶିକାର ହୋଇଯିବେ । କାରଣ ଆପଣଙ୍କ ଅଜାଣତରେ ଆପଣଙ୍କ ଗାଡିରେ ଖରାପ କ୍ୱାଲିଟିର ପେଟ୍ରୋଲ କିମ୍ବା ଡିଜେଲ ଭରୁଥିବାରୁ ଗାଡି ଇଞ୍ଜିନ ସିଜ ହୋଇଯିବାର ସମ୍ଭାବନା ରହିଥାଏ । ଡେନ୍ସିଟିରେ ଅଦଳବଦଳ କରି ପେଟ୍ରୋଲ ପମ୍ପ ମାଲିକ ଗ୍ରାହକଙ୍କୁ ଠକନ୍ତି । ସରଳ ଅର୍ଥରେ କହିବାକୁ ଗଲେ ଡେନ୍ସିଟିର ଅର୍ଥ ପେଟ୍ରୋଲ କିମ୍ବା ଡିଜେଲର ଘନତ୍ୱ ।



କୌଣସି ପଦାର୍ଥର ଗାଢାପଣକୁ ଏହାର ଡେନ୍ସିଟି କୁହଯାଏ । ଯେତେବେଳେ କୌଣସି ନିର୍ଦ୍ଦାରିତ ମାତ୍ରାକୁ ମିଶାଇ କୌଣସି ଇନ୍ଧନ ପ୍ରସ୍ତତ କରାଯାଏ ସେତେବେଳେ ଏହାର କ୍ୱାଲିଟି ମଧ୍ୟ ନିର୍ଦ୍ଧାରଣ କରାଯାଏ । ଏଥିରେ ସାମାନ୍ୟ ଏପଟ ସେପଟ ହେଲେ ଜାଣିବେ ଆପଣ ପକାଉଥିବା ପେଟ୍ରୋଲ କିମ୍ବା ଡିଜେଲରେ ଖରାପ କ୍ୱାଲିଟିର, ଯାହାକୁ ଆମେ ଭେଜାଲ ବୋଲି କହିଥାଉ । ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମାନକ ଅନୁସାରେ ପେଟ୍ରୋଲର ଡେନ୍ସିଟି ୭୩୦ରୁ ୮୦୦ କିଲୋଗ୍ରାମ ପ୍ରତି କ୍ୟୁବିକ୍ ମିଟର ରଖାଯାଇଥିବାବେଳେ ଡିଜେଲର ଡେନ୍ସିଟି ପ୍ରତି କ୍ୟୁବିକ ପାଇଁ ୮୩୦ରୁ ୯୦୦ କିଲୋଗ୍ରାମ ରଖାଯାଇଛି । ଡେନ୍ସିଟି ମିଟରରେ ଏହି ନିର୍ଦ୍ଧାରିତ ମାନକ ଠାରୁ କମ୍ ବେଶି ହେଲେ ଜାଣିବେ ପେଟ୍ରୋଲରେ କିଛି ଅପମିଶ୍ରଣ ହୋଇଛି । ପ୍ରତି ମାସରେ ପେଟ୍ରୋଲ ଓ ଡିଜେଲର ଦରକୁ ସଂଶୋଧନ କରାଯିବା ଭଳି ପ୍ରତିଦିନ ସକାଳୁ ଡିଜେଲ ଓ ପେଟ୍ରୋଲର ଡେନ୍ସିଟି ଚେକ୍ କରି ଅପଡେଟ୍ କରାଯାଏ । ଏପରି ସ୍ଥଳେ ଆପଣ ଯଦି ଠକାମୀରୁ ବଞ୍ଚିବାକୁ ଚାହାଁନ୍ତି ତାହାଲେ ଏଣିକି କେବଳ ୦,୦୦ ମିଟର ନୁହେଁ ବରଂ ଡେନ୍ସଟି ମିଟର ଉପରେ ଧ୍ୟାନ ଦିଅନ୍ତୁ ।

Tags: NULL
ShareTweetSendShare

RelatedNews

ସେନ୍‌ସେକ୍ସ ରେକର୍ଡ ବୃଦ୍ଧି: ଆର୍ଥିକ ବୃଦ୍ଧିରେ ଆତ୍ମବିଶ୍ୱାସର ପ୍ରତିବିମ୍ବ
Business

ସେନ୍‌ସେକ୍ସ ରେକର୍ଡ ବୃଦ୍ଧି: ଆର୍ଥିକ ବୃଦ୍ଧିରେ ଆତ୍ମବିଶ୍ୱାସର ପ୍ରତିବିମ୍ବ

ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ଧରା ନିଷେଧ
Latest News

ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ଧରା ନିଷେଧ

LPG ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ
ଜାତୀୟ

LPG ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ

ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ସୁନାର ବୃହତ ଭଣ୍ଡାର ଠାବ
ଜାତୀୟ

ରାଜଧାନୀରେ 90ହଜାର ହେଲା ସୁନା ଦର

ହୋଲିରେ ଜମିବ ବେପାର: ଦେଶରେ ହେବ 60 ହଜାର କୋଟି
ବ୍ୟବସାୟ

ହୋଲିରେ ଜମିବ ବେପାର: ଦେଶରେ ହେବ 60 ହଜାର କୋଟି

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.