Saturday, May 10, 2025
No Result
View All Result
Odisha 365

Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home କ୍ରୀଡା

ମାଷ୍ଟରବ୍ଲାଷ୍ଟର ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି

param by param
Jul 22, 2023, 08:15 pm GMT+0530
FacebookTwitterWhatsAppTelegram

ନ୍ୟୁଜ 365 (ବ୍ୟୁରୋ): ଇଣ୍ଡିଜ ବିପକ୍ଷରେ ୫୦୦ତମ ମ୍ୟାଚ୍‌ରେ ୭୬ତମ ଶତକ ହାସଲ କରିଛନ୍ତି ବିରାଟ କୋହଲି । ବିରାଟଙ୍କ ନାଁରେ ସ୍ଥାପନ ହୋଇଛି ଅନେକ ରେକର୍ଡ। ମାଷ୍ଟ୍ରରବ୍ଳାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି କୋହଲି । କୋହଲି ତାଙ୍କ ଖଳ ଜୀବନର ୫୦୦ ତମ ମ୍ୟାଚ୍‌ରେ ଶତକ ହାସଲ କରିଥିବା ପ୍ରଥମ ଖେଳାଳି ହେବା ସହିତ ସର୍ବାଧିକ ରନ୍ ସ୍କୋର୍ କରିଛନ୍ତି । ସଚିନ ତେନ୍ଦୁଲକର ୫୦୦ତମ ମ୍ୟାଚ୍‌ରେ ୭୫ତମ ଶତକ ହାସଲ କରିଥିବା ବେଳେ ବିରାଟ ୭୬ଟି ଶତକ ମାରି ବିଶ୍ୱ କ୍ରିକେଟରେ ଅଧିକ ରନ୍ କରିବାରେ ହୋଇଛନ୍ତି ପଞ୍ଚମ ଖେଳାଳି। ଟେଷ୍ଟ ମ୍ୟାଚ୍‌ରେ ବିରାଟଙ୍କ ଏହା ୨୯ ତମ ଶତକ । ଚଳିତ ବର୍ଷ ଏହା ପୁର୍ବରୁ ସେ ବର୍ଡର ଗାଭାସ୍କର ଟ୍ରଫିରେ ଜବରଦସ୍ତ ଶତକ ହାସଲ କରିଥିଲେ ।ବିଶ୍ୱରେ ସର୍ବାଧିକ ରନ କରିବା ତାଲିକାରେ ପ୍ରଥମେ ସଚିନ ତେନ୍ଦୁଲକର,୨ୟ କୁମାର ସାଙ୍ଗାକାର,ତୃତୀୟ ରିକି ପଣ୍ଟିଂ,ଚତୁର୍ଥ ମହେଲା ଜୟବର୍ଧନ,୫ମରେ ରହିଛନ୍ତି ବିରାଟ କୋହଲି। ବିଶ୍ବ ଟେଷ୍ଟ ଚମ୍ପିୟାନସିପରେ ମଧ୍ୟ ଦ୍ରୁତ ରନ କରିବାରେ ହୋଇଛନ୍ତି ୨ୟ ଭାରତୀୟ।

୫ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ବିଦେଶ ମାଟିରେ ବିରାଟ କୋହଲି ମାରିଛନ୍ତି ଶତକ। ୩୪ ବର୍ଷିୟ କୋହଲି ଆଜି ୱେଷ୍ଟଣ୍ଡିଜ୍ ବିରୋଧରେ ତାଙ୍କର ୨୯ ତମ ଟେଷ୍ଟ ଶତକ ମାରିଛନ୍ତି। ତ୍ରିନିଡାଡର ପୋଟ ଅଫ୍ ସ୍ପେନ୍‌ରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦ୍ୱିନରେ ସେ ଏହି ରେକର୍ଡ ହାସଲ କରିଛନ୍ତି। ସେ ୧୮୦ଟି ବଲ୍‌ ଖେଳି ତାଙ୍କ ଶତକ ପୂରଣ କରିଥିଲେ। ଏଥିସହ ସେ ୫୦୦ ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ରେକର୍ଡ ମଧ୍ୟ ହାସଲ କରିଛନ୍ତି। ସେ ଏହି ମ୍ୟାଚ୍‌ରେ ମୋଟ ୨୦୬ଟି ବଲ୍‌ ଖେଳି ୧୨୧ ରନ୍‌ କରିଥିଲେ। ଯାହା ଭିତରେ ୧୧ ଚୌକା ଥିଲା। ଏହି ଶତକ ସହ ତାଙ୍କର ଅନ୍ତର୍ଜାତୀୟ ଶତକ ସଂଖ୍ୟା ୭୬ରେ ପହଞ୍ଚିଛି।ଭାରତ ଇଣ୍ଡିଜ ୧୦୦ତମ ଟେଷ୍ଟ, ରୋହିତ, ଜାଡେଜା,ଅଶ୍ବିନ,ଯଶସ୍ବୀଙ୍କ କମାଲ, ଖେଲିଲେ ଅର୍ଦ୍ଧଶତକୀୟ ପାରି, ନାକେଦମ୍ ଇଣ୍ଡିଜ ବୋଲର, ଦ୍ୱିତୀୟ ଟେଷ୍ଟ ୪୩୮ରନ କରି ଦୃଢ଼ ସ୍ଥିତିରେ ରହିଛି ଭାରତ।

ତ୍ରିନିଡାଡର ପୋଟ ଅଫ୍ ସ୍ପେନ୍‌ରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦ୍ୱିନରେ ସେ ଏହି ରେକର୍ଡ ହାସଲ କରିଛନ୍ତି। ସେ ୧୮୦ଟି ବଲ୍‌ ଖେଳି ତାଙ୍କ ଶତକ ପୂରଣ କରିଥିଲେ। ଏଥିସହ ସେ ୫୦୦ ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ରେକର୍ଡ ମଧ୍ୟ ହାସଲ କରିଛନ୍ତି। ସେ ଏହି ମ୍ୟାଚ୍‌ରେ ମୋଟ ୨୦୬ଟି ବଲ୍‌ ଖେଳି ୧୨୧ ରନ୍‌ କରିଥିଲେ। ଯାହା ଭିତରେ ୧୧ ଚୌକା ଥିଲା। ଏହି ଶତକ ସହ ତାଙ୍କର ଅନ୍ତର୍ଜାତୀୟ ଶତକ ସଂଖ୍ୟା ୭୬ରେ ପହଞ୍ଚିଛି।

କୋହଲି ୧୬ ଡିସେମ୍ୱର ୨୦୧୮ରେ ଅଷ୍ଟ୍ରେଲିଆ ବିରୋଧରେ ତାଙ୍କ ଶେଷ ଶତକ୧୨୩ ରନ୍ କରିଥିଲେ। ୧୬୭୭ ଦିନ ଓ ୩୧ଟି ଇନିଂସ୍ ପରେ ସେ ବିଦେଶ ମାଟିରେ ପୁଣି ଏକ ଶତକ ଲଗାଇବାରେ ସଫଳ ହୋଇଛନ୍ତି। ୱେଷ୍ଟଣ୍ଡିଜ୍ ବିରୋଧରେ ଏହା ତାଙ୍କର ତୃତୀୟ ଶତକ।ଟେଷ୍ଟ ଶତକ ମାମଲାରେ ଏହା କୋହଲି ଅଷ୍ଟ୍ରେଲିଆର ଡନ୍‌ ବ୍ରାଡମ୍ୟାନ୍‌ଙ୍କ ସମକକ୍ଷ ହୋଇଯାଇଛନ୍ତି। ଚଳିତ ବର୍ଷ କୋହଲିଙ୍କ ଟେଷ୍ଟ କ୍ରିକେଟରେ ଏହା ଦ୍ୱିତୀୟ ଶତକ। ଚଳିତ ବର୍ଷ ମାର୍ଚ୍ଚରେ କୋହଲି ଅଷ୍ଟ୍ରେଲିଆ ବିରୋଧରେ ୧୮୬ ରନ୍‌ର ବିଶାଳ ସ୍କୋର କରିଥିଲେ।

କୋହଲି ଦିନିକିଆରେ ହାସଲ କରିଛନ୍ତି ୪୭ ଶତକ । କୋହଲିଙ୍କ ପୂର୍ବରୁ ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚରେ କୌଣସି ବ୍ୟାଟ୍ସମ୍ୟାନ ଏହି ବିରଳ ସଫଳତା ହାସଲ କରିନାହାନ୍ତି । ନଭେମ୍ବର ୨୦୧୯ରୁ ୨୦୨୩ ଫେବ୍ରୁଆରି ପର୍ଯ୍ୟନ୍ତ ଖରାପ ଫର୍ମ ଦେଇ ଗତି କରୁଥିଲା ବେଳେ କୋହଲିଙ୍କ ଟେଷ୍ଟ୍ ଆଭରେଜ୍ ୫୦ ତଳକୁ ଖସିଯାଇଥିଲା । ଚଳିତ ବର୍ଷ ମାର୍ଚ୍ଚରେ ଅହମଦାବାଦଠାରେ ଅଷ୍ଟ୍ରେଲିଆ ବିପକ୍ଷରେ କୋହଲି ଶତକ ହାସଲ କରିବା ପରେ ଏଥିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିଲା । ଶୁକ୍ରବାର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳ ଜୀବନର ୨୯ତମ ଟେଷ୍ଟ ଶତକ ଅର୍ଜନ କରିବା ପରେ ତାଙ୍କ ବ୍ୟାଟିଂ ହାର ପୁଣି ଥରେ ୫୦ ଛୁଇଁବାର ଆଶା ସଂଚାର ହୋଇଛି ।

ଏହି ଶତକ ପରେ କୋହଲିଙ୍କ ଟେଷ୍ଟ୍ ବ୍ୟାଟିଂ ହାର ୪୯.୩୦ ରହିଛି । ଏଣୁ ଚଳିତ ଟେଷ୍ଟ୍‌ର ଦ୍ବିତୀୟ ପାଳିରେ ଯଦି ବ୍ୟାଟିଂ ସୁଯୋଗ ମିଳେ ତେବେ କୋହଲି ପୁଣି ଥରେ ଏହି ମାଇଲଖୁଣ୍ଟ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ୟଥା ଏଥିଲାଗି ତାଙ୍କୁ ଭାରତୀୟ କ୍ରିକେଟ୍ ଦଳର ପରବର୍ତ୍ତୀ ଶୃଙ୍ଖଳାକୁ ଅପେକ୍ଷା କରିବାକୁ ହେବ । କୋହଲିଙ୍କ ସମସାମୟିକଙ୍କ ମଧ୍ୟରେ ଏବି ଡି’ଭିଲିୟର୍ସ, ଷ୍ଟିଭେନ୍ ସ୍ମିଥ୍‌ଙ୍କ ଭଳି ଖେଳାଳିଙ୍କ ଟେଷ୍ଟ୍ ବ୍ୟାଟିଂ ହାର ୫୦ କିମ୍ବା ତା’ଠାରୁ ଅଧିକ ରହିଛି । ଅନ୍ୟ କିଂବଦନ୍ତି ଖେଳାଳିଙ୍କ ମଧ୍ୟରେ ସଚିନ ତେନ୍ଦୁଲକର, ଭିଭିଆନ୍ ରିଚାର୍ଡସ, ଆଲାନ ବର୍ଡର, ରାହୁଲ ଦ୍ରାବିଡ଼, ଜାଭେଦ ମିଆଁଦାଦ ସୁନୀଲ ଗାଭାସ୍କର ଆଦିଙ୍କ ବ୍ୟାଟିଂ ହାର ୫୦ କିମ୍ବା ତା’ଠାରୁ ଅଧିକ ରହିଛି । ମହାନ ଖେଳାଳି ଡନ୍ ବ୍ରାଡମ୍ୟାନଙ୍କ ବ୍ୟାଟିଂ ହାର ସର୍ବାଧିକ ୯୯.୯୪ ଥିଲେ ମଧ୍ୟ ସେ ୫୨ ଟେଷ୍ଟ୍ ଖେଳିଛନ୍ତି ।୨୦ ଜୁଲାଇ ୨୦୨୩ଠୁ ଆରମ୍ଭ ହୋଇଥିବା ଭାରତ-ୱେଷ୍ଟଇଣ୍ଡିଜ୍ ୧୦୦ ତମ ଟେଷ୍ଟ ମ୍ୟାଚ୍ ହୋଇଛି ଏୌତିହାସିକ, ପ୍ରଥମ ଟେଷ୍ଟରେ ଭାରତ ଇନିଂସ ବିଜୟ ସହ ୧-୦ରେ ଆଗୁଆ ରହିଛି । ୨ୟ ଟେଷ୍ଟ ଜିତି ସିରିଜ ଜିତିବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ।

Tags: NULL
ShareTweetSendShare

RelatedNews

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଚେନ୍ନାଇ ସୁପର କିଙ୍ଗସକୁ ହରାଇଲା ପଞ୍ଜାବ କିଙ୍ଗସ
Latest News

ଚେନ୍ନାଇ ସୁପର କିଙ୍ଗସକୁ ହରାଇଲା ପଞ୍ଜାବ କିଙ୍ଗସ

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ରବିଚନ୍ଦ୍ରନ ଅଶ୍ୱିନ
Latest News

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ରବିଚନ୍ଦ୍ରନ ଅଶ୍ୱିନ

ଆଇସିସି ମହିଳା ବିଶ୍ବକପ ଖେଳି ପାରିବନି ପାକିସ୍ତାନ
Latest News

ଆଇସିସି ମହିଳା ବିଶ୍ବକପ ଖେଳି ପାରିବନି ପାକିସ୍ତାନ

ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ହତ୍ୟା ଧମକ
Latest News

ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ହତ୍ୟା ଧମକ

Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.