Saturday, May 10, 2025
No Result
View All Result
Odisha 365

Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home କ୍ରୀଡା

ବ୍ୟାଟିଂରେ ବି କମାଲ କଲା ଟିମ ଇଣ୍ଡିଆ

param by param
Jul 14, 2023, 06:59 pm GMT+0530
FacebookTwitterWhatsAppTelegram

ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍‌ ଆରମ୍ଭରୁ ଭାରତୀୟ ଖେଳାଳି ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ପ୍ରଥମ ଦିବସରେ ଘ‌ରୋଇ ଦଳ ମାତ୍ର ୧୫୦ ରନ୍‌ରେ ସମସ୍ତ ୱିକେଟ୍ ହରାଇଥିଲା। ଜବାବରେ ଦ୍ବିତୀୟ ଦିନରେ ଭାରତ ଚା’ପାନ ବିରତୀ ବେଳକୁ ରୋହିତ ଶର୍ମା ଏବଂ ପଦାର୍ପଣକାରୀ ଯଶସ୍ବୀ ଜୟସ୍ବାଲ୍‌ଙ୍କ ଦ୍ବିଶତକ ଭାଗୀଦାରି ବଳରେ ୨୪୫/୨ କରିଛି। ୨୨୯ ରନ୍‌ର ଏହି ଓପନିଂ ଭାଗୀଦାରି ଇଣ୍ଡିଜ୍‌ ବିପକ୍ଷରେ ଭାରତର ଶ୍ରେଷ୍ଠ। ଜୟସ୍ବାଲ୍‌ (୧୧୬*) ଶତକ ଅର୍ଜନ କରିଥିବା ବେବେଳ ବିରାଟ କୋହଲି (୪*) ବ୍ୟାଟିଂ କରୁଥିଲେ। ପ୍ରଥମ ଦିନର ଅସମାପ୍ତ ପାଳି ୮୦/୦ରୁ ଖେଳିବା ଆରମ୍ଭ କରିଥିବା ଭାରତ ଦ୍ବିତୀୟ ଦିନରେ ରୋହିତ (୧୦୩) ଓ ଶୁବମନ ଗିଲ୍‌ (୬) ଙ୍କୁ ହରାଇଛି। ଏହି ଶତକ ସହ ଜୟସ୍ବାଲ ଅନେକ ମାଇଲଖୁଣ୍ଟରେ ସାମିଲ ହୋଇଛନ୍ତି। ଟେଷ୍ଟ ପଦାର୍ପଣରେ ଓପନର୍‌ ଭାବେ ଶତକ ଅର୍ଜନ କରିବା‌ରେ ସେ ତୃତୀୟ ଭାରତୀୟ ହୋଇଛନ୍ତି। ତାଙ୍କ ପୂର୍ବରୁ ବୀରେନ୍ଦ୍ର ସେହବାଗ (୨୦୧୩, ମୋହାଲି, ଅଷ୍ଟ୍ରେଲିଆ ବିପକ୍ଷ), ପୃଥ୍ବୀ ସ’ (୨୦୧୮, ରଜାକୋଟ, ଇଣ୍ଡିଜ ବିପକ୍ଷ) ଏହି ସଫଳତା ପାଇଥିଲେ। ପଦାର୍ପଣରେ ଶତକ କରିବାରେ ସେ ମଧ୍ୟ ୧୭ତମ ଭାରତୀୟ। ଇଣ୍ଡିଜ୍‌ ବିପକ୍ଷରେ ରୋହିତ ଶର୍ମା (୨୦୧୩, କୋଲ୍‌କାତା) ଓ ପୃଥ୍ବୀ ସ’ (୨୦୧୮, ରାଜକୋଟ)ଙ୍କ ପରେ ପଦାର୍ପଣରେ ଶତକ ଅର୍ଜନ କରିବାରେ ସେ ତୃତୀୟ ଭାରତୀୟ। ଯୁବ ଭାରତୀୟ ଭାବେ ପଦାର୍ପଣରେ ଶତକ ମାରି‌ବାରେ ଚତୁର୍ଥ ସ୍ଥାନରେ ରହିଛନ୍ତି ଜୟସ୍ବାଲ। ସେ ୨୧ ବର୍ଷ ୨୧୯ ଦିନ ବୟସରେ ଏହି ସଫଳତା ପାଇଛନ୍ତି।

ଏହି ତାଲିକାରେ ଶୀର୍ଷରେ ଅଛନ୍ତି ପୃଥ୍ବୀ ସ’ (୧୮ ବର୍ଷ ୩୨୯ ଦିନ, ୨୦୧୮) ତାଙ୍କ ପଛକୁ ଅବାସ ଅଲୀ ବାଗ (୨୦ ବର୍ଷ ୧୨୬ ଦିନ, ୧୯୫୯) ଓ ଗୁଣ୍ଡପ୍ପା ବିଶ୍ବନାଥ (୨୦ ବର୍ଷ ୨୭୬ ଦିନ, ୧୯୬୯)। ପଞ୍ଚମରେ ମହମ୍ମଦ ଆଝାରୁଦ୍ଦିନ (୨୧ ବର୍ଷ ୩୨୭ ଦିନ, ୧୯୮୪) ରହିଛନ୍ତି। ପ୍ରଥମ ଦିନର ଅସମାପ୍ତ ପାଳି ୮୦/୦ରୁ ଖେଳିବା ଆରମ୍ଭ କରିଥିବା ଭାରତ କେବଳ ରୋହିତ (୧୦୩)ଙ୍କୁ ହରାଇଛି। ରୋହିତଙ୍କ ଏହା ନବମ ଶତକ। ଏହି ୱିକେଟ୍‌ଟି ଆଲିକ୍‌ ଅଥାଞ୍ଜି ନେଇଛନ୍ତି। ଏଥିପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍‌ ପାଇଁ ରବିଚନ୍ଦ୍ରନ ଅଶ୍ବିନ (୫/୬୦) ଓ ରବୀନ୍ଦ୍ର ଜାଦେଜା (୩/୨୬) ଦୁଃସ୍ବପ୍ନ ହୋଇଯାଇଥିଲେ। ଉଭୟ ୮ ୱିକେଟ୍‌ ଝଡ଼ାଇବା ସହ ବ୍ୟାଟରଙ୍କୁ ଅଧିକ ସମୟ ବ୍ୟାଟିଂ କରିବାକୁ ସୁଯୋଗ ଦେଉନଥିଲେ। କେବଳ ଆଲିକ୍‌ ଆଥାନେଜ୍‌ ୪୭ ରନ୍‌ କରିପାରିଥିଲା ବେଳେ ରାଖିମ କର୍ଣ୍ଣୱାଲ୍‌ ୧୯* ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। ସଂକ୍ଷିପ୍ତ ସ୍କୋର: ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି: ୬୪.୩ ଓଭରରେ ୧୫୦ (ଆଲିକ୍ ଆଥାନେଜ୍‌-୪୭, ରାଖିମ କର୍ଣ୍ଣୱାଲ୍‌-୧୯*, କ୍ରେଗ୍ ବ୍ରାଥ୍‌ୱେଟ୍‌-୨୦, ଜାସନ୍ ହୋଲ୍‌ଡର-୧୮, ରବିଚନ୍ଦ୍ରନ ଅଶ୍ବିନ-୫/୬୦, ରବୀନ୍ଦ୍ର ଜାଦେଜା-୩/୨୬, ଶାର୍ଦୁଳ ଠାକୁର-୧/୧୫, ମହମ୍ମଦ ସିରାଜ-୧/୨୫)। ଭାରତ ପ୍ରଥମ ପାଳି: ୭୮ ଓଭରରେ ୨୩୬/୧ (ରୋହିତ ଶର୍ମା-୧୦୩, ଯଶସ୍ବୀ ଜୟସ୍ବାଲ୍‌-୧୧୫*, ଆଲିକ୍‌ ଅଥାଞ୍ଜି ୧/୨୪)।

Tags: NULL
ShareTweetSendShare

RelatedNews

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଚେନ୍ନାଇ ସୁପର କିଙ୍ଗସକୁ ହରାଇଲା ପଞ୍ଜାବ କିଙ୍ଗସ
Latest News

ଚେନ୍ନାଇ ସୁପର କିଙ୍ଗସକୁ ହରାଇଲା ପଞ୍ଜାବ କିଙ୍ଗସ

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ରବିଚନ୍ଦ୍ରନ ଅଶ୍ୱିନ
Latest News

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ରବିଚନ୍ଦ୍ରନ ଅଶ୍ୱିନ

ଆଇସିସି ମହିଳା ବିଶ୍ବକପ ଖେଳି ପାରିବନି ପାକିସ୍ତାନ
Latest News

ଆଇସିସି ମହିଳା ବିଶ୍ବକପ ଖେଳି ପାରିବନି ପାକିସ୍ତାନ

ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ହତ୍ୟା ଧମକ
Latest News

ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ହତ୍ୟା ଧମକ

Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.