Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home Latest News

୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ ଉପରେ କଟକଣା ପରେ ଚିନ୍ତାରେ ପାକିସ୍ତାନ

ପାକିସ୍ତାନ ପାଇଁ ମହଙ୍ଗା, ଭାରତ ବିରୋଧରେ କରୁଥିଲେ ପ୍ରଚାର

Ramesh Parida by Ramesh Parida
Apr 28, 2025, 05:24 pm GMT+0530
FacebookTwitterWhatsAppTelegram

ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ ଉପରେ କଟକଣା ଭାରତ କଟକଣା ଲଗାଇ ଡିଜିଟାଲ ଆକ୍ରମଣ କରିଛି । ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ ଉପରେ କଟକଣା ଲଗାଇଥିବାରୁ ଏହି ଚ୍ୟାନେଲ ଏବେ ଆର୍ଥିକ ଭାବେ କ୍ଷତି ସହିବ । ଗୃହମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସରକାର ବ୍ୟାନ୍ କରିଥିବାରୁ ଏହାର ରିଚ କମିବ, ଭିଉଜ କମିବ ।

କୋଟି କୋଟି ଭାରତୀୟ ଏହି ଚ୍ୟାନେଲ ଦେଖୁଥିବାରୁ ଏମାନଙ୍କ ଭାଉ ବଢ଼ିବା ସହ ଟଙ୍କା ମଧ୍ୟ କୋଟି କୋଟି ସେମାନେ ରୋଜଗାର କରୁଥିଲେ । ଉତ୍ତେଜନାମୂଳକ, ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରସାରଣ କରି ସେମାନେ ବିଭ୍ରାନ୍ତିକର ତଥ୍ୟ ଦେଉଥିଲେ । ଏହି  ଅଭିଯୋଗରେ ଭାରତ ସରକାର ଏହି ଚ୍ୟାନେଲମାନଙ୍କୁ ବ୍ୟାନ୍ କରିଛନ୍ତି ।

ଭାରତୀୟ ସେନା ଓ ସୁରକ୍ଷା କର୍ମୀଙ୍କ ବିରୋଧରେ ମିଥ୍ୟା ତଥ୍ୟ ପରିବେଷଣ କରୁଛନ୍ତି ଏହି ସବୁ ଚ୍ୟାନେଲ । ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ କେନ୍ଦ୍ର ସରକାର ଏପରି କଠୋର ପଦକ୍ଷେପ ନେଇଛନ୍ତି ।

୨୦୨୫ ଏପ୍ରିଲ୍ ୨୨ ରେ ଜମ୍ମୁ ଏବଂ କାଶ୍ମୀରର ପାହାଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ନିହତ ହେବା ପରେ, ଭାରତ ସରକାର ଏହି ଆକ୍ରମଣ ପଛରେ ଥିବା ଭ୍ରମାତ୍ମକ ତଥ୍ୟ ଓ ଭାରତ ବିରୋଧୀ ପ୍ରଚାର ରୋକିବା ପାଇଁ ପାକିସ୍ତାନ ଆଧାରିତ ୧୬ଟି ଯୁଟ୍ୟୁବ୍ ଚ୍ୟାନେଲ୍ ଉପରେ ପ୍ରତିବନ୍ଧ ଲଗାଇଛି।

ପ୍ରତିବନ୍ଧିତ ଚ୍ୟାନେଲ୍ ଗୁଡିକର ନାମ

Dawn News TV – ପାକିସ୍ତାନର ଅଗ୍ରଣୀ ଖବର ଚ୍ୟାନେଲ୍, ଯାହାର ୧.୯୬ ମିଲିୟନ୍ ସବସ୍କ୍ରାଇବର୍ ଅଛି। ଏବେ ଏହି ଚ୍ୟାନେଲ ମାଟି କାମୁଡ଼ିବ
Irshad Bhatti – ପ୍ରସିଦ୍ଧ ପାକିସ୍ତାନୀ ଟିଭି ପ୍ୟାନେଲିଷ୍ଟ ଇର୍ଶାଦ୍ ଭଟ୍ଟିଙ୍କ ଚ୍ୟାନେଲ୍, ୮.୨୭ ଲକ୍ଷ ସବସ୍କ୍ରାଇବର୍ ଅଛନ୍ତି ଏଥିରୁ ଅଧା ଭାରତୀୟ
Samaa TV – ପ୍ରସିଦ୍ଧ ନ୍ୟୁଜ୍ ଚ୍ୟାନେଲ୍, ଯାହାର ୧.୨୭ କୋଟି ସବସ୍କ୍ରାଇବର୍ ଅଛି। ଅଧିକାଂଶ ଭାରତୀୟ ଏହା ଆଉ ଦେଖିପାରିବେ ନାହିଁ
Geo News – ପାକିସ୍ତାନର ଅନ୍ୟ ଏକ ଅଗ୍ରଣୀ ଖବର ଚ୍ୟାନେଲ୍, ଯାହାର ଅଧିକ ସଂଖ୍ୟକ ଦର୍ଶକ ଅଛନ୍ତି ଭାରତୀୟ । ଏବେ ଏହାର ଏଜେଣ୍ଡା ପ୍ରକାଶ କରିପାରିବ ନାହିଁ
ARY News – ଅନ୍ୟ ଏକ ପ୍ରମୁଖ ନ୍ୟୁଜ୍ ଚ୍ୟାନେଲ୍, ଯାହା ଭାରତ ବିରୋଧୀ ତଥ୍ୟ ପ୍ରସାର କରୁଥିଲା। ତାକୁ ବଡ଼ ଝଟକା ଲାଗିଛି ।
Shahid Afridi Official – ପ୍ରସିଦ୍ଧ ପାକିସ୍ତାନୀ କ୍ରିକେଟର୍ ଶାହିଦ୍ ଆଫ୍ରିଦିଙ୍କ ଚ୍ୟାନେଲ୍, ଯାହାରେ ସେ ତାଙ୍କର ମତାମତ ପ୍ରକାଶ କରୁଥିଲେ। ଭାରତ ବିରୋଧରେ କହିବା ତାଙ୍କର ନିତିଦିିନିଆ ଅଭ୍ୟାସ ।
Basit Ali Official – ପୂର୍ବତନ କ୍ରିକେଟର୍ ବାସିତ୍ ଅଲିଙ୍କ ଚ୍ୟାନେଲ୍, ଯାହାରେ ସେ କ୍ରିକେଟ୍ ସମ୍ପର୍କିତ ବିଶ୍ଳେଷଣ ଦେଉଥିଲେ। କିନ୍ତୁ ଭାରତୀୟ ବିରୋଧୀ କଥା କହୁଥିଲେ ।
Bol News – ପ୍ରସିଦ୍ଧ ନ୍ୟୁଜ୍ ଚ୍ୟାନେଲ୍, ଯାହାରେ ଭାରତ ବିରୋଧୀ ତଥ୍ୟ ପ୍ରସାର କରାଯାଉଥିଲା। ଆଉ କଲେ ବି ଭାରତୀୟମାନେ ଦେଖିପାରିବେ ନାହିଁ
The Voice of Asia – ଏହି ଚ୍ୟାନେଲ୍ ମଧ୍ୟ ଭାରତ ବିରୋଧୀ ତଥ୍ୟ ପ୍ରସାର କରୁଥିଲା।
Reality Checks – ଏହି ଚ୍ୟାନେଲ୍ ମଧ୍ୟ ଭ୍ରମାତ୍ମକ ତଥ୍ୟ ପ୍ରସାର କରୁଥିଲା।
Discover Point – ଏହି ଚ୍ୟାନେଲ୍ ମଧ୍ୟ ଭାରତ ବିରୋଧୀ ତଥ୍ୟ ପ୍ରସାର କରୁଥିଲା।
AjTak Pakistan – ଏହି ଚ୍ୟାନେଲ୍ ମଧ୍ୟ ଭାରତ ବିରୋଧୀ ତଥ୍ୟ ପ୍ରସାର କରୁଥିଲା।
Kaiser Khan – ଏହି ଚ୍ୟାନେଲ୍ ମଧ୍ୟ ଭ୍ରମାତ୍ମକ ତଥ୍ୟ ପ୍ରସାର କରୁଥିଲା।
Bol Media – ଏହି ଚ୍ୟାନେଲ୍ ମଧ୍ୟ ଭାରତ ବିରୋଧୀ ତଥ୍ୟ ପ୍ରସାର କରୁଥିଲା।
Bol – ପ୍ରସିଦ୍ଧ ନ୍ୟୁଜ୍ ଚ୍ୟାନେଲ୍, ଯାହା ଭାରତ ବିରୋଧୀ ତଥ୍ୟ ପ୍ରସାର କରୁଥିଲା।
The Voice of Asia – ଏହି ଚ୍ୟାନେଲ୍ ମଧ୍ୟ ଭାରତ ବିରୋଧୀ ତଥ୍ୟ ପ୍ରସାର କରୁଥିଲା।

ଭାରତ ସରକାର ଏହି ଚ୍ୟାନେଲ୍ ଗୁଡିକୁ ଭାରତ ବିରୋଧୀ ଭ୍ରମାତ୍ମକ ତଥ୍ୟ ପ୍ରସାର କରିବା, ଭାରତର ସୁରକ୍ଷା ବଳ ଓ ନିତିଗତ ଅଂଗଗୁଡିକୁ ଲକ୍ଷ୍ୟ କରି ଭ୍ରମ ତିଆରି କରିବା ଓ ସାମ୍ପ୍ରଦାୟିକ ଭାବେ ସମ୍ବେଦନଶୀଳ ବିଷୟବସ୍ତୁ ପ୍ରସ୍ତୁତ କରିବା ପାଇଁ ଦାୟୀ ଭାବରେ ଚିହ୍ନଟ କରିଥିଲେ। ଏବେ ଏହି ଚାନେଲ ଭାରତରେ ଚାଲୁ ହୋଇପାରିବ ନାହିଁ

ଏହି ପ୍ରତିବନ୍ଧ ପାଇଁ ପାକିସ୍ତାନ ଚିନ୍ତା ବ୍ୟକ୍ତ କରିଛି  । କାରଣ ଏହାର ପ୍ରୋପାଗଣ୍ଡା ଏବେ କାମ କରିବ ନାହିଁ । କିଛି ବ୍ୟକ୍ତି ଏହାକୁ ଅଭିବ୍ୟକ୍ତି ସ୍ୱାଧୀନତା ଉପରେ ଆକ୍ରମଣ ବୋଲି କହୁଛନ୍ତି । କିିନ୍ତୁ ସେମାନେ ଭାରତ ବିରୋଧରେ ଯେତେବେଳେ ଖବର ପ୍ରସାରଣ ହେଉଛି , ଫେକ୍ ନିଉଜ ପ୍ରଚାର , ପ୍ରସାର କରାଯାଉଛି ସେତେବେଳେ ଚୁପ ରହୁଛନ୍ତି । ଏବେ ଚ୍ୟାନେଲ ବନ୍ଦ ପରେ ବାଟକୁ ଆସିଯିବେ ।

Tags: internationalodisha365pakistani youtube channelsTOP NEWS
ShareTweetSendShare

RelatedNews

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ
Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ
Latest News

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ
Latest News

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.