କାଳ ବୈଶାଖି ପରେ ରାଜ୍ୟରେ ପାରଦ ଉପରମୁହାଁ । ସକାଳ 8 ଟା ପରେ ଘରୁ ବାହାରିବା ମୁସକିଲ୍ ହୋଇପଡୁଛି । ପ୍ରବଳ ଗରମରେ ଆଉଟୁ ପାଉଟୁ ସଧାରଣ ଲୋକଙ୍କଠାରୁ ଜୀବଜନ୍ତୁ । ଆଜି ଦିନ 2ଟା 30 ସୁଦ୍ଧା 44ଡ଼ିଗ୍ରୀ ଅତିକ୍ରମ କଲା ତାତି । ସେପଟେ ଝାରସୁଗୁଡା ସବୁଠୁ ଉତପ୍ତ । ଝାରସୁଗୁଡାରେ 44.8°C ତାପମାତ୍ରା ରେକର୍ଡ ହୋଇଛି ।