Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home Latest News

ବିଧାନସଭା ଇତିହାସରେ ଶାସକ-ବିରୋଧୀ ହାତାହାତି

Ramesh Parida by Ramesh Parida
Mar 12, 2025, 11:34 am GMT+0530
FacebookTwitterWhatsAppTelegram

ବିଧାନସଭାରେ ଯେପରି ହଟ୍ଟଗୋଳ ହେଉଛି ତାହା  ଏକ ଲୋକତାନ୍ତ୍ରିକ ସଂସ୍ଥା ପ୍ରତି ଅନ୍ୟାୟ । ବିଧାୟକମାନେ ନିଜ ନିଜ ମର୍ଯ୍ୟଦା ଭିତରେ ରହି କାର୍ଯ୍ୟ କରିବା ଆବଶ୍ୟକ । ଗତ ଦୁଇ ଦିନ ହେଲା ରଣକ୍ଷେତ୍ର ପାଲଟିଛି ବିଧାନସଭା । ଲୋକଙ୍କ ପାଇଁ କାମ କରିବା ଅପେକ୍ଷା ନିଜର ବାହୁବଳ ଦେଖାଇହେବା କେତେଦୂର ଠିକ୍  ।

ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିବା ବିବାଦ ବଢ଼ିବାରେ ଲାଗିଛି । ଏହି ପ୍ରସଙ୍ଗ ଥମିବାର ନାମ ନେଉନାହିଁ । ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ କୌଣସି ପ୍ରସଙ୍ଗରେ ଶାସକ-ବିରୋଧୀ ହାତାହାତି ହେବାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ।

ଉତ୍ତରପ୍ରଦେଶ ଓ ବିହାର, ଜମ୍ମୁକାଶ୍ମୀର ଭଳି ରାଜ୍ୟର ବିଧାନସଭାରେ ଶାସକ-ବିରୋଧୀଙ୍କ ମଧ୍ୟରେ ମାଇକ୍ ଫୋପଡା, ମାରପିଟର ଦୃଶ୍ୟ ଦେଖିଥିବା ଓଡ଼ିଶାବାସୀ ପ୍ରଥମ ଥରପାଇଁ ନିଜ ରାଜ୍ୟର ବିଧାନସଭାରେ ଏଭଳି କାଣ୍ଡ ଦେଖିଛନ୍ତି ।

ଓଡ଼ିଶାରେ ପଶ୍ଚିମ ଓଡ଼ିଶାର ମିଶ୍ରଣ ଐତିହାସିକ ଭୁଲ ଥିଲା ବୋଲି କିଛିଦିନ ତଳେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏକ ସରକାରୀ ସଭାରେ ମନ୍ତବ୍ୟ ଦେଇଥିଲେ ।

ଏହା ସହିତ ସଭାରେ ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଗାୟନ ସମୟରେ ସେ ନିଜ ଆସନରୁ ଉଠିନଥିଲେ । ଯାହାକୁ ନେଇ ରାଜ୍ୟ ବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହି ପ୍ରସଙ୍ଗକୁ ନେଇ ମଙ୍ଗଳବାର ଦିନ ବିଧାନସଭାରେ ତାତି ଦେଖିବାକୁ ମିଳିଥିଲା ।

ଉଭୟ କଂଗ୍ରେସ ଓ ବିଜେଡି ବିଧାୟକ ଏହା ବିରୋଧରେ ଗୃହ ମଧ୍ୟରେ ପ୍ରତିବାଦ କରିଥିଲେ । କଂଗ୍ରେସ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢି ପ୍ରତିବାଦ କରିଥିଲେ ।

ବିଧାନସଭା ଗୃହରେ ଆଜି ବି ଚରମ ବିଶୃଙ୍ଖଳା ଦେଖିବାକୁ ମିଳିଛି। ଗୃହ ମଧ୍ୟ ଭାଗରେ କଂଗ୍ରେସ ଓ ବିଜେପି ବିଧାୟକମାନେ ଧସ୍ତାଧସ୍ତି ହୋଇଛନ୍ତି। ଗଣତନ୍ତ୍ରର ଏହି ପବିତ୍ର ମନ୍ଦିରକୁ ସେମାନେ ଗତକାଲି କିଛି ସମୟ ପାଇଁ ରଣକ୍ଷେତ୍ରରେ ପରିଣତ କରିଦେଇଥିଲେ।

ବିଧାୟକମାନଙ୍କର ଏହି ଉଚ୍ଛୃଙ୍ଖଳ ଆଚରଣକୁ ରାଜ୍ୟବ୍ୟାପୀ ଆଲୋଚନା କରୁଛନ୍ତି ।  ଗତକାଲି ପରି ଆଜି ମଧ୍ୟ ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ବିଜେଡି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ଓଡ଼ିଶାର ଅଖଣ୍ଡତାକୁ ବିଜେଡି ପ୍ରସଙ୍ଗ କରିଥିଲା ବେଳେ କଂଗ୍ରେସ ମହିଳା ନିର୍ଯାତନାର ପ୍ରତିବାଦ କରିଥିଲା। ବିଜେଡି ବିଧାୟକମାନେ ପ୍ଲାକାର୍ଡ ପ୍ରଦର୍ଶନ କରିବା ସହ ହାତରେ କଳାପଟି ବାନ୍ଧିଥିଲେ।

କଂଗ୍ରେସ ବିଧାୟକମାନେ ନାରୀ ନିର୍ଯାତନା ପ୍ରସଙ୍ଗ ଉଠାଇ ବେକରେ ବ୍ୟାନର୍ ଓହଳାଇବା ସହ ହାତରେ ପ୍ଲାକାର୍ଡ ଧରିଥିଲେ। ଉଭୟ ଦଳ ସଭ୍ୟଙ୍କ ନାରାବାଜିରେ ଗୃହ କମ୍ପିଥିଲା। କିନ୍ତୁ ବାଚସ୍ପତି ପ୍ରଶ୍ନକାଳ ଜାରି ରଖିଥିଲେ। ପ୍ରାୟ ଅଧଘଣ୍ଟା ଧରି ପ୍ରଶ୍ନକାଳ ଚାଲିଥିଲା।

ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ଜନସମସ୍ୟା ନେଇ ଆଲୋଚନା କରନ୍ତି ଏବଂ ନୂତନ ନିୟମ ତିଆରି କରିଥାନ୍ତି। ଏହିପରି ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାରେ ବିଧାୟକମାନଙ୍କ ମଧ୍ୟରେ ହାତାହାତି ହେବା ଲୋକତାନ୍ତ୍ରିକ ମୂଲ୍ୟବୋଧ ଓ ପ୍ରକ୍ରିୟା ପାଇଁ ଅପମାନଜନକ।

ନିର୍ବାଚିତ ପ୍ରତିନିଧିମାନେ ଜନସାଧାରଣଙ୍କ ପ୍ରତିବଦ୍ଧତା ରଖି ତାଙ୍କ ଅନୁସରଣୀୟ ଦୃଷ୍ଟାନ୍ତ ସୃଷ୍ଟି କରିବା ଉଚିତ। ଅନ୍ୟମାନେ ବିଧାୟକଙ୍କୁ ଉଦାହରଣ ଭାବରେ ଦେଖନ୍ତି, ଏବଂ ତାଙ୍କ ବ୍ୟବହାର ଓ ଶିଷ୍ଟାଚାର ଲୋକଙ୍କ ମନୋଭାବ ଉପରେ ପ୍ରଭାବ ପକାଏ। ଯଦି ବିଧାନସଭାରେ ହିଁ ନେତାମାନେ ଅସଂସଦୀୟ ବ୍ୟବହାର କରନ୍ତି, ତେବେ ସେମାନଙ୍କୁ ଉଦାହରଣ ଭାବେ ଦେଖି ଜନସାଧାରଣ ଓ ଯୁବ ପିଢ଼ି କଂଠର ଜବାବ ଦେବାକୁ ଶିଖିପାରନ୍ତି।

ଏହିପରି ଅନୁଚିତ ଆଚରଣର ବିରୋଧରେ ସାମାଜିକ ଚେତନା ସୃଷ୍ଟି କରିବା ଓ ଏହି ଅନୁଚିତ କାର୍ଯ୍ୟ ରୋକିବା ପାଇଁ ନିଜେ ବିଧାୟକମାନ ଯତ୍ନବାନ ହେବା ଆବଶ୍ୟକ । କୋଟି କୋଟି ଟଙ୍କା ଅଯଥାରେ ନଷ୍ଟ କରିବା ଅପେକ୍ଷା ଆଲୋଚନା କରିବା ଆବଶ୍ୟକ ।

Tags: BjdBJPnewsodishapoliticsTOP NEWS
ShareTweetSendShare

RelatedNews

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ
Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ
Latest News

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ
Latest News

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.