Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ରାଜନୀତି

ଓଡ଼ିଶାର ସୀମାନ୍ତ ଜିଲ୍ଲାରେ ମିଶନାରୀ ପ୍ରଭାବ ବଢ଼ୁଛି

Ramesh Parida by Ramesh Parida
Apr 9, 2025, 07:03 pm GMT+0530
FacebookTwitterWhatsAppTelegram

ଓଡ଼ିଶାର ଅନ୍ତର୍ଗତ ସୀମାନ୍ତ ଏବଂ ଅପେକ୍ଷାକୃତ ଅନୁନ୍ନତ ଜିଲ୍ଲାଗୁଡ଼ିକ—ଯେପରିକି କନ୍ଧମାଳ, ନୂଆପଡ଼ା, ମାଲକାନଗିରି, ରାୟଗଡ଼ା, କୋରାପୁଟ, ଓ ସୁନ୍ଦରଗଡ଼ ଇତ୍ୟାଦି ଅଞ୍ଚଳରେ ବର୍ତ୍ତମାନ ମିଶନାରୀ କାର୍ଯ୍ୟକଳାପ ଏବଂ ଧର୍ମାନ୍ତରଣ କ୍ରିୟାକଳାପ ବଢ଼ୁଥିବା ଅଭିଯୋଗ ହେଉଛି ।
ଅଧିକାଂଶ ଆଦିବାସୀ ଓ ଆର୍ଥିକ ଦୃଷ୍ଟିରୁ ଅନୁନ୍ନତ ଅବସ୍ଥାରେ ଥିବା ଲୋକଙ୍କୁ ମିଶନାରୀମାନେ ଟାର୍ଗେଟ କରୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା, ରୋଜଗାର ଲୋଭ ଦେଖାଇ କନଭରସନ କରାଯାଉଛି । ବିଦେଶୀ ଓ ସ୍ଥାନୀୟ ମିଶନାରୀ ସଂସ୍ଥା ଏଠି ଜନସେବାର ନାମରେ ସରଳ ଲୋକଙ୍କୁ ଖ୍ରୀଷ୍ଟ ଧର୍ମରେ ପରିବର୍ତ୍ତନ କରୁଛନ୍ତି ।
ମିଶନାରୀ ସଂଗଠନ ଅନେକ ସ୍ଥାନରେ ହସପିଟାଲ, ବିଦ୍ୟାଳୟ ଖୋଲିବା ସହ ସେମାନଙ୍କୁ ସହଯୋଗ କରୁଛନ୍ତି । ସାମାଜିକ ସେବା କାର୍ଯ୍ୟକଳାପ କରୁଛନ୍ତି । ଏହା ସହ ସେମାନେ ସେବା ନାମରେ ଧର୍ମାନ୍ତରଣ କରୁଥିବା ଅଭିଯୋଗ ହେଉଛି ।
ଓଡ଼ିଶା ଧର୍ମ ସ୍ୱାତନ୍ତ୍ର୍ୟ ଆଇନ (Odisha Freedom of Religion Act) ଅନୁଯାୟୀ ଅନୁମତି ବିନା ଘଟୁଥିବା କନଭରସନ ଅବୈଧ ମାନାଯାଏ।
ଯଦିଓ ମିଶନାରୀ ସଂଗଠନମାନେ କିଛି ସଠିକ୍ ସେବାମୂଳକ କାର୍ଯ୍ୟ କରୁଛନ୍ତି, ତଥାପି ଏହା ଧାର୍ମିକ ରୂପାନ୍ତରଣ କାମ କରୁଛନ୍ତି । ସେହିପାଇଁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନଙ୍କୁ ଅନୁରୋଧ କରାଯିବ ଯେ ସେମାନେ ଏହି ପ୍ରକ୍ରିୟା ଉପରେ ନଜର ରଖନ୍ତୁ ଓ ଆଇନ ଅନୁଯାୟୀ କାର୍ଯ୍ୟ କରନ୍ତୁ।
ଭଦ୍ରକ ଜିଲ୍ଲାର କିଛି ଗ୍ରାମରେ ଚର୍ଚ୍ଚରେ ଧର୍ମାନ୍ତରଣ ଅଭିଯୋଗ ହେବାରୁ ପ୍ରଶାସନ ଏହାକୁ ସୀଲ୍ କରିଛି , ଏନେଇ ଆଲୋଚନା ହୋଇଛି । ପୋଲିସ ନଜର ରଖିଛି । ଗ୍ରାମାଞ୍ଚଳର ସରଳ ଲୋକଙ୍କୁ ଲୋଭ ଦେଖାଇ କିଛି ମିସନାରୀ ସଂଗଠନ କାମ କରୁଥିବା ଅଭିଯୋଗ ହେଉଛି ।
ଜଗତସିଂହପୁର ଜିଲ୍ଲା ର କିଛି ଗ୍ରାମରେ ଖ୍ରୀଷ୍ଟିଆନ ଧର୍ମରେ ଧର୍ମାନ୍ତରଣ କରାଯାଉଥିବା ଅଭିଯୋଗ ଆସିଛି । ସେହିପରି ଆଦିବାସୀମାନଙ୍କୁ ଧର୍ମାନ୍ତରଣ କରିବାକୁ ପ୍ରେରିତ କରିବାର ଅଭିଯୋଗ ହୋଇଛି, ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଅନେକବାର ଉତ୍ତେଜନା ସୃଷ୍ଟି ହୋଇଛି। ବାଲେଶ୍ବର ଭୋଗରାଇ ବ୍ଲକରେ ଖ୍ରୀଷ୍ଟିଆନ ମିଶନାରୀମାନେ ଆଦିବାସୀମାନଙ୍କୁ ଧର୍ମାନ୍ତରଣ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି, ଏବଂ ସ୍ଥାନୀୟ ଗ୍ରାମବାସୀମାନେ ଏହାର ବିରୋଧ କରିଛନ୍ତି। ସୁନ୍ଦରଗଡ଼ ର କିଛି ଗ୍ରାମରେ ବଳପୂର୍ବକ ଧର୍ମାନ୍ତରଣ କରିବାର ଅଭିଯୋଗ ହୋଇଛି । ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଅନେକ ମିସନାରୀ କାର୍ଯ୍ୟକ୍ରମ ଜାରି ରହିଛି । କନ୍ଧମାଳ ଜିଲ୍ଲାରେ ଏଠି ଧର୍ମାନ୍ତରଣ ଅନେକ ଅଭିଯୋଗ ଆସିଛି ।
କନ୍ଧମାଳ ଜିଲ୍ଲାରେ ଧର୍ମାନ୍ତରଣ ସମ୍ବନ୍ଧୀୟ ଅନେକ ଅଭିଯୋଗ ଏବଂ ଘଟଣା ଖବରରେ ଆସିଛି, ଯାହା ଦ୍ୱାରା ସ୍ଥାନୀୟ ସମାଜରେ ଉତ୍ତେଜନା ସୃଷ୍ଟି ହୋଇଛି । 2007 ମସିହାର ଦଙ୍ଗାର ପଛରେ ଧର୍ମାନ୍ତରଣ ଏବଂ ପୁନଃଧର୍ମାନ୍ତରଣ ମୂଖ୍ୟ କାରଣ ଥିଲା ବୋଲି ଏକ ନ୍ୟାୟିକ କମିଶନ ଜଣାଇଛି। 2008 ମସିହାର ହିଂସା: ଏହି ହିଂସାରେ ଅନେକ ଖ୍ରୀଷ୍ଟିୟାନ ମୃତ୍ୟୁବରଣ କରିଥିଲେ ଏବଂ ହଜାର ହଜାର ଲୋକ ଘର ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣାଗୁଡ଼ିକ ଦେଖାଏ ଯେ, କନ୍ଧମାଳ ଜିଲ୍ଲାରେ ଧର୍ମାନ୍ତରଣ ସମ୍ବନ୍ଧୀୟ ଅଭିଯୋଗ ଏବଂ ଘଟଣା ଦେଖିବାକୁ ମିଳିଛି, ଯାହା ସ୍ଥାନୀୟ ସମାଜରେ ଉତ୍ତେଜନା ସୃଷ୍ଟି କରିପାରେ। ଏହି ପରିସ୍ଥିତିରେ, ଆଇନ ଅନୁଯାୟୀ କାର୍ଯ୍ୟ ଏବଂ ସମାଜିକ ସମନ୍ୱୟ ରକ୍ଷା କରିବା ଅତ୍ୟନ୍ତ ଆବଶ୍ୟକ।
ଅଗଷ୍ଟ 23, 2008 ରେ ବିଶିଷ୍ଟ ହିନ୍ଦୁ ସନ୍ନ୍ୟାସୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ହିନ୍ଦୁ ସଂଗଠନମାନେ ଏହି ହତ୍ୟା ପଛରେ ଖ୍ରୀଷ୍ଟିଆନ ମିଶନାରୀମାନଙ୍କ ହାତ ଥିବା ଅଭିଯୋଗ କରିଥିଲେ। ସ୍ଥାନୀୟ ହିନ୍ଦୁ ସଂଗଠନମାନେ ଏହାକୁ ଧର୍ମାନ୍ତରଣ ବୋଲି ଅଭିଯୋଗ କରି ବିରୋଧ କରିଥିଲେ । ବାଲେଶ୍ବର ଭୋଗରାଇ ବ୍ଲକରେ ନଭେମ୍ବର 2024 ରେ, ଏକ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ବଳପୂର୍ବକ ଖ୍ରୀଷ୍ଟିୟ ଧର୍ମରେ ଧର୍ମାନ୍ତରଣ କରାଯାଉଥିବା ଅଭିଯୋଗ ହୋଇଥିଲା। ଏହା ଫଳରେ ସ୍ଥାନୀୟ ଗ୍ରାମବାସୀମାନେ ଉତ୍ତେଜିତ ହୋଇଥିଲେ ଏବଂ ମିଶନାରୀମାନଙ୍କୁ ବିରୋଧ କରିଥିଲେ।
ଓଡ଼ିଶା ଧର୍ମ ସ୍ୱାଧୀନତା ଆଇନ, 1967 ଅନୁଯାୟୀ, କୌଣସି ବ୍ୟକ୍ତି ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଥିଲେ, ମ୍ୟାଜିଷ୍ଟ୍ରେଟ୍ ସମ୍ମୁଖରେ ଏକ ଘୋଷଣାପତ୍ର ଦେବା ଆବଶ୍ୟକ, ଯେଉଁଥିରେ ସେ ନିଜ ଇଚ୍ଛାରେ ଏହା କରୁଛନ୍ତି ବୋଲି ଉଲ୍ଲେଖ ଥାଏ।

ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଧର୍ମାନ୍ତରଣ ଅଭିଯୋଗ ହୋଇଆସୁଛି । ମାର୍ଚ୍ଚ 2025 ରେ, ସୁନ୍ଦରଗଡ଼ ଜିଲ୍ଲାରେ ଅଭିଯୋଗ ହୋଇଥିଲା ଯେ ଆଦିବାସୀ ସମ୍ପ୍ରଦାୟକୁ ଧର୍ମାନ୍ତରଣ କରିବାକୁ ମିସନାରୀ ଗୋଷ୍ଠୀ ଉତ୍ସାହିତ କରୁଥିଲେ। ଲିଗାଲ୍ ରାଇଟ୍ସ ପ୍ରୋଟେକ୍ସନ୍ ଫୋରମ୍ (LRPF) ଏହି ଅଭିଯୋଗ ଦାଖଲ କରିଥିଲେ ଏବଂ ଦାବି କରିଥିଲେ ଯେ ଏହି କାର୍ଯ୍ୟକଳାପ ଡ୍ରଗ୍ସ ଏଣ୍ଡ ମ୍ୟାଜିକ୍ ରିମେଡିଜ୍ ଆଇନ, 1954 ଏବଂ ଓଡ଼ିଶା ଧର୍ମ ସ୍ୱାଧୀନତା ଆଇନ, 1967 ର ଉଲ୍ଲଂଘନ କରୁଛି। ସେମାନେ ଅଭିଯୋଗ କରିଥିଲେ ଯେ ଅପ୍ରାକୃତିକ ଉପଚାର ଦ୍ୱାରା ରୋଗ ଭଲ ଦାବି କରି ଲୋକମାନଙ୍କୁ ଧର୍ମାନ୍ତରଣ କରିବାକୁ ଉତ୍ସାହିତ କରୁଥିଲେ।
ଓଡ଼ିଶା ଧର୍ମ ସ୍ୱାଧୀନତା ଆଇନ, 1967 ଅନୁଯାୟୀ, ବଳପୂର୍ବକ ଧର୍ମାନ୍ତରଣ ବଞ୍ଚନୀୟ ଅପରାଧ ଅଟେ। ଏହି ଆଇନ ଅନୁଯାୟୀ, କୌଣସି ବ୍ୟକ୍ତି ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଥିଲେ, ସେଥିପାଇଁ ପ୍ରଥମ ଶ୍ରେଣୀ ମ୍ୟାଜିଷ୍ଟ୍ରେଟ୍ ସମ୍ମୁଖରେ ଏକ ଘୋଷଣାପତ୍ର ଦେବା ଆବଶ୍ୟକ। କିନ୍ତୁ ତାହା କରାଯାଉନଥିବା ଅଭିଯୋଗ ହେଉଛି ।

Tags: INDIAnewsodisha
ShareTweetSendShare

RelatedNews

ଓଡ଼ିଶାରେ ଖଣି ଦୁର୍ନୀତି : ରାଜ୍ୟ ବିକାଶରେ ବାଧକ
Latest News

ଓଡ଼ିଶାରେ ଖଣି ଦୁର୍ନୀତି : ରାଜ୍ୟ ବିକାଶରେ ବାଧକ

ଛତିଶଗଡ଼ରେ ନକ୍ସଲବାଦୀଙ୍କ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ
Latest News

ଛତିଶଗଡ଼ରେ ନକ୍ସଲବାଦୀଙ୍କ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ

ପହଲଗାମ ପ୍ରସଙ୍ଗରେ କଂଗ୍ରେସ କଣ ନେବ ନିଷ୍ପତ୍ତି
Latest News

ପହଲଗାମ ପ୍ରସଙ୍ଗରେ କଂଗ୍ରେସ କଣ ନେବ ନିଷ୍ପତ୍ତି

APPର ବରିଷ୍ଠ ନେତା ଦୁର୍ଗେଶ ପାଠକଙ୍କ ଘରେ ସିବିଆଇ ଚଢାଉ
Latest News

APPର ବରିଷ୍ଠ ନେତା ଦୁର୍ଗେଶ ପାଠକଙ୍କ ଘରେ ସିବିଆଇ ଚଢାଉ

ନେତାଙ୍କୁ ନଡ୍ଡାଙ୍କ ଟିପ୍ସ
ରାଜନୀତି

ନେତାଙ୍କୁ ନଡ୍ଡାଙ୍କ ଟିପ୍ସ

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.