ଭୂମିକମ୍ପ ଝଟକାରେ ଥରିଲା ଆମେରିକା। ଭୟରେ ଘରୁ ବାହାରକୁ ପଳାଇ ଆସିଲେ ଲୋକେ। ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆରେ ୫.୨ ତୀବ୍ରତାର ଭୂମିକମ୍ପ ଝଟକା ଅନୂଭୂତ। ହେଲେ ଏବେସୁଦ୍ଧା ଭୂମିକମ୍ପ ଜନିତ କ୍ଷୟକ୍ଷତି ସୂଚନା ମିଳିପାରିନାହିଁ। କିନ୍ତୁ ଏହି ଭୂମିକମ୍ପ ଏକ ଶକ୍ତିଶାଳୀ ଭୂମିକମ୍ପ ଥିଲା ବୋଲି। ଭୂକମ୍ପ ଝଟକାରେ ପୁରା ଥରି ଉଠିଲା ଆମେରିକା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ରୋକର୍ଡ କରାଯାଇଛି।