Saturday, May 17, 2025
No Result
View All Result
Odisha 365

Latest News

ତୁର୍କୀ ଭୂକମ୍ପରେ ଭାରତର କରିଥିଲା ସାହାଯ୍ୟ କିନ୍ତୁ ତୁର୍କୀ ପଛରୁ ଭୂସିଲା ଛୁରୀ

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା

 ପାକିସ୍ତାନ ଭାରତଠାରୁ ଯୁଦ୍ଧରେ ହାରିବା ତାର ଅଭ୍ୟାସ

ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

 ଦୁର୍ବଳ ହେଉଛି କି ଇଣ୍ଡି ମେଣ୍ଟ,ଚିନ୍ତାରେ ଚିଦାମ୍ବରମଙ୍କ

Ramesh Parida by Ramesh Parida
May 16, 2025, 05:05 pm GMT+0530
FacebookTwitterWhatsAppTelegram

ଦୁର୍ବଳ ହେଉଛି କି ଇଣ୍ଡି ମେଣ୍ଟ । ଏହି ଚର୍ଚ୍ଚା ଏବେ ଏଥିପାଇଁ ଜୋରସୋରରେ ଉଠିଛି କାରଣ ଆଉ କେହି ନୁହେଁ ବରଂ କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମଙ୍କବୟାନ ପାଇଁ । ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଚିଦାମ୍ବରମ ବିରୋଧୀ ମେଣ୍ଟ ଇଣ୍ଡିର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । କହିଛନ୍ତି , ବିରୋଧୀ ମେଣ୍ଟର ଭବିଷ୍ୟତ ଅନିଶ୍ଚିତତା ଭିତରେ ପଡିଲାଣି । ମେଣ୍ଟରେ ଦଳମାନଙ୍କ ମଧ୍ୟରେ ଏକତାର ଅଭାବ ଦେଖାଗଲାଣି ।  ମଜଭୁତ କିମ୍ବା ସ୍ଥିର ବି ନାହିଁ ଇଣ୍ଡି ମେଣ୍ଟ  । ଧୀରେ ଧୀରେ ଏହା ଭାଙ୍ଗିବାରେ ଲାଗିଛି ।

ଅନ୍ୟପଟେ ବିଜେପିର ଖୁବ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବକୁ ନେଇ ନିଜ ମନ କଥା କହିଛନ୍ତି । ବରିଷ୍ଠ ନେତା କହିଛନ୍ତି,  ମୋଦୀ ସରକାର ନିଜ ବୁଦ୍ଧିମତାର ପରିଚୟ ଦେଇଛନ୍ତି । ଧୈର୍ଯ୍ୟ ଓ ସନ୍ତୁଳନ ସହ ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି । ଅପରେସନ ସିନ୍ଦୂରକୁ ନେଇ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପ୍ରଶଂସାଯୋଗ୍ୟ । ବିଜେପି ସରକାର ପାକିସ୍ତାନକୁ ବଡ ଜବାବ ଦେବାରେ ସଫଳ ହୋଇଥିବା କହିଛନ୍ତି ପି. ଚିଦାମ୍ବରମ । ପୂର୍ବରୁ ଶଶୀ ଥରୁର ମଧ୍ୟ ମୋଦୀ ସରକାରଙ୍କ ବିଦେଶୀ ନୀତିଠୁ ନେଇ କୋଭିଡ ମୁକାବିଲା ପରିଚାଳନାକୁ ଭୁରି ପ୍ରଶଂସା କରିଥିଲେ । ଏପରିକି ବିଜେପି ନେତାମାନଙ୍କ ସହ ଫଟୋ ଉଠାଇବା ପରେ କଂଗ୍ରେସ ଶିବିରରେ କମ୍ପନ ଦେଖାଦେଇଥିଲା ।

Tags: INDIAodishaTOP NEWS
ShareTweetSendShare

RelatedNews

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?
ଜାତୀୟ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ
ଜାତୀୟ

ସାରା ବିଶ୍ବ ଭ୍ରମଣ କରି ପାକିସ୍ତାନର ଅସଲ ଚେହେରା ଓ ତାର ଆତଙ୍କୀ କାର୍ଯ୍ଯକଳାପ କଥା କହିବେ ସାଂସଦ

ଏକ ଦାୟିତ୍ବହୀନ ଏବଂ ବିଶ୍ବାସଘାତକ ରାଷ୍ଟ୍ର ହାତ‌ରେ ପରମାଣୁ ଅସ୍ତ୍ର ରହିବା ସୁରକ୍ଷିତ କି ?

ପାକିସ୍ତାନର ବନ୍ଧୁ ଥିବା ତାଲିବାନ ଏବେ ଭାରତ ଆଡ଼କୁ ଢଳୁଛି କାହିଁକି ?
ଜାତୀୟ

ପାକିସ୍ତାନର ବନ୍ଧୁ ଥିବା ତାଲିବାନ ଏବେ ଭାରତ ଆଡ଼କୁ ଢଳୁଛି କାହିଁକି ?

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା
Latest News

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା

Latest News

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?

 ଦୁର୍ବଳ ହେଉଛି କି ଇଣ୍ଡି ମେଣ୍ଟ,ଚିନ୍ତାରେ ଚିଦାମ୍ବରମଙ୍କ

 ଦୁର୍ବଳ ହେଉଛି କି ଇଣ୍ଡି ମେଣ୍ଟ,ଚିନ୍ତାରେ ଚିଦାମ୍ବରମଙ୍କ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ସାରା ବିଶ୍ବ ଭ୍ରମଣ କରି ପାକିସ୍ତାନର ଅସଲ ଚେହେରା ଓ ତାର ଆତଙ୍କୀ କାର୍ଯ୍ଯକଳାପ କଥା କହିବେ ସାଂସଦ

ଏକ ଦାୟିତ୍ବହୀନ ଏବଂ ବିଶ୍ବାସଘାତକ ରାଷ୍ଟ୍ର ହାତ‌ରେ ପରମାଣୁ ଅସ୍ତ୍ର ରହିବା ସୁରକ୍ଷିତ କି ?

ଏକ ଦାୟିତ୍ବହୀନ ଏବଂ ବିଶ୍ବାସଘାତକ ରାଷ୍ଟ୍ର ହାତ‌ରେ ପରମାଣୁ ଅସ୍ତ୍ର ରହିବା ସୁରକ୍ଷିତ କି ?

କୌଣସି ବି ପରମାଣୁ ଅସ୍ତ୍ର ଭଣ୍ଡାରରୁ ବିକିରଣ ହୋଇନାହିଁ – ଆଇଏଇଏ

କୌଣସି ବି ପରମାଣୁ ଅସ୍ତ୍ର ଭଣ୍ଡାରରୁ ବିକିରଣ ହୋଇନାହିଁ – ଆଇଏଇଏ

ପାକିସ୍ତାନର ବନ୍ଧୁ ଥିବା ତାଲିବାନ ଏବେ ଭାରତ ଆଡ଼କୁ ଢଳୁଛି କାହିଁକି ?

ପାକିସ୍ତାନର ବନ୍ଧୁ ଥିବା ତାଲିବାନ ଏବେ ଭାରତ ଆଡ଼କୁ ଢଳୁଛି କାହିଁକି ?

ତୁର୍କୀ ଭୂକମ୍ପରେ ଭାରତର କରିଥିଲା ସାହାଯ୍ୟ କିନ୍ତୁ ତୁର୍କୀ ପଛରୁ ଭୂସିଲା ଛୁରୀ

ତୁର୍କୀ ଭୂକମ୍ପରେ ଭାରତର କରିଥିଲା ସାହାଯ୍ୟ କିନ୍ତୁ ତୁର୍କୀ ପଛରୁ ଭୂସିଲା ଛୁରୀ

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

 ପାକିସ୍ତାନ ଭାରତଠାରୁ ଯୁଦ୍ଧରେ ହାରିବା ତାର ଅଭ୍ୟାସ

ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର

ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies