Saturday, May 10, 2025
No Result
View All Result
Odisha 365

Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ବିଜ୍ଞାନ ଏବଂ ବ tech ଷୟିକ ଜ୍ଞାନ |

ବିଦେଶରେ ବଢିବ ୟୁପିଆଇ କାରବାର, ୟୁପିଆଇ ଜରିଆରେ କାରବାରକୁ ସହଜ କରିବାକୁ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ

param by param
Jul 17, 2023, 11:21 pm GMT+0530
FacebookTwitterWhatsAppTelegram

ନ୍ୟୁଜ 365 (ବ୍ୟୁରୋ) ଡିଜିଟାଲ୍ କାରବାର କ୍ଷେତ୍ରରେ ବିଶ୍ବ ଦରବାରରେ ଭାରତକୁ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିବା ଦେଶୀ ୟୁନିଫାଏଡ୍‌ ପେମେଣ୍ଟ୍‌ ଇଣ୍ଟରଫେସ୍ (ୟୁପିଆଇ) ଏବେ ବିଦେଶରେ ବେଶ ଲୋକପ୍ରିୟ ହେବାରେ ଲାଗିଛି। ବହୁ ଦେଶ ଏହାକୁ ସୀମାପାର କାରବାର ଲାଗି ଗ୍ରହଣ କରୁଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ସମୟରେ ଫ୍ରାନ୍ସ ଓ ୟୁଏଇ ୟୁପିଆଇ କାରବାରକୁ ଗ୍ରହଣ କରିଛନ୍ତି। ଭାରତୀୟମାନେ ଏହି ସବୁ ଦେଶ ଭ୍ରମଣ କରିବା ବେଳେ ୟୁପିଆଇ ମାଧ୍ୟମରେ ବା କ୍ୟୁଆର୍‌ କୋଡ୍ ସ୍କାନ୍ କରି ପେମେଣ୍ଟ୍‌ କରିପାରିବେ।ସୀମାପାର ଅର୍ଥ ପ୍ରେରଣ ଏକ ବ୍ୟୟବହୁଳ ବ୍ୟପାର। ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ସଂସ୍ଥା ଜରିଆରେ ସେହି କାରବାର କରିବା ବେଳେ ମୋଟା ଅଙ୍କର ଫି’ ଗଣିବାକୁ ପଡ଼ୁଛି। ୟୁପିଆଇ ଜରିଆରେ ସେହି କାରବାରକୁ ସହଜ, ସରଳ ଓ ନିରବଚ୍ଛିନ୍ନ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।

ଦେଶ ଭିତରେ ଡିଜିଟାଲ୍ କାରବାରରେ ବିପ୍ଳବ ଆଣି ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିବା ପରେ ଏବେ ଏହା ରେମିଟାନ୍ସ କ୍ଷେତ୍ରରେ ବିପ୍ଳବ ଆଣିବାକୁ ଯାଉଛି। ଚଳିତ ବର୍ଷ ଜାନୁଆରି ସରକାର ଘୋଷଣା କରିଥିଲେ ଯେ ୧୦ଟି ଦେଶରେ ‌ବାସ କରୁଥିବା ଭାରତୀୟମାନେ ୟୁପିଆଇ ବ୍ୟବହାର କରିପାରିବେ। ସେହି ତାଲିକାରେ ସିଙ୍ଗାପୁର, ‌ଅଷ୍ଟ୍ରେଲିଆ, କାନାଡା, ହଂକଂ, ଓମାନ, କତାର, ଆମେରିକା, ସାଉଦି ଆରବ, ୟୁଏଇ ଓ ବ୍ରିଟେନ୍‌ ନାମ ଥିଲା। ୨୦୨୧ ଜୁଲାଇରେ ପ୍ରଥମ ବିଦେଶ ରାଷ୍ଟ୍ର ଭାବେ ଭୁଟାନରେ ୟୁପିଆଇ କାରବାର ଆରମ୍ଭ ହୋଇଥିଲା। ୟୁପିଆଇ ୨୦୨୨ ମାର୍ଚ୍ଚରେ ନେପାଳ ଓ ଅକ୍ଟୋବରରେ ଓମାନ ଯାତ୍ରା କରିଥିଲା। ମାଲେସିଆରେ ୟୁପିଆଇ ପ୍ରଚଳନ ପାଇଁ ସେଠାକାର ସଂସ୍ଥା ଲିକ୍ବିଡ୍ ଗ୍ରୁପ୍ ସହ ବୁଝାମଣା ହୋଇଥିଲା। ସେହି ସଂସ୍ଥା ମାଲେସିଆ‌, ଥାଇଲ୍ୟାଣ୍ଡ୍‌, ଫିଲିପାଇନ୍ସ, ଭିଏତ୍‌ନାମ, ସିଙ୍ଗାପୁର, କାମ୍ବୋଡିଆ, ହଂକଂ, ତାଇୱାନ, ଦକ୍ଷିଣ କୋରିଆ ଓ ଜାପାନ ଭଳି ୧୦ଟି ଦେଶରେ କ୍ୟୁଆର୍‌ କୋଡ୍‌ ସ୍କାନ୍ କରି ପେମେଣ୍ଟ୍‌ ସୁବିଧା ପ୍ରଦାନ କରୁଛି। ୨୦୨୨ ଅଗଷ୍ଟରେ ଦ୍ବିପାକ୍ଷିକ କ୍ୟୁଆର୍‌ କୋଡ୍ କାରବାର ଲାଗି ଭାରତ ଓ ବ୍ରିଟେନ୍ ମଧ୍ୟରେ ବୁଝାମଣା ହୋଇଥିଲା। ୨୦୨୩ ଫେବ୍ରୁଆରିରେ ୟୁପିଆଇ ପାଇଁ ଭାରତ ଓ ସିଙ୍ଗାପୁର ମଧ୍ୟରେ ଚୁକ୍ତି ହୋଇଥିଲା।

ଭାରତରେ ୨୦୧୬ରେ ୟୁପିଆଇ ଆରମ୍ଭ ହୋଇଥିଲା ଯାହା ଭାରତୀୟ ରିଜର୍ଭ ବ୍ୟାଙ୍କ ଗଠନ କରିଥିବା ନ୍ୟାସନାଲ୍ ପେମେଣ୍ଟ୍‌ କର୍ପୋରେସନ୍ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ଅଧୀନରେ ପରିଚାଳିତ ହେଉଛି। ଏହା ହେଉଛି ଏକ ମୋବାଇଲ୍‌ ଭିତ୍ତିକ ତ୍ବରିତ ପେମେଣ୍ଟ୍‌ ବ୍ୟବସ୍ଥା ଯାହାକୁ ବ୍ୟବହାର କରି ଲୋକମାନେ କ୍ୟୁ‌ଆର୍‌ କୋଡ୍ ସ୍କାନ୍, ମୋବାଇଲ୍‌ ନମ୍ବର ଆଦି ଜରିଆରେ ଆଖିପିଛୁଳାକେ ପେମେଣ୍ଟ୍‌ କରୁଛନ୍ତି। ଏହି ବ୍ୟବସ୍ଥା ଦିନରାତି ଚବିଶ ଘଣ୍ଟା ଉପଲବ୍ଧ ରହିଛି। ବ୍ୟାଙ୍କ ଖାତା ଓ ଇଣ୍ଟ‌ରନେଟ୍‌ ସଂଯୋଗ ଥିବା ସ୍ମାର୍ଟଫୋନ୍ ଥିଲେ ଯେକେହି ୟୁପିଆଇକୁ ବ୍ୟବହାର କରିପାରିବେ। ଫିଚର୍‌ ଫୋନ୍ ଗ୍ରାହକମାନଙ୍କ ଲାଗି ମଧ୍ୟ ୟୁପିଆଇ ଲାଇଟ୍‌ ଆରମ୍ଭ କରାଯାଇଛି।

Tags: NULL
ShareTweetSendShare

RelatedNews

ଡ୍ରୋନକୁ ଖସାଇବ ଉଚ୍ଚ-ଶକ୍ତିଶାଳୀ ଲେଜର-ବେସଡ୍ ଓ୍ୱିପନ୍
ବିଜ୍ଞାନ ଏବଂ ବ tech ଷୟିକ ଜ୍ଞାନ |

ଡ୍ରୋନକୁ ଖସାଇବ ଉଚ୍ଚ-ଶକ୍ତିଶାଳୀ ଲେଜର-ବେସଡ୍ ଓ୍ୱିପନ୍

ଓଡ଼ିଶା ଉପକୂଳରୁ ସ୍ୱଦେଶୀ ଭିଏଲ-ଏସଆର-ଏସଏଏମ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ
Latest News

ଓଡ଼ିଶା ଉପକୂଳରୁ ସ୍ୱଦେଶୀ ଭିଏଲ-ଏସଆର-ଏସଏଏମ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ

ସୁନିତା ୱିଲିୟମ୍ସଙ୍କ ଘରକୁ ଫେରିବେ: ଚାରିଆଡୁ ମକ୍ସଙ୍କୁ ମିଳୁଛି ଶୁଭେଚ୍ଛା
Latest News

ସୁନିତା ୱିଲିୟମ୍ସଙ୍କ ଘରକୁ ଫେରିବେ: ଚାରିଆଡୁ ମକ୍ସଙ୍କୁ ମିଳୁଛି ଶୁଭେଚ୍ଛା

ନିରାକାରପୁର ପୂରାତନ କ୍ଷେତ୍ରବାସୀ ଡିଏଭି କଲେଜର ସର୍ବାଙ୍ଗୀନ ବିକାଶ ଜରୁରୀ
Latest News

ନିରାକାରପୁର ପୂରାତନ କ୍ଷେତ୍ରବାସୀ ଡିଏଭି କଲେଜର ସର୍ବାଙ୍ଗୀନ ବିକାଶ ଜରୁରୀ

ଗୁଗୁଲ ମ୍ୟାପ ନେଲା  ଷ୍ଟେସନ ମାଷ୍ଟରକଙ୍କ ଜୀବନ
ବିଜ୍ଞାନ ଏବଂ ବ tech ଷୟିକ ଜ୍ଞାନ |

ଗୁଗୁଲ ମ୍ୟାପ ନେଲା ଷ୍ଟେସନ ମାଷ୍ଟରକଙ୍କ ଜୀବନ

Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.