Monday, May 19, 2025
No Result
View All Result
Odisha 365

Latest News

ପାକିସ୍ତାନୀ ଗୁପ୍ତଚର ଜାଲରେ ଭାରତୀୟ ୟୁଟ୍ୟୁବର୍

ଥରୁରଙ୍କୁ ନେଇ କଂଗ୍ରେସ ଦୁଇଫାଳ, ଗୋଟିଏ ତୀରରେ ମୋଦୀଙ୍କ ଦୁଇଟି ଶିକାର

ଅପରେସନ୍ ସିନ୍ଦୂର’ ଓ ଆଇଏମଏଫ ସର୍ତ୍ତ: ପାକିସ୍ତାନର ଆର୍ଥିକ ଓ ରାଜନୈତିକ ସଙ୍କଟ

ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଏବଂ ପୁରୀ ଯୁବତୀ ପ୍ରିୟଙ୍କାଙ୍କ ପାକିସ୍ତାନ ଯାତ୍ରା ସନ୍ଦେହରେ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home Videos Business

ସେନ୍‌ସେକ୍ସ ରେକର୍ଡ ବୃଦ୍ଧି: ଆର୍ଥିକ ବୃଦ୍ଧିରେ ଆତ୍ମବିଶ୍ୱାସର ପ୍ରତିବିମ୍ବ

ଭାରତ-ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପ୍ରଭାବରେ ତଳକୁ ଖସୁଥିବା ଷ୍ଟକ୍ ବଜାର କାରବାରରେ ସୁଧାର ଘଟିଛି

Ramesh Parida by Ramesh Parida
Apr 29, 2025, 11:28 am GMT+0530
FacebookTwitterWhatsAppTelegram

ଭାରତ-ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପ୍ରଭାବରେ ସମସ୍ତେ ଚିନ୍ତିତ । ତେବେ ଏହାର ପ୍ରଭାବ ସେନସେକ୍ସ ଉପରେ ପଡ଼ିନାହିଁ ।  ଭାରତର ଶୀର୍ଷ ଶେୟର ବଜାର ସୂଚକାଙ୍କ, ସେନ୍‌ସେକ୍ସ, ଏକ ଚମତ୍କାର ସଂକେତ ଦେଇଛି। ଯାହା କହୁଛି ଭାରତର ଅର୍ଥନୀତି ଚିନ୍ତାରେ ନାହିଁ ।

ସେନ୍‌ସେକ୍ସ ୧୦୦୬ ପଏଣ୍ଟ ବୃଦ୍ଧି ପାଇଥିବାରୁ ନିବେଶକମାନେ ଖୁସି ପାଇଛନ୍ତି ।  ୮୦,୨୧୮ ପଏଣ୍ଟରେ ରହିବା ଭାରତୀୟ ଅର୍ଥନୀତିର ଆଶା, ନିବେଶ ଆକର୍ଷଣ ଓ ନୀତିମୂଳକ ସ୍ଥିରତାର ପ୍ରତିଫଳନ ବୋଲି କୁହାଯାଇପାରିବ ।

ଗତ ଏକ ବର୍ଷ ହେଲା ବିଶ୍ବରେ ଯୁଦ୍ଧ ପରିସ୍ଥିତି ଯୋଗ ବଜାର ଅସ୍ଥିର ରହିଛି ।ତେବେ ଭାରତ ସରକାର ଦ୍ୱାରା ଗ୍ରହଣ କରାଯାଇଥିବା “Make in India”, “Production Linked Incentive (PLI)”, “Digital India”, ଓ “Startup India” ଭଳି ଯୋଜନାମାନେ ବିଶ୍ୱସନୀୟ ଅବଧିରେ ବିନିଯୋଗକାରୀଙ୍କର ଆତ୍ମବିଶ୍ୱାସ ବଢ଼ାଇଛି। ସେଥିପାଇଁ ବଜାର ମାନ୍ଦା ଥିଲେ ମଧ୍ୟ ଏହାର ପ୍ରଭାବ ପଡ଼ୁନାହିଁ ।

ଏହା ସହିତ ସରକାରଙ୍କ ନୀତି ଶେୟର ବଜାରକୁ ଏକ ଦୃଢ଼ ସନ୍ଦେଶ ଦେଇଛି।  ବ୍ୟାଙ୍କିଂ, ଇଞ୍ଜିନିୟରିଂ, ଟେକନୋଲୋଜି ଓ ଇନଫ୍ରାସେକ୍ଟରରେ ଶେୟର ବୃଦ୍ଧି ପ୍ରମାଣ କରୁଛି ଯେ ଭାରତୀୟ ଅର୍ଥନୀତି ଦୃଢ଼ ମାନସିକତା ସହ ଆଗେଇଯାଉଛି।

ଏହି ବଜାର ବୃଦ୍ଧି କେନ୍ଦ୍ର ସରକାର ର ଆର୍ଥିକ ନୀତିରେ ବିଶ୍ୱାସ ଓ ସ୍ଥିରତାର  ସନ୍ଦେଶ ଦେଉଛି। ଅନ୍ତର୍ଜାତୀୟ ବଜାର ଅସ୍ଥିରତା ବାବଜୁଦ, ଭାରତ ଏକ ଶକ୍ତିଶାଳୀ ଉଦୟମାନ ଅର୍ଥନୀତିରୂପେ ଉଭୟ ଘରୋଇ ଓ ବିଦେଶୀ ନିବେଶକଙ୍କ ପାଇଁ ଆକର୍ଷଣ କେନ୍ଦ୍ର ବନିଛି।

ସେନ୍ସେକ୍ସର ଏହି ଏହି ବୃଦ୍ଧି ସୂଚାଇଛି ଯେ ଭାରତୀୟ ଅର୍ଥନୀତି ସଠିକ୍ ଦିଗରେ ଅଗ୍ରସର ଓ ଲୋକପ୍ରିୟ ନେତୃତ୍ୱ ଏହାକୁ ଆଗକୁ ଏନେଇଯାଉଛି।  ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ଭଲ କାରବାର ହୋଇଛି। ଏହାର ପ୍ରଭାବରେ ସେନ୍‌ସେକ୍ସ ୧୦୦୬ ପଏଣ୍ଟ ବୃଦ୍ଧି ପାଇ ୮୦,୨୧୮ ପଏଣ୍ଟରେ ବନ୍ଦ ହୋଇଛି।

ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୨୮୯ ପଏଣ୍ଟ ବଢ଼ି ୨୪,୩୨୮ ପଏଣ୍ଟରେ ବନ୍ଦ ହୋଇଛି। ଭାରତ-ପାକିସ୍ତାନ ଉତ୍ତେଜନା ଉପରେ ନିବେଶକମାନେ ନଜର ରଖିଥିଲେ ମଧ୍ୟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଉତ୍ସାହଜନକ ଆର୍ଥିକ ଫଳାଫଳ ଓ ଏସିଆର ବିଭିନ୍ନ ଦେଶରେ ଭଲ କାରବାର ହୋଇଥିବା ପ୍ରଭାବରେ ଭାରତରେ କାରବାର ଉତ୍ସାହଜନକ ରହିଥିଲା।

ନିଫ୍ଟିରେ ଆଇଟି ସୂଚୀକୁ ବାଦ ଦେଲେ ଅନ୍ୟ ସବୁ ପ୍ରକାର ସୂଚୀ ଯଥା ରାଷ୍ଟ୍ରାୟତ୍ତ ବ୍ୟାଙ୍କ, କଞ୍ଜ୍ୟୁମର ଡ୍ୟୁରେବଲ୍, ତୈଳ ଓ ଗ୍ୟାସ୍ ଓ ଘରୋଇ ବ୍ୟାଙ୍କ ସୂଚୀରେ ୧ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଥିଲା।

ବିଦେଶୀ ନିବେଶକମାନେ ମଧ୍ୟ ଲଗାତାର ଭାବେ ଭାରତୀୟ ଇକ୍ବିଟି ସେୟାର କିଣିବା ଜାରି ରଖିଛନ୍ତି। ଗତ ଆଠ ଦିନରେ ସେମାନେ ୩୨,୪୬୫ କୋଟି ଟଙ୍କା ନିବେଶ କରିଚନ୍ତି। ତେଣୁ ସେମାନଙ୍କ ପାଣ୍ଠି ପ୍ରତ୍ୟାହାରକୁ ନେଇ ପୂର୍ବରୁ ଯେଉଁ ଚିନ୍ତା ଥିଲା, ତାହା ଦୂର ହୋଇଛି। ଦୁର୍ବଳ ଡଲାର ଓ ଅଶୋଧିତ ତେଲ ଦରହ୍ରାସ ଭଳି ଖବର ବିଶ୍ବ ଅର୍ଥନୀତି ସ୍ଥିରତା ଆଡ଼କୁ ଫେରୁଥିବାର ସଙ୍କେତ ଦେଉଥିବାରୁ ନିବେଶକମାନଙ୍କ ମନୋବଳ ବଢ଼ିଛି। ବିଶେଷଜ୍ଞମାନଙ୍କ ମତରେ ଭାରତର ଅର୍ଥନୀତି ଏହା ଦ୍ବାରା ବିକାଶ ପଥରେ ଚାଲିଛି ।

Tags: INDIAnewsSensex Record Surge: A Reflection of Confidence in Economic Growth"
ShareTweetSendShare

RelatedNews

ପାକିସ୍ତାନୀ ଗୁପ୍ତଚର ଜାଲରେ ଭାରତୀୟ ୟୁଟ୍ୟୁବର୍
Latest News

ପାକିସ୍ତାନୀ ଗୁପ୍ତଚର ଜାଲରେ ଭାରତୀୟ ୟୁଟ୍ୟୁବର୍

ଥରୁରଙ୍କୁ ନେଇ କଂଗ୍ରେସ ଦୁଇଫାଳ, ଗୋଟିଏ ତୀରରେ ମୋଦୀଙ୍କ ଦୁଇଟି ଶିକାର
Latest News

ଥରୁରଙ୍କୁ ନେଇ କଂଗ୍ରେସ ଦୁଇଫାଳ, ଗୋଟିଏ ତୀରରେ ମୋଦୀଙ୍କ ଦୁଇଟି ଶିକାର

ଅପରେସନ୍ ସିନ୍ଦୂର’ ଓ ଆଇଏମଏଫ ସର୍ତ୍ତ: ପାକିସ୍ତାନର ଆର୍ଥିକ ଓ ରାଜନୈତିକ ସଙ୍କଟ
Latest News

ଅପରେସନ୍ ସିନ୍ଦୂର’ ଓ ଆଇଏମଏଫ ସର୍ତ୍ତ: ପାକିସ୍ତାନର ଆର୍ଥିକ ଓ ରାଜନୈତିକ ସଙ୍କଟ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଏବଂ ପୁରୀ ଯୁବତୀ ପ୍ରିୟଙ୍କାଙ୍କ ପାକିସ୍ତାନ ଯାତ୍ରା ସନ୍ଦେହରେ

IPL ଆରମ୍ଭ, ସୁରକ୍ଷା କାରଣରୁ ବନ୍ଦ ଥିଲା ମ୍ୟାଚ୍
Opinion

ତୁର୍କୀ ସାମଗ୍ରୀ ଉପରେ କଟକଣା ଲଗାଇଛନ୍ତି ଭାରତୀୟ ବ୍ୟବସାୟୀ

ତୁର୍କୀ ସାମଗ୍ରୀ ଉପରେ କଟକଣା ଲଗାଇଛନ୍ତି ଭାରତୀୟ ବ୍ୟବସାୟୀ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ

ସେହେବାଜ୍ ସରିଫ ଶେଷରେ ମାନିଲେ- ଭାରତ ଆକ୍ରମଣରେ ଜୋରଦାର କ୍ଷତି ହୋଇଛି

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?

କାହିଁକି ଟ୍ରମ୍ପ ମୋଦିଙ୍କ ସହ ଖୋଲାଖୋଲି ଛିଡ଼ା ହେଉନାହାଁନ୍ତି?

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.