Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home Videos Rashifal

ଜାଣନ୍ତୁ କଣ ରହିଛି ଆଜିର ରାଶିଫଳ

Ramesh Parida by Ramesh Parida
Apr 2, 2025, 08:23 am GMT+0530
FacebookTwitterWhatsAppTelegram

ମେଷ : ଆଜି ଗୁରୁ ସହ ଚନ୍ଦ୍ରଜନିତ ପାରିବାରିକ ସଦ୍‌ଭାବ, ବ୍ୟବସାୟିକ ସଫଳତା ଓ ଯାତ୍ରାରେ ଲକ୍ଷ୍ୟସାଧନ ଅବଶ୍ୟମ୍ଭାବୀ। ସାମାଜିକ ସମ୍ମାନ, ବନ୍ଧୁଙ୍କ ଆଦରଗୌରବ ସଙ୍ଗକୁ ମୂଲ୍ୟବାନ୍‌ ଧାତୁ, ଅଳଙ୍କାରାଦି ଖରିଦ କରିପାରନ୍ତି। ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ମନରେ ଦୁଃଖ ଆଣିବ।

ବୃଷ : ଲାଭଭାବରେ ରବି ଅନ୍ୟଗ୍ରହଙ୍କ ସହ ଉଚ୍ଚବର୍ଗର ଲୋକଙ୍କ ସହିତ ସୁସମ୍ପର୍କ ସ୍ଥାପନରେ ସହାୟକ ହେବେ। ବୁଦ୍ଧିଦାତା ବୁଧ ଅର୍ଥପ୍ରାପ୍ତି ସହ ଶିକ୍ଷା, ସନ୍ତାନ, ସମ୍ପର୍କକୁ ମଜଭୁତ ରଖିବେ। ଜଣେ ପ୍ରିୟ ବ୍ୟକ୍ତି ସମ୍ମୁଖରେ ମିଠାକଥା କହି ପୂର୍ବରାଗ ଶୁଝାଇବାର ଉପକ୍ରମ କରିବେ। ଯାନବାହନ, ଦୋକାନବାଡ଼ି, ଚୁକ୍ତିପତ୍ର ଦିଗରୁ ଉପକୃତ ହେବେ।

ମିଥୁନ : ଏକାଧିକ ଗ୍ରହ ପ୍ରଭାବରେ ଉଚ୍ଚ ସମ୍ମାନ ପାଇବା ସହ ଶିକ୍ଷାରେ ଉନ୍ନତି ଏବଂ ଗବେଷଣାଦିରେ ସଫଳତା ମିଳିବ। ପୁସ୍ତକ ଉନ୍ମୋଚନ, ବନ୍ଧୁସମ୍ପର୍କ, ସାହିତ୍ୟାଦିରେ ପ୍ରଶଂସା ପାଇପାରନ୍ତି। ବ୍ୟବସାୟାରମ୍ଭ, ବାଣିଜ୍ୟରେ ପୁଞ୍ଜିଲଗାଣ, ବିଦେଶଯାତ୍ର୍ରା, ପୂର୍ବନିର୍ଦ୍ଧାରିତ କାର୍ଯ୍ୟରେ ଅଗ୍ରଗତି ଘଟିବ। ଷଷ୍ଠାଧିପ ରାଶିରେ ଥିବାରୁ ଆତ୍ମୀୟ ଦାଉ ସାଧିପାରନ୍ତି।

କର୍କଟ : ଆଜିର ଯାତ୍ରା, ବାଣିଜ୍ୟ, ଆଲୋଚନା ଓ ସମ୍ପର୍କରେ ବାଧାଜନିତ ସଙ୍କଟଜନକ ସ୍ଥିତି ଉତ୍ପର୍ଣ୍ଣ ହୋଇପାରେ। କଚେରି ମାମଲାରେ ବିଜୟୀ ହେବା ସହ ବିବାଦର ଅବସାନ ଘଟିବ। କଠିନ ଶ୍ରମ ଓ ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇପାରେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବା ସକାଶେ ଆହୂତ ହୋଇପାରନ୍ତି।

ସି˚ହ : ଅଷ୍ଟମଭାବସ୍ଥ ରବି ପ୍ରଭୃତି ଗ୍ରହ ହେତୁ କୌଣସି କାମ ସହଜ ଓ ସୁବିଧାରେ ସମ୍ପନ୍ନ ନ ହୋଇପାରେ। ଅବଶ୍ୟ କର୍ମକ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଆର୍ଥିକ ଅନଟନ କାମକୁ କେତେକାଂଶରେ ଝୁଲା ଅବସ୍ଥାରେ ରଖିବାର ସୂଚନା ରହିଛି।

କନ୍ୟା : ଗୁରୁଙ୍କ ପ୍ରଭାବରୁ ପାରିବାରିକ ସମସ୍ୟା ସମାଧାନର ରାସ୍ତା ବାହାର କରିବାରେ ସମର୍ଥ ହେବେ। କଠିନ ଶ୍ରମ ଓ ପରିଶ୍ରମଜନିତ ସାମୟିକ କ୍ଲାନ୍ତିବୋଧ କରିବେ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ପ୍ରଶାସନ, ପରିବହନ, ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଆସ୍ଥାଭାଜନ ହୋଇ କାର୍ଯ୍ୟ ହାସଲ କରିବେ।

ତୁଳା : ଆଜି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ଆର୍ଥିକ ସ୍ଥିତି ଦୁଶ୍ଚିନ୍ତାର କାରଣ ହେବ। ସଭାସମିତି, ସାହିତ୍ୟ, ସାମ୍ବାଦିକତାରେ ପ୍ରଶଂସିତ ହେବେ। ପାରିବାରିକ କ୍ଷେତ୍ରରେ ବିଶେଷ କିଛି ଅପ୍ରୀତିକର ପରିସ୍ଥିତିର ସମ୍ଭାବନା ନାହିଁ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବାର ଆଶା ରହିଛି।

ବିଛା : ଅନାବଶ୍ୟକ ଖର୍ଚ୍ଚ, ଅସାବଧାନତାଜନିତ ଧନହାନି, ମତମନ୍ତବ୍ୟକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମତାନ୍ତର ଘଟିପାରେ। ଯାନ ବାହନ, ଗୃହସୀମା, ଦୂର ବନ୍ଧୁ, ସଭାସମିତି, ଜମିଜମା, ସମ୍ପର୍କୀୟଙ୍କ ସ୍ଥିତି ମଧ୍ୟମ ପ୍ରକାରର ରହିବ। ପ୍ରକାଶନ, ପ୍ରଶାସନ, ସାହିତ୍ୟ, ସାମ୍ବାଦିକତା, ଏଜେନ୍ସିପ୍‌ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ ।

ଧନୁ : ଚତୁର୍ଥସ୍ଥ ଗ୍ରହ ସମ୍ପର୍କରୁ ଘରର ବରାଦ ଅନୁଯାୟୀ ମୂଲ୍ୟବାନ ଜିନିଷ କୟ କରିପାରନ୍ତି। କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖାଦେବା କାରଣରୁ ମାନସିକ ସ୍ଥିତି ଭଲ ରହି ନ ପାରେ। ସଭାସମିତିରେ ସମ୍ମାନନୀୟ ବ୍ୟକ୍ତିଙ୍କ ଦ୍ୱାରା ପ୍ରଶଂସିତ ହେବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସମସ୍ୟାର ସରଳ ସମାଧାନ କରିବେ।

ମକର : ମଙ୍ଗଳଙ୍କ ଦୁର୍ବଳତା କାରଣରୁ ଘର ଲୋକଙ୍କ ଅପେକ୍ଷା ବାହାର ଲୋକଙ୍କ ସ୍ନେହ, ଶ୍ରଦ୍ଧା, ଆଦର ପାଇବେ। ଉଚ୍ଚସ୍ଥ ଶୁକ୍ରଙ୍କ ପ୍ରଭାବରୁ ଶୁକ୍ର କଳା, ସାହିତ୍ୟ ଆସର, ପ୍ରବଚନ, ସଙ୍ଗୀତ ସାଧନା ପାଇଁ ଅନୁକୂଳ ରହିବ। କିନ୍ତୁ ଈର୍ଷାପରାୟଣ ଲୋକଙ୍କ ପାଖରୁ ଶୁଭ କାମନା ଆଶା କରିବା ବୃଥା। ସ୍ତ୍ରୀଙ୍କ ଅମନଯୋଗୀ ଓ ଚିଡା ସ୍ବଭାବ ପାଇଁ କ୍ଷୁବ୍ଧ ହେବେ।

କୁମ୍ଭ : କର୍ମକ୍ଷେତ୍ରକୁ ଗୁରୁଦୃଷ୍ଟି ସମସ୍ତ କାର୍ଯ୍ୟ ସାଧନ ଦିଗରେ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବ। ଅଭାବବୋଧରେ ଛଟପଟ ହେଉଥିବା ମନକୁ ବନ୍ଧୁ ସାନ୍ତ୍ୱନା ଦେଇପାରିବେ ନାହିଁ । ଆକସ୍ମିକ କେତେକ ସମସ୍ୟା ଦେଖାଦେବା କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ନୀଚ ସଂସର୍ଗରୁ ଦୂରେଇ ରହନ୍ତୁ ନତୁବା ଅସୁବିଧାରେ ପଡ଼ିବାର ସୂଚନା ରହିଛି।

ମୀନ : କେତେକ ଅସୁବିଧା ରହିଥିଲେ ମଧ୍ୟ ଆଜିର କାମ ଉପରେ କୌଣସି ପ୍ରଭାବ ରହିବ ନାହିଁ। କାଳେ କିଛି ଦେବାକୁ ପଡ଼ିବ ଏହି ଚିନ୍ତାରେ ବନ୍ଧୁ ମୁହଁ ଫେରାଇ ନେବେ। ସାମାଜିକ ସ୍ତରରେ, ସଭାସମିତିରେ ତଥା ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ରାଶିରେ ଏକାଧିକ ଗ୍ରହ ସଂଯୋଗ ସ୍ବାସ୍ଥ୍ୟହାନିର କାରଣ ହୋଇପାରେ।

Tags: newsodisha365Rashifal
ShareTweetSendShare

RelatedNews

ଆଜିର ରାଶିଫଳ
Rashifal

କଣ ରହିଛି ଆଜି ଆପଣଙ୍କର ଭାଗ୍ୟ

ଆଜିର ରାଶିଫଳ
Latest News

ଆଜିର ରାଶିଫଳ

ଆଜିର ରାଶିଫଳ
Rashifal

ଆଜିର ରାଶିଫଳ

ଆଜିର ରାଶିଫଳ
Latest News

ଏମିତି କଟିବ ଆଜି ଆପଣଙ୍କ ଦିନ

ଆଜିର ରାଶିଫଳ
Rashifal

ଆଜିର ରାଶିଫଳ

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.