Thursday, May 15, 2025
No Result
View All Result
Odisha 365

Latest News

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା

 ପାକିସ୍ତାନ ଭାରତଠାରୁ ଯୁଦ୍ଧରେ ହାରିବା ତାର ଅଭ୍ୟାସ

ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home Latest News

ଓଡ଼ିଶାରେ କଇଁଛଙ୍କ ସର୍ବକାଳୀନ ରେକର୍ଡ: ସଂଖ୍ୟା ଟପିଲା ୧୫.୧୧ଲକ୍ଷ

Ramesh Parida by Ramesh Parida
Mar 31, 2025, 09:42 am GMT+0530
FacebookTwitterWhatsAppTelegram

ଚଳିତବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିିରେ ରଖି ଓଡ଼ିଶାରେ କଇଁଛଙ୍କ ଆଗମନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ୨୦୨୩-୨୪ବର୍ଷ ତୁଳନାରେ ଚଳିତବର୍ଷ ୫ଗୁଣ ଅଧିକ ଆସିଛନ୍ତି। ଏହାକୁ ନେଇ ପରିବେଶପ୍ରେମୀ ଅଧିକ ଉତ୍ସାହିତ ହୋଇଥିବାବେଳେ ପିସିସିଏଫ୍‌(ବନ୍ୟପ୍ରାଣୀ)ଙ୍କ ପକ୍ଷରୁ ଖୁସିବ୍ୟକ୍ତ କରାଯାଇଛି।
ପିସିସିଏଫ୍‌(ବନ୍ୟପ୍ରାଣୀ)ଙ୍କ ତଥ୍ୟ ଅନୁଯାୟୀ, ୨୦୨୦-୨୧ ବର୍ଷରେ ରାଜ୍ୟରେ ଗହୀରମଥାରେ ୩.୫୦ଲକ୍ଷ କଇଁଛଙ୍କ ସମାଗମ ହୋଇଥିବାବେଳେ ୨୦୨୧-୨୨ରେ ୧୦.୫୧ଲକ୍ଷ, ୨୦୨୨-୨୩ରେ ୧୧.୪୯ଲକ୍ଷ କଇଁଛଙ୍କ ସମାଗମ ହୋଇଥିଲା। ତେବେ ଗତବର୍ଷ ମାତ୍ର ୩.୦୧ଲକ୍ଷ କଇଁଛ ଆସିଥିବାବେଳେ ଚଳିତବର୍ଷ ଗହୀରମଥାରେ ୬ଲକ୍ଷ ୭ହଜାର, ଋଷିକୁଲ୍ୟାରେ ୬.୯୯ଲକ୍ଷ ଏବଂ ଅନ୍ୟାନ୍ୟ ସ୍ଥାନରେ ଅବଶିଷ୍ଟ ୨.୦୫ ଲକ୍ଷ କଇଁଛଙ୍କ ସମାଗମ ହୋଇଛି।
ସେହିପରି ଚଳିତବର୍ଷ ବଉଳା କୁମ୍ଭୀର ଓ ଘଡ଼ିଆଳ କୁମ୍ଭୀରଙ୍କ ସଂଖ୍ୟା ଅଧିକ ରହିଛି। ବିଭାଗୀୟ ତଥ୍ୟ ଅନୁଯାୟୀ, ୨୦୨୦-୨୧ରେ ରାଜ୍ୟରେ ୧୮୩୦ଟି ବଉଳା କୁମ୍ଭୀର ଭିତରକନିକା ଓ ଏହାର ସଂଲଗ୍ନ ଅଞ୍ଚଳରେ ରହିଥିବା ୨୦୨୧-୨୨ରେ ୧୮୧୯, ୨୦୨୨-୨୩ରେ ୧୮୩୧, ୨୦୨୩-୨୪ରେ ୧୮୫୦ ଏବଂ ଚଳିତବର୍ଷ ଏହି ସଂଖ୍ୟା ୧୮୮୧ରେ ପହଞ୍ଚିଛି। ସେହିପରି ଘଡ଼ିଆଳ କୁମ୍ଭୀରଙ୍କ ସଂଖ୍ୟା ୨୦୨୦-୨୧ରେ ୧୧ ଚିହ୍ନଟ ହୋଇଥିବାବେଳେ ଚଳିତବର୍ଷ ୧୬ଟି ଚିହ୍ନଟ ହୋଇଛିି।
ଅନ୍ୟପକ୍ଷରେ ଚିଲିକା ମୁହଁାଣରେ ଇରଓ୍ବାଡୀ ଡଲ୍‌ଫିନଙ୍କ ସଂଖ୍ୟା ୧୫୯ ରହିଥିବାବେଳେ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ୭୧୦ଟି ଡଲ୍‌ଫିନ ରହିଛନ୍ତି। ଏଥିରେ ଇରଓ୍ବାଡୀଙ୍କ ସଂଖ୍ୟା ୧୮୮ ରହିଥିବାବେଳେ ବଟଲନୋଜ ୧୬, ହମ୍ପବ୍ୟାକ୍‌-୪୯୮ ଏବଂ ୮ଟି ସ୍ପିନର ଡଲଫିନ୍‌ ରହିଛନ୍ତି।

Tags: odishaodisha365TOP NEWS
ShareTweetSendShare

RelatedNews

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା
Latest News

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ
Latest News

 ପାକିସ୍ତାନ ଭାରତଠାରୁ ଯୁଦ୍ଧରେ ହାରିବା ତାର ଅଭ୍ୟାସ

ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର
Latest News

ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି
Latest News

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ
Latest News

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

Latest News

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

 ପାକିସ୍ତାନ ଭାରତଠାରୁ ଯୁଦ୍ଧରେ ହାରିବା ତାର ଅଭ୍ୟାସ

ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର

ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies