Saturday, May 10, 2025
No Result
View All Result
Odisha 365

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home Latest News

ନବୀନ ନବମ ଥର ସଭାପତି

Ramesh Parida by Ramesh Parida
Apr 19, 2025, 03:52 pm GMT+0530
FacebookTwitterWhatsAppTelegram

ବିଜୁ ଜନତା ଦଳ (ବିଜେଡି) ପ୍ରତିଷ୍ଠାତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ନବମଥର ପାଇଁ ଦଳର ସଭାପତି ଭାବେ ମନୋନୀତ ହୋଇଛନ୍ତି। ଏହି ଘଟଣା ଦଳର ଅଭ୍ୟନ୍ତରୀଣ ସଂଗଠନ ଓ ନେତୃତ୍ୱ ଗଠନ ପ୍ରକ୍ରିୟା ପ୍ରତି ଏକ ବୃହତ ଅଳୋଚନା ଆଣିଛି। ଶଙ୍ଖଭବନରେ ଆୟୋଜିତ ଏକ ବୈଠକରେ ଦଳର ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ଏହି ଘୋଷଣା କରିଥିଲେ ମଧ୍ୟ, ନିର୍ବାଚନ ପ୍ରକ୍ରିୟାର ଯାଥାର୍ଥତା ଓ ସଂବିଧାନିକ ପାଳନ ବିଷୟରେ ଅନେକ ପ୍ରଶ୍ନ ଉଠିଛି।

ବିଜେଡି ବର୍ତ୍ତମାନ ବିପକ୍ଷରେ ରହିଥିବାବେଳେ, ଏହି ପ୍ରଥମ ସାଂଗଠନିକ ନିର୍ବାଚନରେ ବେଶ କିଛି ଅସଙ୍ଗତି ଦେଖିବାକୁ ମିଳିଛି। ଦଳ ମାତ୍ର 18ଟି ଜିଲ୍ଲାରେ ସଭାପତି ନିର୍ବାଚନ କରିପାରିଛି, ଯେଉଁଠାରେ ଦଳର ସାଧାରଣ ସଂଖ୍ୟା ରହିଛି ୩୦ଟି ଅଧିକ। ରାଜ୍ୟ ପରିଷଦର ୩୫୫ଜଣ ସଦସ୍ୟ ଓ କାର୍ଯ୍ୟକାରିଣୀର ୮୧ଜଣ ସଦସ୍ୟ ଚୟନ ପାଇଁ ଦରକାର ଥିବା ନିର୍ବାଚନ ପ୍ରକ୍ରିୟା ହେଲେ ମଧ୍ୟ, ତାଙ୍କର ତାଲିକା ଘୋଷଣା ହୋଇନାହିଁ। ବିଚିତ୍ର ଭାବରେ, ଏହିବେଳେ ନାମାଙ୍କନ ପତ୍ର ଦାଖଲ ଓ ସମର୍ଥକ-ପ୍ରସ୍ତାବକ ଦ୍ୱାରା ନିର୍ବାଚନ ପ୍ରକ୍ରିୟା ପାଳନ ହେବାକୁ ଥିଲେ ମଧ୍ୟ, ସେସବୁ ଅନୁଷ୍ଠିତ ହୋଇନଥିବା ଅଭିଯୋଗ ଉଠିଛି।

ଏହି ଅସ୍ପଷ୍ଟ ଏବଂ ଆନ୍ତରିକ ଭାବରେ ଚାଲିଥିବା ନିର୍ବାଚନ ପ୍ରକ୍ରିୟା ପଛରେ ଦଳର ଅଘୋଷିତ ସର୍ବେସର୍ବାଙ୍କ ଭୂମିକା ନେଇ ବିସ୍ତୃତ ଚର୍ଚ୍ଚା ଚାଲିଛି। ଦଳୀୟ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର, ଉପଦେଷ୍ଟା କମିଟି ଅଧ୍ୟକ୍ଷ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅଣଦେଖା କରି, ବବି ଓ ପ୍ରତାପ କେଶରୀ ଦେବ ମଧ୍ୟରେ ଏକ ଶକ୍ତି ଚକ୍ର ତିଆରି ହୋଇଛି ବୋଲି ଅନେକ ଦଳୀୟ ନେତାଙ୍କ ଅଭିଯୋଗ। ଏହି ଦୁଇଜଣ ଅନୁଗତ ସମ୍ପର୍କରେ ଥିବା ଦଳର ଅଦୃଶ୍ୟ ନେତୃତ୍ୱ ପାଖରେ ତାଲିକା ପ୍ରସ୍ତୁତ କରି ତାଙ୍କର ମନୋନୁକୂଳ ଲୋକମାନଙ୍କୁ ଅଗ୍ରଗାମୀ କରୁଛନ୍ତି।

ଏହାର ପରିଣାମ ସ୍ୱରୂପ ଦଳର ଅନେକ ବରିଷ୍ଠ ଓ ଦକ୍ଷ ନେତାମାନେ ଅସନ୍ତୁଷ୍ଟ ଓ ଅବହେଳିତ ଅନୁଭବ କରୁଛନ୍ତି। ନବୀନ ପଟ୍ଟନାୟକଙ୍କ ଦଶ୍ତଖତ ରୂପରେ ଅନୁମୋଦିତ ହୋଇଥିବା ତାଲିକା ଯଦିଓ ସାର୍ବଜନୀନ ହେବ ବୋଲି ଅପେକ୍ଷା, ତଥାପି ଏହାର ନିର୍ବାଚନୀ ପ୍ରମାଣିକତା ନେଇ ଆଲୋଚନା ଅବଶ୍ୟ ଚାଲିବ।

ଏହି ସାଂଗଠନିକ ଅଭିଯାନ ବିଜେଡି ପାଇଁ ଏକ ନୂତନ ଅବସ୍ଥାନର ସୂଚନା ଦିଏ। ଦଳ ବିପକ୍ଷରେ ଥିବାବେଳେ ସଂଗଠନର ଗଠନାତ୍ମକ ସୁଦୃଢତା ଦରକାର, କିନ୍ତୁ ଯଦି ଏହିପରି ଅନ୍ୟାୟ ଓ ଅସାଂବିଧାନିକ ଭିତିରେ ନିତିନିର୍ଣ୍ଣୟ ହୁଏ, ତେବେ ଦଳ ଭିତରେ ବିଖଣ୍ଡନ ବୃଦ୍ଧି ପାଇପାରେ। ଏହା ସ୍ପଷ୍ଟ ଯେ ନବୀନ ପଟ୍ଟନାୟକ ତଥା ବିଜେଡି ପାଇଁ ଆଗାମୀ ଦିନଗୁଡିକ ବ୍ୟାପକ ଚୌନାତି ଭରା ହେବ।

ShareTweetSendShare

RelatedNews

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ
Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ
Latest News

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.