କାଶୀ ମୋର..ମୁଁ କାଶୀର..୫୦ ତମ ଗସ୍ତ ଅବସରରେ କାଶିବାସୀ ଙ୍କୁ ସମ୍ବେୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ..ଶେଷ ୧୦ ବର୍ଷରେ ବାରଣାସୀ ପୂର୍ବ ଭାରତର ଅର୍ଥନୈତିକ କେନ୍ଦ୍ରସ୍ଥଳୀରେ ପରିଣତ ହେୋଇଛି..ବାରଣାସୀ ରେ କନେକ୍ଟିଭିଟି , ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ କ୍ରୀଡା ସୁବିଧାର ବିସ୍ତାର ଏବଂ ପ୍ରତ୍ୟେକ ଅଞ୍ଚଳ, ପ୍ରତ୍ୟେକ ପରିବାର ଏବଂ ପ୍ରତ୍ୟେକ ଯୁବକଙ୍କ ପାଇଁ ଉନ୍ନତ ସୁବିଧା ପ୍ରଦାନ କରିବାର ସଂକଳ୍ପ ପୂରଣ ହୋଇଛି। ଆଞ୍ଚଳିକ ବିକାଶକୁ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଦିନ ବାରାଣସୀରେ ₹3,880 କୋଟି ମୂଲ୍ୟର 44 ଟି ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି ।
ଦେଶର ସେବା ପାଇଁ ଆମର ମନ୍ତ୍ର ହେଉଛି ସବକା ସାଥ ସବକା ବିକାଶ। ଏହି ମନ୍ତ୍ର ସହିତ ଅାମ ସରକାର ଦେଶର ପ୍ରତି ଅଂଚଳର ଏବଂ ପ୍ରତି ନାଗରିକର ବିକାଶ ଦିଗରେ ପଦକ୍ଷେପ ନେଉଛି..କିନ୍ତୁ ଯେଉଁମାନେ କେବଳ କ୍ଷମତା ହାସଲ କରିବାକୁ ଏବଂ କ୍ଷମତାରେ ରହିବା ପାଇଁ ଷଡ଼ଯନ୍ତ୍ର କରନ୍ତି ସେମାନେ ପରିବାର କା ସାଥ, ପରିବାର କା ବିକାଶ’ ମନ୍ତ୍ର ସହିତ କାମ କରନ୍ତି ବେୋଲି କହି ବିରେୋଧୀ କଂଗ୍ରେସକୁ କଡା ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମେୋଦି।