ନ୍ୟୁଜ 365 ( ବ୍ୟୁରୋ)
:
ଅନ୍ୟପକ୍ଷରେ କ୍ରୟ (ଭ।ରତୀୟ) ବର୍ଗରେ ତିନୋଟି ଅତିରିକ୍ତ ସ୍କର୍ପିନ୍ ଶ୍ରେଣୀର ବୁଡ଼।ଜ।ହଜ କିଣିବା ଲ।ଗି ଏଓଏନ୍କୁ ଡିଏସିର ମଞ୍ଜୁରି ମିଳିଛି। ମଜଗ।ଓଁ ଡକ୍ ଶିପ୍ ବିଲ୍ଡର୍ସ ଲିମିଟେଡ୍ (ଏମଡିଏଲ) ଦ୍ୱ।ର। ଏସବୁ ବୁଡ଼ାଜାହଜ ନିର୍ମାଣ କରାଯିବ । ଅଧିକ ସ୍ୱଦେଶୀ ଉପକରଣ ସହିତ ଅତିରିକ୍ତ ବୁଡ଼ାଜାହାଜ କିଣାଯିବା ଦ୍ୱ।ରା ଭ।ରତୀୟ ନୌସେନା ପ।ଇଁ ପ୍ରତିରକ୍ଷାସ୍ତରୀୟ ଏବଂ ପରିଚାଳନ।ଗତ ପ୍ରସ୍ତୁତିକୁ ବଜାୟ ରଖିବାରେ ସହ।ୟତା ମିଳିବ। ସେହିପରି ଘରୋଇ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହ। ମଧ୍ୟ ଏମଡିଏଲକୁ ନିଜର କ୍ଷମତ। ବୃଦ୍ଧି କରିବା ଓ ବୁଡ଼।ଜ।ହ।ଜ ନିର୍ମାଣ ଅଭିଜ୍ଞତ। ହ।ସଲ କରିବ।ରେ ସହ।ୟକ ହେବ। ଏହ।ବ୍ୟତୀତ ପୁଞ୍ଜି ଅଧିଗ୍ରହଣ ମାମଲ।ଗୁଡ଼ିକର ସବୁ ବର୍ଗରେ ଆବଶ୍ୟକ ସ୍ୱଦେଶୀ ଉପାଦାନ ଯୋଡ଼ିବା ଲକ୍ଷ୍ୟ ହ।ସଲ ପ।ଇଁ ମାର୍ଗଦର୍ଶିକ। ନିର୍ଦ୍ଧାରଣ କରିବ। ପ୍ରସ୍ତ।ବକୁ ମଧ୍ୟ ଡିଏସି ଅନୁମୋଦନ କରିଛି। ଏହ। ସ୍ୱଦେଶୀ ନିର୍ମାଣ ଜରିଆରେ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ ପ୍ରଯୁକ୍ତି ଓ ପ୍ରତିରକ୍ଷା ପ୍ଲାଟଫର୍ମ ଉପକରଣର ଦୀର୍ଘସ୍ଥାୟିତ୍ୱ ବଜ।ୟ ରଖିବ। କ୍ଷେତ୍ରରେ ‘ଆତ୍ମନିର୍ଭରଶୀଳତ।’ ହ।ସଲ କରିବାରେ ସହାୟକ ହେବ। ତେବେ ସେନାବାହିନୀରେ ନୂଆ ରାଫେଲ ଲଢ଼ୁଆ ବିମାନ ସାମିଲ ହେବା ଦ୍ୱାରା ପ୍ରତିରକ୍ଷା ବିଭାଗ ଆହୁରି ସୁଦୃଢ଼ ହେବ ।