Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home Latest News

ଜମ୍ମୁ-କାଶ୍ମୀର LoC ଉପରେ ତୀବ୍ର ଉତ୍ତେଜନା: ପାକିସ୍ତାନ ଛାନିଆ

Ramesh Parida by Ramesh Parida
Apr 30, 2025, 06:52 pm GMT+0530
FacebookTwitterWhatsAppTelegram

ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା (LoC) ଉପରେ ପାକିସ୍ତାନ ଦ୍ୱାରା ହେଉଥିବା ଯୁଦ୍ଧବିରତି ଉଲ୍ଲଂଘନ ପରେ, ଭାରତୀୟ ସେନା ଏକ ଦୃଢ଼ ଏବଂ ପ୍ରତିଶୋଧ ମୂଳକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପାକିସ୍ତାନୀ ବାହିନୀ ଭାରତୀୟ ପୋଷ୍ଟ ଉପରେ ଗୁଳିଚାଳନା କରୁଥିବା ବେଳେ, ଭାରତ ଏହାର ଉତ୍ତର ଦେବାକୁ ବାଧ୍ୟ ହୋଇଛି। ଏହି ଗୁଳିଚାଳନାରେ ପାକିସ୍ତାନର ଅନେକ ପୋଷ୍ଟ ଧ୍ବଂସ ହୋଇଥିବା ସୁରକ୍ଷାବାହିନୀ ପକ୍ଷରୁ କୁହାଯାଇଛି ।

ନୌଶେରା, ବାରମୁଲା, କୁପୱାଡ଼ା ଓ ସୁନ୍ଦରବାନୀ ଅଞ୍ଚଳରେ ଭାରତୀୟ ସେନାର ଗତିବିଧି ଦେଖି ପାକିସ୍ତାନ ସେନା ଛାନିଆ ହୋଇଛି ।  ଯାହାର ପରିଣାମରେ କିଛି ପାକିସ୍ତାନୀ ପୋଷ୍ଟ ଏବେ ଖାଲି ପଡ଼ି ନଷ୍ଟ ହୋଇଥିବା ଜଣାପଡିଛି ।  ଅନେକ ପାକିସ୍ତାନୀ ସୈନିକ ତାଙ୍କ ପୋଷ୍ଟ ଛାଡ଼ି ପଳାଇଯାଇଛନ୍ତି ଓ ପତାକା ହଟାଇଛନ୍ତି। କାରଣ ଭାରତୀୟ ସେନା ଆକ୍ରମଣ କରିବାର ଭୟ ସେମାନଙ୍କୁ ଘାରିଛି ।

ଭାରତର ପ୍ରତିକ୍ରିୟା ଦେଇ କହିଛି ସବୁ ପ୍ରଶ୍ନର ଉତ୍ତର ଠିକ୍ ସମୟରେ ମିଳିବ ।  ଯୁଦ୍ଧବିରତି ଚୁକ୍ତି ଉଲ୍ଲଂଘନର ଉତ୍ତର ଦୃଢ଼ ଓ ନିଷ୍ଠୁର ଭାବରେ ଦିଆଯିବ ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ପାକିସ୍ତାନ ଦ୍ୱାରା ଯୁଦ୍ଧବିରତି ଉଲ୍ଲଂଘନ ପରେ ଭାରତୀୟ ସେନା ଦୃଢ଼ ପ୍ରତିଶୋଧ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରିପୋର୍ଟ ଅନୁଯାୟୀ, କିଛି ପାକିସ୍ତାନୀ ସୈନିକଙ୍କ ପୋଷ୍ଟକୁ ଧ୍ବଂସ କରିଦେଇଛନ୍ତି ଭାରତୀୟ ସେନା । ତେଣୁ ପାକିସ୍ତାନ ସେନା ସୀମାର ଅଗ୍ରଭାଗରୁ ପଳାଇଛନ୍ତି ଓ ସେମାନଙ୍କ ରାଷ୍ଟ୍ରୀୟ ପତାକା ହଟାଇଛନ୍ତି।
ଏହି ପଦକ୍ଷେପ ପାକିସ୍ତାନୀ ସୈନ୍ୟର ମନୋବଳ ହ୍ରାସ କରିଛି । ସେମାନେ ଏବେ ଦୁର୍ବଳ ଥିବା ଚର୍ଚା ହେଉଛି ।  ନୌଶେରା, ସୁନ୍ଦରବାନୀ, ଅଖନୂର, ବାରମୁଲା ଓ କୁପୱାଡ଼ା ଅଞ୍ଚଳରେ ଭାରତୀୟ ସେନା ତୀବ୍ର ଗୁଳିଚାଳନା କରି ପାକିସ୍ତାନର ଆଉଟ୍ ପୋଷ୍ଟ ନଷ୍ଟ କରିଛି ।
ଅନେକ ସ୍ଥାନରେ ଦୁଇ ପକ୍ଷ ମଧ୍ୟରେ ଗୁଳି ଚାଳନା ହେଉଥିବା ଦେଖିବାକୁ ମିଳିଛି ।
ପାକିସ୍ତାନୀ ବାହିନୀ ଭାରତୀୟ ପୋଷ୍ଟଗୁଡ଼ିକୁ ଟାର୍ଗେଟ କରିଥିଲେ, କିନ୍ତୁ ଭାରତୀୟ ସେନା ପ୍ରତିଶୋଧ ମୂଳକ ଏବଂ ଶକ୍ତିଶାଳୀ ଉତ୍ତର ଦେଇଛନ୍ତି।
ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ କହିଛନ୍ତି – ଏହି ପ୍ରତିଶୋଧ ଯୁଦ୍ଧବିରତି ଚୁକ୍ତି ଉଲ୍ଲଂଘନ କୁହାଯାଇପାରେ । ପାକିସ୍ତାନର ନୋ-ଫ୍ଲାଇ ଜୋନ୍ ଘୋଷଣା କରିଛି । ଇସଲାମାବାଦ ଓ ଲାହୋର ଉପରେ ୨ ମଇ ପର୍ଯ୍ୟନ୍ତ ଅସ୍ଥାୟୀ ନୋ-ଫ୍ଲାଇ ଜୋନ୍ ଘୋଷଣା କରିଛି ପାକିସ୍ତାନ ସରକାର । ଏହି ନିଷେଧାଜ୍ଞା (NOTAM) ଭାରତୀୟ ବାୟୁଆକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଘୋଷଣା କରାଯାଇଛି। ସେପଟେ ଭାରତ ମଧ୍ୟ ପାକିସ୍ତାନ ବିମାନକୁ ଉଡିବା ପାଇଁ ଅନୁମତି ଦେଇନାହିଁ । ବେସାମରିକ ଓ ସୈନ୍ୟ ବିମାନଗୁଡ଼ିକୁ ଭାରତ କିଛି ସହର ଉପରେ ଉଡ଼ାଣ କରିବାକୁ ଅନୁମତି ଦେଇନାହିଁ। ଏହା ଆଗାମୀ ଯୁଦ୍ଧ ପାଇଁ ସଂକେତ ଦେଉଛି ।  ଆସନ୍ନ ପ୍ରତିଶୋଧ ଆଶଙ୍କା ସୂଚିତ କରୁଛି। ତେବେ ଭାରତ କଣ କରିବ ତାହା ପ୍ରକାଶ କରାଯାଇନାହିିଁ । ଏହି  ଘଟଣା ସୂଚିତ କରୁଛି ଯେ, LoC ଉପରେ ପରିସ୍ଥିତି ଗମ୍ଭୀର ଓ ଉତ୍ତେଜନାପୂର୍ଣ୍ଣ ଅବସ୍ଥାରେ ଅଛି। ଭାରତକୁ ପାକିସ୍ତାନ ଡରୁଛି କିନ୍ତୁ ତାହାର କାଶ୍ମୀର ଲୋଭ ମଧ୍ୟ ରହିଛି ।

ShareTweetSendShare

RelatedNews

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ
Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ
Latest News

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ
Latest News

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.