Saturday, June 7, 2025
No Result
View All Result
Odisha 365

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ଏକ ଦାୟିତ୍ବହୀନ ଏବଂ ବିଶ୍ବାସଘାତକ ରାଷ୍ଟ୍ର ହାତ‌ରେ ପରମାଣୁ ଅସ୍ତ୍ର ରହିବା ସୁରକ୍ଷିତ କି ?

Ramesh Parida by Ramesh Parida
May 16, 2025, 04:52 pm GMT+0530
FacebookTwitterWhatsAppTelegram

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଜମ୍ମୁ କାଶ୍ମୀରର ବାଦାମୀ ବାଗ୍‌ କ୍ୟାଣ୍ଟନମେଣ୍ଟ୍‌କୁ ଗସ୍ତ ଅବସରରେ ପାକିସ୍ତାନର ପରମାଣୁ ଅସ୍ତ୍ରଭଣ୍ଡାରକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ରାଜନାଥ କହିଛନ୍ତି,  ଆଜି ମୁଁ ଶ୍ରୀନଗର ମାଟିରୁ ଏହି ପ୍ରଶ୍ନ ଉଠାଇବାକୁ ଚାହୁଛି ଯେ ଏକ ଦାୟିତ୍ବହୀନ ଏବଂ ବିଶ୍ବାସଘାତକ ରାଷ୍ଟ୍ର ହାତ‌ରେ ପରମାଣୁ ଅସ୍ତ୍ର ରହିବା ସୁରକ୍ଷିତ କି ?  ତେବେ ପାକିସ୍ତାନର ପରମାଣୁ ଅସ୍ତ୍ର ଆଇଏଇଏ (ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥାନ) ନିରୀକ୍ଷଣରେ ରହିବା ଉଚିତ ବୋଲି ରାଜନାଥ କହିଛନ୍ତି।  ଯବାନଙ୍କୁ ଉଦ୍‌ବୋଧନ ଦେଇ ରାଜନାଥ କହିଛନ୍ତି, ପାକିସ୍ତାନ ଦ୍ବାରା ବାରମ୍ବାର  ଦାୟିତ୍ବହୀନ ପରମାଣୁ ଧମକ ଦିଆ‌ଯିବା ଘଟଣାର ବୈଶ୍ବିକ ଯାଞ୍ଚ ହେବା ଉଚିତ।  ପାକିସ୍ତାନ ପାଖରେ ଥିବା ପରମାଣୁ ଅସ୍ତ୍ରର ଅନ୍ତର୍ଜାତୀୟ ଅନୁଧ୍ୟାନ ହେବା ଉଚିତ।

ସମଗ୍ର ବିଶ୍ବ ଜାଣିଛି ‌ଯେ ଆମ ସେନାର ଲକ୍ଷ୍ୟ  ସ୍ଥିର ଏବଂ  ସେମାନେ ଯେତେବେଳେ ଟାର୍ଗେଟ୍‌ରେ ଆକ୍ରମଣ କରନ୍ତି ସେମାନେ ଶତ୍ରୁଙ୍କୁ ଧ୍ବଂସର ହିସାବ କରିବାପାଇଁ ଛାଡ଼ି ଦିଅନ୍ତି। ଆତଙ୍କବାଦ ବିରୋଧରେ ଭାରତର ପ୍ରତିଜ୍ଞା କେତେ ସୁଦୃଢ଼ ତାହା ଆମ କାର୍ଯ୍ୟରେ ପ୍ରତିଫଳିତ ହୋଇଛି। ପାକିସ୍ତାନ ଆଣବିକ ବ୍ଲାକମେଲ୍‌ କରୁଥିଲେ ମଧ୍ୟ ଭାରତ ଏହାକୁ ଖାତିର ନକରି ପାକ୍‌ ଆକ୍ରମଣର ଜବାବ ଦେଇଥିଲା। ପାକିସ୍ତାନ କିଭଳି   ଦାୟିତ୍ବହୀନ ଏବଂ ବେପରୁଆ ଭାବେ ଭାରତକୁ ଧମକ ଦେଇଥିଲା ତାହା ମଧ୍ୟ ସମଗ୍ର ବିଶ୍ବ ଦେଖିଛି।   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିକଟରେ କହିଥିଲେ ଯେ ଆମ ସେନା ପରମାଣୁ ବ୍ଲାକ୍‌ମେଲ୍‌କୁ ପ୍ରତିହତ କରିବା ସହ ଶତ୍ରୁକୁ ନିପାତ କରିବା ପାଇଁ ବଦ୍ଧପରିକର ।

ଉଲ୍ଲେଖଯୋଗ୍ୟ,  ଭାରତ ଓ ପାକିସ୍ତାନ ଏକ  ଅସ୍ତ୍ରବିରତି ଚୁକ୍ତିରେ ପହଞ୍ଚିବାର ୫ ଦିନ ପରେ ରାଜନାଥ ସିଂହ ଶ୍ରୀନଗରରେ ପହଞ୍ଚିଥିଲେ।  ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀଙ୍କ ସହ ରାଜନାଥ ଆଜି ଆଗୁଆ ପୋଷ୍ଟ୍‌ ଅଂଚଳ ବୁଲି ଦେଖିଥିଲେ।  ଅପରେସନ୍‌ ସିନ୍ଦୂର ସମୟରେ ନିୟନ୍ତ୍ରଣ ରେଖା ନିକଟରେ ସୈନିକଙ୍କ ବୀରତ୍ବକୂ ରାଜନାଥ ପ୍ରଶଂସା‌ କରିଛନ୍ତି। ସେ ପୁଣିଥରେ ସ୍ପଷ୍ଟ କରି କହିଛନ୍ତି ଯେ ଆତଙ୍କବାଦ ଏବଂ ପିଓକେ ବ୍ୟତୀତ ପାକିସ୍ତାନ ସହ ଅନ୍ୟ କୌଣସି କଥାବାର୍ତ୍ତା ହେବନାହିଁ। ଭ‌ାରତୀୟ ଇତିହାସରେ ସବୁଠାରୁ ବଡ଼ ଧରଣର ଆତଙ୍କବାଦ ନିରୋଧ ଅପରେସନ୍‌ ‘ଅପରେସନ୍‌ ସିନ୍ଦୂର’କୁ ରାଜନାଥ ପ୍ରଶଂସା କରିଛନ୍ତି।

Tags: INDIAodishaTOP NEWS
ShareTweetSendShare

RelatedNews

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ
Latest News

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଜାତୀୟ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?
Latest News

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.