Thursday, May 15, 2025
No Result
View All Result
Odisha 365

Latest News

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home Opinion

ଭାରତର ଅର୍ଥନୀତି ୧୦ ବର୍ଷରେ ଦୁଇଗୁଣା , ଆମେରିକା ପଛରେ, ଚୀନ ଚିନ୍ତାରେ

Ramesh Parida by Ramesh Parida
Mar 24, 2025, 05:56 pm GMT+0530
FacebookTwitterWhatsAppTelegram

ଭାରତର ଅର୍ଥନୀତିକୁ ନେଇ ଅନେକ ସଂସ୍ଥା ଭଲ ରେଟିଂ କରୁଛନ୍ତି । ମୋଦିଙ୍କ ରଣନୀତି ପାଇଁ ଭାରତ ଗତ କିଛି ବର୍ଷ ହେଲା ଭଲ ପ୍ରଦର୍ଶନ କରୁଛି । ଅନେକ କ୍ଷେତ୍ରରେ ଆର୍ଥିକ ସୁଧାର, ପୁଂଜି ନିବେଶ ଭାରତର ଅର୍ଥନୀତିକୁ ଆଗକୁ ନେଇଛି । ଏବେ ମୋଦି କହୁଛନ୍ତି ଭାରତ 5 ଟ୍ରିଲିୟନ ଅର୍ଥନୀତି ଆଗାମୀ ଦିନରେ ପହଁଚିବ ।

ବିଶ୍ବର ଅନେକ ଆର୍ଥୀିକ ସର୍ଭେ ସଂସ୍ଥା ଭାରତକୁ ଭଲ ରେଟିଂ ଦେଉଛନ୍ତି । ଏହି କ୍ରମରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(IMF) ତଥ୍ୟ ଅନୁଯାୟୀ, ଭାରତ ଗତ ୧୦ ବର୍ଷ ମଧ୍ୟରେ ୧୦୫ ପ୍ରତିଶତ ଅଭିବୃଦ୍ଧି ସହିତ ଏହାର GDP (ମୋଟ ଘରୋଇ ଉତ୍ପାଦ) ଦ୍ୱିଗୁଣିତ କରିଛି । ଯେଉଁଥି ପାଇଁ ଭାରତର ଅର୍ଥୀନିତି ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

IMF ତଥ୍ୟ ଅନୁଯାୟୀ, ଭାରତ ଖୁବ୍ ଶୀଘ୍ର ଜାପାନକୁ ପଛରେ ପକାଇବାକୁ ଯାଉଛି। ଗତ ଦଶନ୍ଧିରେ ଯୁକ୍ତରାଜ୍ୟର GDP 28 ପ୍ରତିଶତ ବୃଦ୍ଧି ପାଇଛି, ଯେତେବେଳେ ଫ୍ରାନ୍ସର GDP ରେ ୩୮ ପ୍ରତିଶତ ଅଭିବୃଦ୍ଧି ଘଟିଛି, ୨୦୧୫ ରେ ୨.୪ଟ୍ରିଲିୟନ ଡଲାରରୁ ୨୦୨୫ ରେ ୩.୩ ଟ୍ରିଲିୟନ ଡଲାର ହୋଇଛି। ୫୦ ପ୍ରତିଶତରୁ ଅଧିକ GDP ଅଭିବୃଦ୍ଧି ସହିତ ଅନ୍ୟାନ୍ୟ ଶ୍ରେଷ୍ଠ ଅର୍ଥନୀତିଗୁଡ଼ିକ ହେଲେ ରୁଷ (୫୭ ପ୍ରତିଶତ), ଅଷ୍ଟ୍ରେଲିଆ (୫୮ ପ୍ରତିଶତ) ଏବଂ ସ୍ପେନ୍ (୫୦ ପ୍ରତିଶତ)।

ଯାହା ୨୦୧୫ ରେ ୨.୧ ଟ୍ରିଲିୟନ ଡଲାରରୁ ୨୦୨୫ ରେ ୪.୩ ଟ୍ରିଲିୟନ ଡଲାର ହୋଇଛି। ଆଗାମୀ ବର୍ଷରେ ଏହା ପାଂଚ ଟ୍ରିଲିୟନ ହେବାକୁ ଯାଉଛି । ଭାରତ ତୁଳନାରେ, ସମାନ ସମୟ ମଧ୍ୟରେ  ଆମେରିକା ର ପ୍ରଦର୍ଶନ ନିରାଶାଜନକ ରହିଛି । ଆମେରିକାରେ ଗତ ଦଶ ବର୍ଷରେ ଦୁଇ ଥର ସରକାର ପରିବର୍ତ୍ତନ ହୋଇସାରିଛି । କିନ୍ତୁ ଭାରତରେ ଏପରି ହୋଇନାହିଁ । ଯାହା ଫଳରେ ନିବେଶକମାନେ ଭାରତ ବଜାର ଉପରେ ଭରସା ରଖିଛନ୍ତି ।
ସେହିପରି ଚାଇନାର GDP ଏହି ଦଶ ବର୍ଷରେ ସେତେ ବୃଦ୍ଧି ପାଇନାହିଁ । ଚାଇନା ଯଥାକ୍ରମେ ୬୬ ପ୍ରତିଶତ ଏବଂ ୪୪ ପ୍ରତିଶତ ବୃଦ୍ଧି ପାଇଛି। ଏହା ସହିତ, ଭାରତ ବର୍ତ୍ତମାନ ଯୁକ୍ତରାଷ୍ଟ୍ର (୩୦.୩ ଟ୍ରିଲିୟନ ଡଲାର), ଚାଇନା (୧୯.୫ ଟ୍ରିଲିୟନ ଡଲାର), ଜର୍ମାନୀ (୪.୯ ଟ୍ରିଲିୟନ ଡଲାର) ଏବଂ ଜାପାନ (୪.୪ ଟ୍ରିଲିୟନ ଡଲାର) ପରେ ବିଶ୍ୱର GDP ଦୃଷ୍ଟିରୁ ପଞ୍ଚମ ବୃହତ ଦେଶ ହେବାକୁ ଯାଉଛି ।

ଏହି କ୍ରମରେ ଅମିତ ମାଲବ୍ୟ କହିଛନ୍ତି ଭାରତ ଏକ ଅର୍ଥନୈତିକ ମାଇଲଖୁଣ୍ଟ ହାସଲ କରିଛି, ୨୦୧୫ ରେ ଏହାର GDP ୨.୧ ଟ୍ରିଲିୟନ ଡଲାରରୁ ୨୦୨୫ ରେ ୪.୩ ଟ୍ରିଲିୟନ ଡଲାର ହୋଇଛି – ଏହା ଅନ୍ୟ କୌଣସି ପ୍ରମୁଖ ବିଶ୍ୱ ଅର୍ଥନୀତି ଦ୍ୱାରା ଅତୁଳନୀୟ ୧୦୫ % ଅଭିବୃଦ୍ଧି। ଏହି ଅସାଧାରଣ ସଫଳତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଣ୍ଣାୟକ ନେତୃତ୍ୱ  ଯୋଗୁଁ ସମ୍ଭବ ହୋଇଛି ।

“ସକ୍ରିୟ ଅର୍ଥନୈତିକରେ କେନ୍ଦ୍ର ସରକାର ଏହି ଦଶ ବର୍ଷରେ ଟ୍ୟାକ୍ସକୁ ସରଳ କରିବା ସହ  ବ୍ୟବସାୟ କରିବାର ଭଲ ବାତାବରଣ ସୃଷ୍ଟି କରିଛନ୍ତି ।  ମୋଦି ସରକାରଙ୍କ ନୀତି  ଭାରତକୁ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ  ଅର୍ଥନୀତିର ସ୍ଥାନକୁ ନେଇଯାଇଛି – ସ୍ୱାଧୀନତା ପରଠାରୁ ପୂର୍ବ କୌଣସି ସରକାର ଏପରି ପୁରସ୍କାର ପାଇ ନଥିଲେ।

ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ
Latest News

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ
Latest News

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ
Latest News

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

Latest News

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.