Sunday, May 18, 2025
No Result
View All Result
Odisha 365

Latest News

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ

ସେହେବାଜ୍ ସରିଫ ଶେଷରେ ମାନିଲେ- ଭାରତ ଆକ୍ରମଣରେ ଜୋରଦାର କ୍ଷତି ହୋଇଛି

କାହିଁକି ଟ୍ରମ୍ପ ମୋଦିଙ୍କ ସହ ଖୋଲାଖୋଲି ଛିଡ଼ା ହେଉନାହାଁନ୍ତି?

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?

 ଦୁର୍ବଳ ହେଉଛି କି ଇଣ୍ଡି ମେଣ୍ଟ,ଚିନ୍ତାରେ କଂଗ୍ରେସ ଓ ବିରୋଧୀ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ତୁର୍କୀ ସାମଗ୍ରୀ ଉପରେ କଟକଣା ଲଗାଇଛନ୍ତି ଭାରତୀୟ ବ୍ୟବସାୟୀ

Ramesh Parida by Ramesh Parida
May 17, 2025, 05:16 pm GMT+0530
FacebookTwitterWhatsAppTelegram

ଦରକାର ନାହିଁ ତୁର୍କୀ ସେଓ, ଆମେ କିଣିବୁ କାଶ୍ମୀର ସେଓ..ପାକିସ୍ତାନ ସହ ମିଶି ଭାରତ ସହ ଯେମିତି ଲାଗିଛି ତୁର୍କୀ ସେମିତି ତାକୁ ପାନେ ଦେବୁ । ଆଉ କିଣିବିକା ବନ୍ଦ କରି ତୁର୍କୀର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେବୁ । ପାକିସ୍ତାନ ପରି ପାନେ ପାଇବ ତୁର୍କୀ । ମହଙ୍ଗା ପଡିବ ପାକିସ୍ତାନ ପ୍ରୀତି । କିଛି ଏମିତି ଢଙ୍ଗରେ କହି ତୁର୍କୀ ସାମଗ୍ରୀ ଉପରେ କଟକଣା ଲଗାଇଛନ୍ତି ଭାରତୀୟ ବ୍ୟବସାୟୀ ।  ଭାରତ ବିରୋଧରେ ପାକିସ୍ତାନକୁ ୪୦୦ ଡ୍ରୋନ ତୁର୍କୀ ଦେଇଥିବା କଥା ସ୍ପଷ୍ଟ ହେବା ପରେ ଏବେ ରାତି ପାଚି ନାଲି ହୋଇଛନ୍ତି ଭାରତୀୟ । ବ୍ୟବସାୟ କ୍ଷେତ୍ରରେ ତୁର୍କୀକୁ ପାନେ ଦେବାକୁ ଆଗେଇ ଆସି ଆକ୍ସନ ନେବା ଆରମ୍ଭ କରିଛନ୍ତି ।

ଦେଶର ବିଭିନ୍ନ ସ୍ଥାନରେ ତୁର୍କୀ ସାମଗ୍ରୀ ସହ ତୁର୍କୀ ଫଳ ଉପରେ କଟକଣା ଲଗାଇଛନ୍ତି ବ୍ୟବସାୟୀ ସଙ୍ଘ । ତେବେ ତୁର୍କୀ ସେଓ ଏବଂ ତୁର୍କୀ ଫଳକୁ ବ୍ୟାନ୍ କରିବା ପରେ ଏବେ କାଶ୍ମୀର ସେଓର ବଢିଛି ଚାହିଦା । କାଶ୍ମୀର ସେଓ କିଣିବାକୁ ଲୋକେ ପସନ୍ଦ କରୁଛନ୍ତି । ତୁର୍କୀ ସେଓ ନକିଣି ଲୋକେ କାଶ୍ମୀର ସେଓ କିଣୁଥିବା ଦେଖିବାକୁ ମିଳିଛି ।

ରାଜସ୍ଥାନ ଆଜମେରର ଫଳ ବ୍ୟବସାୟୀ ଅର୍ଜୁନ କହିଛନ୍ତି ଆମେ ତୁର୍କୀରୁ ଆସୁଥିବା ସେଓ ଏବଂ କ୍ୟୁଇକୁ ବ୍ୟାନ୍ କରିଛୁ । ଆଗାମୀ ଦିନରେ ତୁର୍କୀରୁ ଆସୁଥିବା ସବୁ ଫଳ ଉପରେ ରୋକ୍ ଲଗାଇବୁ । ବଜାରକୁ ପ୍ରବେଶ କରିବାକୁ ଦେବୁନି । ପାକିସ୍ତାନ ସହ ମିଶି ତୁର୍କୀ ଯେମିତି ଭାରତ ବିରୋଧରେ ଲାଗିଛି ତାକୁ ଆମେ ପାନେ ଦେବୁ ବୋଲି ସେ କହିଛନ୍ତି ।

ସେପଟେ ଗତକାଲି ଓଡ଼ିଶାର ଭଦ୍ରକ ସମେତ ଦେଶର ବିଭିନ୍ନ ସ୍ଥାନରେ ତୁର୍କୀ ଫଳ ଉପରେ ରୋକ ଲଗାଇବାର ଚିତ୍ର ଆସିଥିବା ବେଳେ ଦିଲ୍ଲୀରେ ଗତକାଲି ତୁର୍କୀ ଦୂତାବାସ ଅଭିମୁଖେ ଯାତ୍ରା କକି ବିରୋଧ ପ୍ରଦର୍ଶନ କରାଯାଇଛି । ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଏହି ପ୍ରତିବାଦ କରାଯାଇଥିବା ବେଳେ ତୁର୍କୀ ପତାକାକୁ ଚିରା ଯାଇଛି ।

Tags: INDIAnewsodishaTOP NEWS
ShareTweetSendShare

RelatedNews

IPL ଆରମ୍ଭ, ସୁରକ୍ଷା କାରଣରୁ ବନ୍ଦ ଥିଲା ମ୍ୟାଚ୍
Opinion

IPL ଆରମ୍ଭ, ସୁରକ୍ଷା କାରଣରୁ ବନ୍ଦ ଥିଲା ମ୍ୟାଚ୍

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ
Latest News

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ
Latest News

ସେହେବାଜ୍ ସରିଫ ଶେଷରେ ମାନିଲେ- ଭାରତ ଆକ୍ରମଣରେ ଜୋରଦାର କ୍ଷତି ହୋଇଛି

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?
Latest News

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?

 ଦୁର୍ବଳ ହେଉଛି କି ଇଣ୍ଡି ମେଣ୍ଟ,ଚିନ୍ତାରେ କଂଗ୍ରେସ ଓ ବିରୋଧୀ
Latest News

 ଦୁର୍ବଳ ହେଉଛି କି ଇଣ୍ଡି ମେଣ୍ଟ,ଚିନ୍ତାରେ କଂଗ୍ରେସ ଓ ବିରୋଧୀ

Latest News

IPL ଆରମ୍ଭ, ସୁରକ୍ଷା କାରଣରୁ ବନ୍ଦ ଥିଲା ମ୍ୟାଚ୍

IPL ଆରମ୍ଭ, ସୁରକ୍ଷା କାରଣରୁ ବନ୍ଦ ଥିଲା ମ୍ୟାଚ୍

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ

ତୁର୍କୀ ସାମଗ୍ରୀ ଉପରେ କଟକଣା ଲଗାଇଛନ୍ତି ଭାରତୀୟ ବ୍ୟବସାୟୀ

ତୁର୍କୀ ସାମଗ୍ରୀ ଉପରେ କଟକଣା ଲଗାଇଛନ୍ତି ଭାରତୀୟ ବ୍ୟବସାୟୀ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ

ସେହେବାଜ୍ ସରିଫ ଶେଷରେ ମାନିଲେ- ଭାରତ ଆକ୍ରମଣରେ ଜୋରଦାର କ୍ଷତି ହୋଇଛି

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?

କାହିଁକି ଟ୍ରମ୍ପ ମୋଦିଙ୍କ ସହ ଖୋଲାଖୋଲି ଛିଡ଼ା ହେଉନାହାଁନ୍ତି?

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?

 ଦୁର୍ବଳ ହେଉଛି କି ଇଣ୍ଡି ମେଣ୍ଟ,ଚିନ୍ତାରେ କଂଗ୍ରେସ ଓ ବିରୋଧୀ

 ଦୁର୍ବଳ ହେଉଛି କି ଇଣ୍ଡି ମେଣ୍ଟ,ଚିନ୍ତାରେ କଂଗ୍ରେସ ଓ ବିରୋଧୀ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ସାରା ବିଶ୍ବ ଭ୍ରମଣ କରି ପାକିସ୍ତାନର ଅସଲ ଚେହେରା ଓ ତାର ଆତଙ୍କୀ କାର୍ଯ୍ଯକଳାପ କଥା କହିବେ ସାଂସଦ

ଏକ ଦାୟିତ୍ବହୀନ ଏବଂ ବିଶ୍ବାସଘାତକ ରାଷ୍ଟ୍ର ହାତ‌ରେ ପରମାଣୁ ଅସ୍ତ୍ର ରହିବା ସୁରକ୍ଷିତ କି ?

କୌଣସି ବି ପରମାଣୁ ଅସ୍ତ୍ର ଭଣ୍ଡାରରୁ ବିକିରଣ ହୋଇନାହିଁ – ଆଇଏଇଏ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies