Tuesday, May 13, 2025
No Result
View All Result
Odisha 365

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ୟେମେନରେ ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ  ଆଡ଼ା ଓ କମାଣ୍ଡ ସେଣ୍ଟର ଉପରେ ଆମେରିକା ବଡ଼ ଧରଣର ଆକ୍ରମଣ, 31 ମୃତ

Ramesh Parida by Ramesh Parida
Mar 17, 2025, 08:20 am GMT+0530
FacebookTwitterWhatsAppTelegram

ୟେମେନରେ ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ  ଆଡ଼ା ଓ କମାଣ୍ଡ ସେଣ୍ଟର ଉପରେ ଆମେରିକା ବଡ଼ ଧରଣର ଆକ୍ରମଣ କରିଛି। ଶକ୍ତିଶାଳୀ ବୋମାମାଡ଼ରେ ହୁତି ଶିବିର ଓ କମାଣ୍ଡ ସେଣ୍ଟର ଗତକାଲି ଧ୍ବସ୍ତ ହୋଇଯାଇଥିବା ବେଳେ ଏଥିରେ ଅତି କମରେ ୩୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ହୁତି ଆତଙ୍କବାଦୀମାନେ ଯଦି ଇରାନ ସମର୍ଥନରେ ସେମାନଙ୍କ ହିଂସା ଜାରି ରଖନ୍ତି, ତା’ହେଲେ ସେମାନଙ୍କ ଉପରେ ଆହୁରି ଭୟାନକ ଆକ୍ରମଣ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଆଜି ଚେତାବନୀ ଦେଇଛନ୍ତି। ହୁତିର ମୁଖ୍ୟ ସମର୍ଥକ ଇରାନକୁ କଡ଼ା ଚେତାବନୀ ଦେଇ ଟ୍ରମ୍ପ କହିଛନ୍ତି ଯେ ଇରାନ ତୁରନ୍ତ ଏହି ଆତଙ୍କୀ ସଂଗଠନକୁ ସହାୟତା ବନ୍ଦ ନକଲେ ପରିଣାମ ଭୋଗିବାକୁ ବାଧ୍ୟ ହେବ। ସେ ସତର୍କ କରାଇ ଦେଇଛନ୍ତି ଯେ ଆମେରିକା ପ୍ରତି କୌଣସି ବିପଦ ଆସିଲେ ଏହାର ଗମ୍ଭୀର ପରିଣାମ ହେବ ଏବଂ କୌଣସି ଶତ୍ରୁ ଏଥିରୁ ନିସ୍ତାର ପାଇବେ ନାହିଁ । ସମସ୍ତ ହୁଥି ଆତଙ୍କବାଦୀଙ୍କ ପାଇଁ ସମୟ ସରିଯାଇଛି ଏବଂ ସେମାନଙ୍କୁ ଆଜିଠାରୁ ଆକ୍ରମଣ ବନ୍ଦ କରିବାକୁ ହେବ। ଯଦି ସେମାନେ ଏହା ନ କରନ୍ତି, ତା’ହେଲେ ସେମାନେ କେବେ ଦେଖିନଥିବା ଭୟାନକ ଆକ୍ରମଣକୁ ସାମ୍ନା କରିବେ ବୋଲି ଟ୍ରମ୍ପ କହିଛନ୍ତି।

ଜାନୁଆରିରେ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଆମେରିକାର ସାମରିକ ଅଭିଯାନ ବ୍ୟାପକ ହୋଇଛି। ପରମାଣୁ ଆଲୋଚନା ପାଇଁ ତେହେରାନ ଉପରେ ଚାପ ପକାଇବା ପାଇଁ ଆମେରିକା ନିଜ ଆର୍ଥିକ କଟକଣାକୁ ଜୋରଦାର କରିଥିବା ବେଳେ ହୁତି ଉପରେ ଏଭଳି ପ୍ରଚଣ୍ଡ ଆକ୍ରମଣ ମଧ୍ୟପ୍ରାଚ୍ୟ ଉତ୍ତେନାକୁ ବଢ଼ାଇ ଦେଇଛି। ଅନ୍ୟପକ୍ଷରେ ହୁତି ସଂଗଠନର ରାଜନୈତିକ ବ୍ୟୁରୋ ଆମେରିକାର ଆକ୍ରମଣକୁ ‘ଯୁଦ୍ଧ ଅପରାଧ’ ବୋଲି ବର୍ଣ୍ଣନା କରିଛି।  ୟେମେନ ସଶସ୍ତ୍ର ବାହିନୀ ଉତ୍ତେଜନାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ମଧ୍ୟ ଏକ ବିବୃତିରେ କହିଛି। ସୂଚନାଯୋଗ୍ୟ, ଆମେରିକୀୟ ଜାହାଜ ଉପରେ ହୁତି ବିଦ୍ରୋହୀମାନେ ଲଗାତାର ଆକ୍ରମଣ କରୁଥିବାରୁ ଏହା ବିରୋଧରେ ଏବେ ଆମେରିକାର ସାମାରିକ କାର୍ଯ୍ୟାନୁଷ୍ଠାନ ତୀବ୍ର ହୋଇଛି। ଆମେରିକା ଆକ୍ରମଣ ନେଇ ସନାର ବାସିନ୍ଦା କହିଛନ୍ତି ଯେ ଆକ୍ରମଣ ଅତି ମାରାତ୍ମକ ଥିଲା ଏବଂ ଭୂମିକମ୍ପ ଭଳି ଅନୁଭବ ହୋଇଥିଲା। ଏହି ଆକ୍ରମଣରେ ଅନେକ ସୁଉଚ୍ଚ ଅଟ୍ଟାଳିକା ମାଟିରେ ମିଶିଯାଇଛି

Tags: INDIAodishaTOP NEWS
ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.