Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home Latest News

କେଉଁ ଦଳକୁ ଯିବେ ସସ୍ମିତ ପାତ୍ର : ବିଜେଡ଼ି ନା ବିଜେପି ?

Ramesh Parida by Ramesh Parida
Apr 7, 2025, 05:17 pm GMT+0530
FacebookTwitterWhatsAppTelegram

ଗତ କିଛି ବର୍ଷ ଧରି ବିଜୁ ଜନତା ଦଳର ହର୍ତ୍ତାକର୍ତ୍ତା ସାଜିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‍ଙ୍କ ଏକାନ୍ତ ଘନିଷ୍ଠ ସାଂସଦ ସସ୍ମିତ ପାତ୍ର ବିଜେପିରେ ଯୋଗ ଦେବେ କି? କାରଣ ଏହା ପୂର୍ବରୁ ପାଣ୍ଡିଆନ୍‍ଙ୍କ ଆଉଜଣେ ବ୍ଲୁ ଆଇଡ୍‍ ବୟ ଅକ୍ସଫୋର୍ଡ ଫେରନ୍ତା ନେତା ସୁଜିତ୍‍ କୁମାର ବିଜେପିରେ ଯୋଗ ଦେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ। ଏବେ ଯେଉଁଭଳି ଭାବେ ସସ୍ମିତଙ୍କ ଆଚରଣ ଓ ଉଚାରଣ ହୋଇଛି ସେଥିରୁ ଏ ଚର୍ଚ୍ଚା ସାମ୍ନାକୁ ଆସୁଛି ଯେ ସତରେ ନବୀନ ଡବଲ ଗେମ୍‍ ଖେଳୁ ନାହାନ୍ତି ତ ! ନିଜକୁ ନିଜେ ଦୁର୍ବଳ କରୁନାହାନ୍ତି ତ? ନା କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଭାଷାରେ ନବୀନ ଗୃହବନ୍ଦୀ ହୋଇ ରହିଛନ୍ତି? ଏ ବିଷୟକୁ ନେଇ ଆଜିର ଆଲୋଚନା।

ନିର୍ବାଚନ ପୂର୍ବରୁ ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ପ୍ରଶାସନ ଜଣଙ୍କ ଇଙ୍ଗିତରେ ପରିଚାଳିତ ହେଉଛି ଏବଂ ନବୀନ ଖୋଦ୍‍ ତାଙ୍କରି ଜଣେ ‘ସଖି କଣ୍ଢେଇ’ ସାଜିଛନ୍ତି ବୋଲି ଅଭିଯୋଗ ହେଉଥିଲା। ଏପରିକି ନବୀନଙ୍କୁ ତାଙ୍କ ସଚିବ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‍ ଗୃହବନ୍ଦୀ କରିଥିବା ବି ପ୍ରଚାରିତ ହୋଇଛି। ନିର୍ବାଚନ କାଳରେ ଯଦିଓ ନବୀନ ପଟ୍ଟନାୟକ ଏହି ପ୍ରଚାରକୁ ଅପପ୍ରଚାର ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଲୋକଙ୍କ ଆସ୍ଥାଭାଜନ ହୋଇପାରିନଥିଲେ। ଏଣୁ ଲୋକସଭାରେ ସବୁ ଆସନ ହରାଇଛି ବିଜେଡି। ରାଜ୍ୟସଭାରେ ଥିବା ୯ ଆସନକୁ ନେଇ ଆବଶ୍ୟକ ସମୟରେ କେନ୍ଦ୍ର ସରକାରଙ୍କୁ ପ୍ରଭାବିତ କରିବାକୁ ଚାହିଁଥିଲା ବିଜେଡି। ହେଲେ ଏବେ ସବୁକିଛି ପସର ଫାଟିଛି। ଜଣକ ପରେ ଜଣେ  ରାଜ୍ୟସଭା ସାଂସଦ ବିଜେଡି ଛାଡ଼ି ବିଜେପିରେ ସାମିଲ ହେବାରେ ଲାଗିଛନ୍ତି। ମମତା ମହାନ୍ତଙ୍କ ପରେ ସୁଜିତ କୁମାର ବଡ଼ ବିଚିତ୍ର ଢଙ୍ଗରେ ବିଜେପିରେ ଯୋଗ ଦେଇ ପୁଣିଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।

ଏବେ ବିବେକ ଅନୁଯାୟୀ ଭୋଟ୍‍ ଦେବାକୁ ନିବେଦନ କରିଥିବା ବିଜେଡିର ରାଜ୍ୟସଭା ନେତା ସସ୍ମିତ ପାତ୍ରଙ୍କୁ ନେଇ ଏହି ଚର୍ଚ୍ଚା ଜୋର ଧରିଛି। ଏହା ପୃଷ୍ଠଭୂମିରେ ରହିଛି ଏହି ସାଂସଦଙ୍କ ତାସକେଣ୍ଟ ଗସ୍ତ। କୁହାଯାଉଛି ରାଜ୍ୟସଭାରେ ବିଜେପି ସପକ୍ଷରେ ଭୋଟ୍‍ ଦେଇଥିବାରୁ ତାଙ୍କୁ ମିଳିଛି ଏହି ଉପହାର। କେବଳ ନିଜର ବ୍ୟକ୍ତିଗତ ସ୍ୱାର୍ଥ ତଥା ପ୍ରତିଷ୍ଠା ହାସଲ ପାଇଁ ସସ୍ମିତ ଏପରି କରିଥିବା କୁହାଯାଉଛି। ଦଳର ନେତାମାନେ ଏହି କଥାକୁ ନେଇ ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି। ଆଉ ଅନ୍ୟ ଦଳର ନେତାଏଁ ବି ଏ ନେଇ ନବୀନଙ୍କୁ ସମାଲୋଚନା କରୁଛନ୍ତି।

ରାତାରାତି ଖଳନାୟକ ହୋଇଥିବା ସସ୍ମିତଙ୍କ ଏପରି ଆଚରରଣର କାରଣ କ’ଣ ହୋଇପାରେ? ୱାକଫ୍‍ ବିଧେୟକ ପରବର୍ତ୍ତୀ ପରିସ୍ଥିତିରେ ସସ୍ମିତ ଯେଉଁଭଳି ଭାବେ ରାତାରାତି ତାସକେଣ୍ଟ ଗସ୍ତରେ ଗଲେ ସେଥିରୁ ରାଜନୀତିକ ରୁଟି ସେକିବା କାମ ଆରମ୍ଭ ହୋଇଛି। ଚର୍ଚ୍ଚା ହେଉଛି ସେ ବିଜେଡିର ଭବିଷ୍ୟତ ଆଉ ଦେଖିପାରୁ ନାହାନ୍ତି। ଏଣୁ ନିଜର ରାଜନୀତିକ କ୍ୟାରିୟରରେ ନୂତନ ଉଡ଼ାଣ ପାଇଁ ବିଜେପିକୁ ଆଶ୍ରା କରିଛନ୍ତି। ଏପରିକି ଉଜବେକିସ୍ତାନର ରାଜଧାନୀ ତାସକେଣ୍ଟଠାରେ ଆୟୋଜିତ  ଆନ୍ତର୍ଜାତିକ ଆନ୍ତଃସଂସଦୀୟ ବୈଠକରେ ଯୋଗ ଦେବାକୁ ସେ ପ୍ରତିନିଧିଭାବେ ବଛା ହୋଇଛନ୍ତି। ଏହା ତାଙ୍କର ରାତିଅଧିଆ ଆଚରଣ ପରିବର୍ତ୍ତନ ଲାଗି ଉପହାର ବୋଲି ବି ଆଲୋଚନା ହେଉଛି।

Tags: BjdBJPodishaodisha365politicsTOP NEWS
ShareTweetSendShare

RelatedNews

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ
Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ
Latest News

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ
Latest News

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.