Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home Latest News

26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ RSS ର ଷଡ଼ଯନ୍ତ୍ର ବୋଲି କହିନାହିଁ : ଦିଗବିଜୟ ସିଂ

Ramesh Parida by Ramesh Parida
Apr 4, 2025, 11:26 am GMT+0530
FacebookTwitterWhatsAppTelegram

26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ RSS ର ଷଡ଼ଯନ୍ତ୍ର ବୋଲି କହିନାହିଁ ଏହା କେବଳ ବିଜେପି କହୁଛି ଏପରି ଉତ୍ତର ରଖିଥିଲେ କଂଗ୍ରେସ ନେତା ଦିଗବିଜୟ ସିଂ । କଂଗ୍ରେସ ନେତା ଦିଗ୍ବିଜୟ ସିଂହଙ୍କୁ ସଂସଦରେ ଗୃହମନ୍ତ୍ରୀ ଅମିତ ଶାହ ଏହି ପ୍ରସଙ୍ଗରେ ଉତ୍ତର ରଖିବା ପାଇଁ କହିଥିଲେ କାରଣ ଅନେକ ସମୟରେ ଦିଗବିଜୟ ଏହା କହିଛନ୍ତି ବୋଲି ଅନ୍ୟମାନେ କୋର୍ଟ କରିଥାନ୍ତି ।

ପ୍ରସଙ୍ଗ ଥିଲା କି ମଧ୍ୟ ରାତ୍ରିରେ ଓ୍ବାକ ଅଫ୍ ବିଲ ଉପରେ ଚର୍ଚା ବେଳେ ବିଜେପି ନେତା ସୁଧାଂଶୁ ଦ୍ବିବେଦୀ କହିଥିଲେ  କଂଗ୍ରେସ ନେତା କହୁଥିଲେ 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ହେଉଛି  RSS ର ଷଡ଼ଯନ୍ତ୍ର । ଏହି କଥା ପରେ ଦିଗବିଜୟ ସିଂ ଉଠି କହିଥିଲେ ମୁଁ ଏପରି କେବେ କହିନାହିଁ । ବିଜେପି ନେତାମାନେ ଏପରି ମୋ ନାମକୁ ବଦନାମ କରୁଛନ୍ତି । ଏହାପରେ ଗୃହମନ୍ତ୍ରୀ କହିଥିଲେ ଠିକ୍ ଅଛି ଏବେ ଆପଣ କୁହନ୍ତୁ ଯେ ଆପଣ ଏପରି କେବେ କହିନଥିଲେ । ଦିଗବିଜୟ କହିଥିଲେ ନା ମୁଁ ଏପରି 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ RSS ର ଷଡ଼ଯନ୍ତ୍ର ବୋଲି କେବେ କହିନାହିଁ । ଏହାକୁ ମିଛରେ ମୋ ନାମ ଯୋଡ଼ି କୁହାଯାଉଛି ।

ଯେଉଁ ସମୟରେ ସମସ୍ତ ବିଶ୍ୱ 26/11 ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରୁଥିଲା, ସେହି ସମୟରେ କଂଗ୍ରେସ ଦଳର କିଛି ନେତା -ଦିଗବିଜୟ ସିଂଙ୍କ ସହ ତାଙ୍କ ସମର୍ଥକମାନେ ଏହି କାର୍ଯ୍ୟକୁ RSS ଉପରେ ଅପପ୍ରଚାର କରି ‘ଭଗୱା ଆତଙ୍କବାଦ’ ର ଷଡ଼ଯନ୍ତ୍ର ତିଆରି କରୁଥିଲେ କି ନାଁ ଏହି ପ୍ରସଙ୍ଗ ଅନେକ ସମୟରେ ଗଣମାଧ୍ୟମରେ ପ୍ରଚାର ହୁଏ । ତେବେ ଏହାକୁ ମନା କରିଥିଲେ ଦିଗବିଜୟ ।

କଂଗ୍ରେସ ଦଳ ଏହି ଘଟଣା ପଛରେ RSS ଓ ଭଗୱା ଆତଙ୍କବାଦ ର ଅଭିଯୋଗ ପ୍ରଥମେ ଗଢ଼ିଥିଲା । କିନ୍ତୁ କସାବ ଧରାପଡ଼ିବାରୁ ଏହି କଥାର ସତ୍ୟତା ଆସିଥିଲା । ଏହି ଖବର ଅନେକ ସମୟରେ ଚର୍ଚା ହୁଏ ବିଭିନ୍ନ ଗଣମାଧ୍ୟମରେ ଆଲୋଚନା ହୁଏ ।

କିଛି ନେତା ଯେଉଁମାନେ ହିନ୍ଦୁ ବିରୋଧୀ ମତାମତ ପାଇଁ ପ୍ରସିଦ୍ଧ, ସେମାନେ ପ୍ରଥମେ RSS ବିରୋଧରେ କଂଗ୍ରେସ ଦଳର ଷଡ଼ଯନ୍ତ୍ରକୁ ଏକ ପୁସ୍ତକ ମାଧ୍ୟମରେ ଆଗକୁ ବଢ଼ାଇଥିଲେ। ସେ ପ୍ରକାଶନ ଗୁଡିକ – ରୋଜନାମା ରାଷ୍ଟ୍ରୀୟ ସହାରା, ବଜମ୍-ଏ-ସହାରା, ଆଲମୀ ସହାରା ଖବରରେ  ପ୍ରକାଶ ପାଇଥିଲା ।

ସ୍ତମ୍ଭକାର ଅଜିଜ ଲେଖିଥିବା ପୁସ୍ତକ – “26/11: RSS କି ଷଡ଼ଯନ୍ତ୍ର?” – ଏଥିରେ RSS କୁ ମୁମ୍ବାଇ ଆକ୍ରମଣ ପାଇଁ ଦାୟୀ କରାଯାଇଥିଲା, ଯାହା ଅସଲରେ ପାକିସ୍ତାନ ଆଧାରିତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ଦ୍ୱାରା ଘଟିଥିଲା।

ଏହି ପୁସ୍ତକକୁ କଂଗ୍ରେସ ମହାସଚିବ ଦିଗ୍ବିଜୟ ସିଂହ ଦ୍ୱାରା ଦୁଇଥର ଲୋକାର୍ପିତ କରାଯାଇଥିଲା – ଥରେ ଦିଲ୍ଲୀରେ ଏବଂ ଆଉଥର ମୁମ୍ବାଇରେ। ସେ ପୁସ୍ତକ ଲୋକାର୍ପଣ ବେଳେ ଦିଗବିଜୟ କହିଥିଲେ – ଯେ ମହାରାଷ୍ଟ୍ର ATS ମୁଖ୍ୟ ହେମନ୍ତ କରକରେ ତାଙ୍କୁ ଆକ୍ରମଣ ପୂର୍ବରୁ ଫୋନ କରିଥିଲେ ଏବଂ କହିଥିଲେ ଯେ 2008 ମାଲେଗାଁଁଁ ଧମାକା ଘଟଣାରେ ହିନ୍ଦୁ ଚରମପନ୍ଥୀମାନେ ନିମିତ୍ତ ଥିଲେ ଓ ତାହା ପାଇଁ ତାଙ୍କୁ ଧମକି ମିଳୁଥିଲା। ତେବେ ଏହାକୁ ଏବେ ଗ୍ରହଣ କରୁନାହାଁନ୍ତି ଦିଗବିଜୟ ସିଂ ।  ସେ ସମୟରେ ଏଭଳି କଥା କହି ସିଂ ପାକିସ୍ତାନକୁ ଦାୟିତ୍ୱ ମୁକ୍ତ କରି ଆକ୍ରମଣ ପାଇଁ RSS ଓ ହିନ୍ଦୁ  ଦାୟୀ ବୋଲି ଦାବି କରିଥିବା ଅନେକ କହୁଥିଲେ ।

ଅଗଷ୍ଟ 2009 ରେ, ଅଜିଜ୍ ବର୍ଣିଙ୍କ ବିରୁଦ୍ଧରେ ମୁମ୍ବାଇ ଏକ ସତ୍ୟ ଅଦାଲତରେ ମାମଲା ହୋଇଥିଲା – ସେ RSS ବିରୋଧରେ ଅସତ୍ୟ ଲେଖା ପ୍ରକାଶ କରିଥିବା ଅଭିଯୋଗ ହୋଇଥିଲା ।

ପରେ, ଅଜିଜ୍ ବର୍ଣି ଙ୍କୁ  କଂଗ୍ରେସ ଦଳ ରାଜ୍ୟସଭା ପାଇଁ ମନୋନୀତ କରିବାକୁ ବିଚାର କରୁଥିଲା, ସେ RSS ବିରୋଧରେ ଦେଇଥିବା ଅପପ୍ରଚାର ପାଇଁ ଏକ “ମିଳିତ ମାନ୍ୟତାନାମା” ପ୍ରଥମ ପୃଷ୍ଠାରେ ପ୍ରକାଶ କରିଥିଲେ।

ତେବେ RSS ସେହି ମାନ୍ୟତା ଗ୍ରହଣ କରିନଥିଲା। ଅଦାଲତରେ ସିଦ୍ଧ ହୋଇଯାଇଥିଲା ଯେ ଅଜିଜ୍ ବର୍ଣିଙ୍କ ପାଖରେ ତାଙ୍କ ଦାବି ପାଇଁ କୌଣସି ପ୍ରମାଣ ନଥିଲା। ଏହି ଘଟଣା ଦେଖାଏ ଯେ କିପରି ଜଣେ ଲେଖକ ଓ ଦଳ ବ୍ୟକ୍ତିଗତ ଓ ରାଜନୈତିକ ଲାଭ ପାଇଁ ଗୁରୁତ୍ୱପୂର୍ଣ୍ଣ ଆତଙ୍କବାଦୀ ଆକ୍ରମଣକୁ ଅନ୍ୟ ଦିଗକୁ ଘୁଞ୍ଚାଇଥିଲେ। ଏହା ହିଁ  ଅନେକ ସମୟରେ ବିଜେପି ନେତାମାନେ କହିଥାନ୍ତି । ଭାରତୀୟ ଗୁଇନ୍ଦା ସଂସ୍ଥା ସମସ୍ତ ତଦନ୍ତ କରି ପାକିସ୍ତାନର ମୁଖ୍ୟା ଖୋଲିଥିଲା । ଏହି ଆକ୍ରମଣ ପାକିସ୍ତାନ କରିଥିଲା ଏବଂ ସେଠାରୁ ଆଇଏସଆଇ ସହଯୋଗରେ ଆସିଥିବା ଆତଙ୍କବାଦୀମାନେ ଏହି ଘଟଣାରେ ଜଡିତ ଥିଲେ ।

Tags: "Digvijaya Singh26-11isiMumbai terror attacknewsPM Modi SpeechRSSTOP NEWS
ShareTweetSendShare

RelatedNews

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ
Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ
Latest News

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ
Latest News

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.